Browsing Category

ମନୋରଞ୍ଜନ

ସତରେ ଗୋବିନ୍ଦାଙ୍କୁ ଛାଡ଼ପତ୍ର ଦେବେ କି ପତ୍ନୀ ସୁନିତା? 

ଲୋକପ୍ରିୟ ବଲିଉଡ୍‌ ଅଭିନେତା ହିରୋ ନମ୍ବର ୱାନ୍‌ ଗୋବିନ୍ଦାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ପତ୍ନୀ ସୁନୀତା ଆହୁଜାଙ୍କ ସହିତ ତାଙ୍କ ବିବାହ ବିଚ୍ଛେଦ ଖବର ଫ୍ୟାନ୍‌ଙ୍କୁ ଚକିତ କରିଛି ।ସେ ମୁମ୍ବାଇ ଫ୍ୟାମିଲି କୋର୍ଟରେ ଏକ ଆବେଦନ ମଧ୍ୟ ଦାଖଲ କରିଛନ୍ତି । କୁହାଯାଉଛି ଯେ…

‘ଶୋଲେ’ ଚଳଚ୍ଚିତ୍ରକୁ ପୁରିଲା ପଚାଶ ବର୍ଷ

'ଶୋଲେ' ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାର ୫୦ ବର୍ଷ ପୂରଣ କରିଛି । ଏହି ଚଳଚ୍ଚିତ୍ରଟି ସ୍ୱାଧୀନତା ଦିବସ, ୧୫ ଅଗଷ୍ଟ ୧୯୭୫ରେ ମୁକ୍ତିଲାଭ କରିଥିଲା । ରମେଶ ସିପ୍ପିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ହେମା ମାଳିନୀ, ଜୟା ବଚ୍ଚନ, ସଞ୍ଜୀବ କୁମାର ଏବଂ ଅମଜଦ…

ସୋନାଲି ପଣ୍ଡା ଓ ଶ୍ରୀକ୍ଷେତ୍ର ବିବାଦକୁ ନେଇ ଥାନାରେ ହାଜର ହେଲା କୁନି ପୁଅ

ରାଜ୍ୟ କାହାଣୀ (ଭୁବନେଶ୍ୱର )ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା-ଶ୍ରୀକ୍ଷେତ୍ର ବିବାଦ। ବାପା ଶ୍ରୀକ୍ଷେତ୍ରଙ୍କ ସପକ୍ଷରେ ବାହାରିଲେ କୁନି ପୁଅ। କହିଲେ ମୋର ବାପା ଦରକାର, ନଚେତ୍ ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବି। କୃଷ୍ଣପ୍ରସାଦ ଥାନା ଅଧିକାରୀଙ୍କୁ…

୩୧.୫୦ ଲକ୍ଷ ଟଙ୍କାର ଠକେଇ କରି ଗିରଫ ହେଲେ ଅଭିନେତା

ରାଜ୍ୟ କାହାଣୀ (ଭୁବନେଶ୍ୱର )ଉଧାର ଟଙ୍କା ନେଇ କରଜ ସୁଝି ନପାରିବା ଓଡିଆ ଫିଲ୍ମ ହିରୋଙ୍କୁ ମହଙ୍ଗା ପଡିଛି । ଓଲିଉଡ଼ ଅଭିନେତାଙ୍କୁ ଗିରଫ କରିଛି ପୋଲିସ୍ । 'ବଦମାସ ଟୋକା' ଫିଲ୍ମର ହିରୋ ଉଦୟନ ଅପରାଜିତଙ୍କୁ ବାନ୍ଧିଛି ପୋଲିସ । ଭୁବନେଶ୍ବର ବଡଗଡ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗିରଫ…

ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ

ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ ଦିଆଯାଇଛି । ଏହି ନିର୍ଦ୍ଦେଶ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରାଚାଲାଣ ନିବାରଣ ଆଇନ (COFEPOSA) ପରାମର୍ଶଦାତା ବୋର୍ଡ ଦ୍ୱାରା ପାସ କରାଯାଇଛି, ଯେଉଁଥିରେ ରଣ୍ୟା ରାଓଙ୍କ ସହିତ ଅନ୍ୟ ଦୁଇ…

ତାମିଲ ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ଦେହାନ୍ତ

କୋଟା ଶ୍ରୀନିବାସଙ୍କ ବିୟୋଗ ପରେ ଦକ୍ଷିଣ ଭାରତୀୟ ସିନେ ଶିଳ୍ପକୁ ଏବେ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ବରିଷ୍ଠ ତାମିଲ ଅଭିନେତ୍ରୀ ବି. ସରୋଜା ଦେବୀଙ୍କର ସୋମବାର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ୭ ଦଶନ୍ଧିର ତାଙ୍କ କ୍ୟାରିଅରରେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।୧୯୫୫…

ସୁନା ଚୋରା ଚାଲାଣ ମାମଲାରେ ୩୪ କୋଟି ଟଙ୍କାର ସମ୍ପତ୍ତି ଜବତ

ସୁନା ଚୋରା ଚାଲାଣ ଘଟଣାରେ ସମ୍ପୃକ୍ତ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ (ହର୍ଷବର୍ଦ୍ଧିନୀ ରାନ୍ୟା)ଙ୍କୁ ୩୪.୧୨ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି । ଇଡି ପକ୍ଷରୁ ମନି ଲଣ୍ଡରିଂ ଆଇନ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜବତ କରାଯାଇଥିବା…

ଆଉ ନାହାନ୍ତି ‘କାଣ୍ଟା ଲଗା’ ଗର୍ଲ

ଆଉ ନାହାନ୍ତି ଶେଫାଳି ଜରିୱାଲା । ବିଗ୍‌ ବସ୍‌ ପ୍ରତିଯୋଗି ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲଙ୍କର ଗତକାଲି (ଶୁକ୍ରବାର) ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂତ୍ର ମୁତାବକ ମୁମ୍ବାଇର ଅନ୍ଧେରି ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିବା…

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ଦେହାନ୍ତ

ରାଜ୍ୟ କାହାଣୀ (ଭୁବନେଶ୍ୱର )ନାରାୟଣ ପତିଙ୍କର ଆଜି ମସ୍ତିଷ୍କାଘାତ କାରଣରୁ ହଠାତ୍ ପରଲୋକ ଘଟିଛି। ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାର କୃତୀ ଛାତ୍ର, ବିଖ୍ୟାତ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ନାରାୟଣ ପତିଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।ସେ…

ଭୟଙ୍କର ରୋଗ ସହ ଲଢୁଛନ୍ତି ସଲମାନ ଖାନ , ହେଲା ବଡ଼ ଖୁଲାସା

ସଲମାନ ଖାନ ବଲିଉଡର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସିନେମା ଜଗତକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏହି ଅଭିନେତା । ସଲମାନଙ୍କୁ ଏବେ ୫୯ ବର୍ଷ ବୟସ। ବୟସାଧିକ ସତ୍ତ୍ୱେ ଫିଲ୍ମରେ ବହୁତ ସକ୍ରିୟ ଅଛନ୍ତି ସେ।ଏବେ ଅଭିନେତା ଶୋ'ରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ବଡ଼ ଖୁଲାସା…