Browsing Category
ମନୋରଞ୍ଜନ
‘ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍’କୁ ବାଏ ବାଏ କଲେ ଅରିଜତ୍
ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟକ ଅରିଜିତ ସିଂ । ନିଜ ନିଆରା କଣ୍ଠସ୍ୱରରେ ସେ କରନ୍ତି ମତୁଆଲା । ସଂଗୀତର ସୁମଧୁର ସ୍ୱରରେ ସେ ଭରିପାରନ୍ତି ରଙ୍ଗୀନ୍ ରୋମାନ୍ସ । ଦୁଃଖର ସ୍ୱରରେ ବିଚ୍ଛେଦର ଜ୍ୱାଳାକୁ ବଢ଼ାଇପାରନ୍ତି । ଆଖିରେ ଆଣନ୍ତି ‘ଲୁହର ଶ୍ରାବଣ’ । ବର୍ଷର ପ୍ରଥମ ମାସରେ ହିଁ ଏକ!-->…
’ଧୁରନ୍ଧର’ ଫିଲ୍ମ ଷ୍ଟାର ନଦୀମ ଖାନ ଗିରଫ, ଘରୋଇ ସହାୟିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ କଲା ପୋଲିସ । ୧୦ ବର୍ଷ ଧରି ଜଣେ ଘରୋଇ ସହାୟିକାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କୁ ଠକି ଦେଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି ।୪୧ ବର୍ଷୀୟ!-->…
ଆଜି ପରଦାରେ ମୁକ୍ତିଲାଭ କରିବ ‘ବର୍ଡର ୨’
୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଜେ.ପି. ଦତ୍ତାଙ୍କ 'ବର୍ଡର' ଚଳଚ୍ଚିତ୍ର ଭାରତୀୟ ସିନେମା ଜଗତରେ ଏକ ଇତିହାସ ସୃଷ୍ଟି କରିଥିଲା । ପ୍ରାୟ୨୭ ବର୍ଷ ପରେ ସେହି ଦେଶଭକ୍ତିର ଭାବନା ପୁଣି ଥରେ ପରଦାକୁ ଫେରିଛି ।ସୋସିଆଲ ମିଡିଆରେ ଭାଇରାଲ୍ ଟ୍ରେଣ୍ଡ ଦ୍ୱାରା ଏହି!-->…
ପରିବାର ସହ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଛନ୍ତି ଶିଳ୍ପା ସେଟ୍ଟୀ
ପୁରୀରେ ଶିଳ୍ପା ସେଟ୍ଟୀ । ପରିବାର ସହ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ।ଏକ ଜାତୀୟ ଗଣମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ଶିଳ୍ପା ସେଟ୍ଟୀ । ତେବେ ଓଡ଼ିଶାରେ ପହଞ୍ଚିବା ପରେ ଶିଳ୍ପା ସେଟ୍ଟୀ ପ୍ରଥମେ ପୁରୀ ଗସ୍ତରେ!-->…
ଆଉ ନାହାନ୍ତି ଲୋକ ଗୀତ ଗାଇକା କୁନି ଛତ୍ରିଆ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଉ ନାହାନ୍ତି ଲୋକ ଗୀତ ଗାଇକା କୁନି ଛତ୍ରିଆ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେଲଭର୍ତ୍ତି କରାଯାଇଥିଲା । ପରେ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର!-->…
କରୁର ଦଳାଚକଟା ମାମଲା : ଥାଲାପତି ବିଜୟଙ୍କୁ ପଚରାଉଚରା କରୁଛି CBI
ଟିଭିକେ ନେତା ତଥା ଅଭିନେତା ଥାଲାପତି ବିଜୟଙ୍କୁ ସିବିଆଇ ଜେରା । କରୁର ଦଳାଚକଟା ମାମଲାରେ ପଚରାଉଚରା କରୁଛି ସିବିଆଇ । ଦିଲ୍ଲୀ ସିବିଆଇ ହେଡ୍ କ୍ବାର୍ଟରରେ ପହଞ୍ଚିଛନ୍ତି ବିଜୟ କୁମାର ।ଅଧିକାରୀମାନେ କହିଛନ୍ତି ଯେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ କାର୍ଯ୍ୟକ୍ରମ ସମୟରେ ନିଆଯାଇଥିବା!-->…
ମାଡ୍ରାସ ହାଇକୋର୍ଟର ବଡ଼ ନିଷ୍ପତ୍ତି, ବିଜୟଙ୍କ ଫିଲ୍ମ ଜନ ନାୟଗନଙ୍କୁ ମିଳିଲା UA ସାର୍ଟିଫିକେଟ୍
ବିଜୟ ଥାଲାପତିଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟ । ବିଜୟଙ୍କ ଫିଲ୍ମ ଆଜି ରିଲିଜ ହେବାକୁ ରହିଥିଲା, କିନ୍ତୁ ଫିଲ୍ମର ରିଲିଜ ଉପରେ ରୋକ୍ ଲଗାଯାଇଥିଲା । ଏହାପରେ ଫିଲ୍ମ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ(CBFC) ତରଫରୁ କ୍ଲିଏରାନ୍ସ!-->…
ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କର ଆଜି ୫୧ତମ ଜନ୍ମଦିନ
ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଆଜି ୫୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅଭିନେତ୍ରୀଙ୍କ ଜନ୍ମ ୧ ଜାନୁଆରୀ ୧୯୭୫ ମସିହାରେ ମୁମ୍ବାଇରେ ହୋଇଥିଲା। ୧୯୯୦ ଦଶକରେ ବଲିଉଡରେ ଡେବ୍ୟୁ କରିଥିବା ସୋନାଲି ବେନ୍ଦ୍ରେ ତିନି ଖାନ, ଗୋବିନ୍ଦା, ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ଅନ୍ୟାନ୍ୟ ପ୍ରମୁଖ!-->…
ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଲିଉଡର ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ନେଇ ଆସିଲା ବଡ଼ ଖବର। ସେ ଏବେ ବିପଦମୁକ୍ତ ଅଛନ୍ତି। ଆଗାମୀ ଦୁଇଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ମାସରୁ!-->…
‘ବର୍ଡର -୨’ ଲୋକପ୍ରିୟ ଗୀତ ‘ଘର କବ ଆଓଗେ’ର ଟିଜର ରିଲିଜ୍
ପୁଣି ଆସିବ ଚିଠି। ପୁଣି ଥରେ ଘରକୁ ଫେରିବାର ସେହି ଗୀତ ଶୁଣିବାକୁ ପାଇବେ ଦର୍ଶକ। ବର୍ଷ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୮ ବର୍ଷ ପରେ ଫେରୁଛି ଫିଲ୍ମ 'ବର୍ଡର-୨'। ଖୁବ୍ ଶୀଘ୍ର ସିନେମା ହଲରେ ରିଲିଜ୍ ହେବ "ବର୍ଡର ୨" । ଏଥିରେ ସନି ଦେଓଲଙ୍କ ସହିତ ନୂଆ ପିଢ଼ିର ଅଭିନେତାଙ୍କୁ ଦେଖିବାକୁ!-->…