Browsing Category

ଅପରାଧ

ଗର୍ଭବତୀଙ୍କୁ ପୁଲିସର ଦୁର୍ବ୍ୟବହାର, ଏସପିଙ୍କ ନିକଟରେ ପୋଲିସ ନାଁରେ ଆକ୍ରୋଶମୂଳକ ଅଭିଯୋଗ 

ଭୁବନେଶ୍ୱର(ରାଜ୍ୟକାହାଣୀ) ରାୟଗଡ଼ାରେ ଗତ ୧୭ ତାରିଖ ରାତିରେ ଜୁଆ ଆଡ୍ଡା ଚଢ଼ାଉ ପାଇଁ ଯାଇ ପୁଲିସ ଜଣେ ଗର୍ଭବତୀ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଙ୍ଗଳବାର ଜଣେ ମହିଳା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ରାୟଗଡ଼ା ସହର ବ୍ରାହ୍ମଣ ସାହିର ସୁନୀଲ ପାଢ଼ୀଙ୍କ ପତ୍ନୀ ଶ୍ରାବଣୀ

ସମଲିଙ୍ଗୀ ସମ୍ପର୍କରେ ୨କଏଦୀ

ଭୁବନେଶ୍ୱର(ରାଜ୍ୟକାହାଣୀ) କଳାହାଣ୍ଡି ମ.ରାମପୁର ଉପକାରାଗାରରୁ ପଦାକୁ ଆସିଛି ଏକ ଅସ୍ବାଭାବିକ ଓ ଅଭାବନୀୟ ଘଟଣା। ୨ ବିଚାରାଧୀନ ପୁରୁଷ କଏଦୀ ସମଲିଙ୍ଗୀ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି। ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶକ୍ରମେ ୨କଏଦୀଙ୍କୁ ଅଲଗା ଅଲଗା ଜେଲ୍‌କୁ

ନକଲି କନିଆଁ  ଶିଶୁପାଳ ହୋଇ ଫେରିଲେ ବର। 

ଭୁବନେଶ୍ୱର(ରାଜ୍ୟକାହାଣୀ)କନିଆଁ ଖୋଜୁ ଖୋଜୁ ଠକ ହାବୁଡ଼ରେ ପଡ଼ିଗଲେ ଯୁବକ। ବିବାହ ପାଇଁ ଝିଅ ଦେଖାଇ ତଳି ତଳାନ୍ତ କରିଦେଲେ। ଏପରି ଏକ ଠକ ଗ୍ୟାଙ୍ଗ ରାଜଧାନୀ ଭୁବନେଶ୍ୱରରେ ବୁଲୁଛନ୍ତି। ଠକାମୀରେ ଶିକାର ହୋଇଥିବା ଯୁବକ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଭଦ୍ରକ ଅଞ୍ଚଳର

ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର(ରାଜ୍ୟକାହାଣୀ) ମୁଖ୍ୟଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୈତରଣୀ ବେସିନର ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।ଭୁବନେଶ୍ବର, ପୁରୀ, କଟକ, ଯାଜପୁର, କେନ୍ଦୁଝରରେ ଏକକାଳୀନ ରେଡ୍

ଦିନ ସାରା କରୱା ଚୌଥ ବ୍ରତ ରଖିଲେ, ପରେ ସ୍ୱାମୀଙ୍କୁ ବିଷ ଦେଇ ମାରି ଦେଲେ

ପ୍ରଥମେ ସେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି କରୱା ଚୌଥ ରଖିଥିଲେ। ଅର୍ଥାତ ଉପବାସ କରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କଲେ। ହେଲେ ବ୍ରତ ଶେଷ କରିବା ପରେ ମହିଳା ଜଣଙ୍କ ନିଜେ ହିଁ ତାଙ୍କ ସ୍ୱାମୀଙ୍କୁ ବିଷ ଦେଇ ମାରି ଦେଇଛନ୍ତି। ଏପରି ଏକ ଘଟଣା ଉତ୍ତର ପ୍ରଦେଶରୁ ସାମ୍ନାକୁ

ଲାଞ୍ଚ ନେବାବେଳେ ଏସ୍‌ଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଦେଶୀ ମଦ ବେପାର ପାଇଁ ବେପାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଖଣ୍ଡପଡା ଥାନା ASI ଏସ୍‌.କେ ରେହମାନଙ୍କୁ ରଙ୍ଗେହାତ୍‌ ଧରିଛି ଭିଜିଲାନ୍ସ । ମଦ ବେପାରୀଙ୍କ ନାଁରେ ଥିବା ଏକ କେସର ରଫାଦଫା କରିବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ରେହମାନ। ନିଜର

ପ୍ରେମରେ କଣ୍ଟା ସାଜିଲେ ବାପା, ପ୍ରେମିକ ସହ ମିଶି ଏସିଡ୍‌ ପକାଇଲା ଝିଅ 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାଲିଗୁଡା ବାପ ପୁଅଙ୍କୁ ଏସିଡ୍ ମାଡ଼ ଘଟଣାର ପର୍ଦ୍ଦାଫାସ । ସାମ୍ନାକୁ ଆସିଲା ବାପା-ପୁଅଙ୍କୁ ଏସିଡ୍ ମାଡ଼ର ସତ । ନିଜ ଜନ୍ମକଲା ଝିଅ ହିଁ ବାପା ଓ ଭାଇକୁ ଏସିଡ୍ ଆକ୍ରମଣ କରିଥିବା ଜଣାପଡିଛି। କାରଣ ଝିଅର ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରୁଥିଲା ବାପା

ସୁନ୍ଦରପଦାରେ ଫେକ କଲ ସେଣ୍ଟର ଠାବ ଘଟଣା କୁ ନେଇ କୋଲକାତା ଯିବ ପୋଲିସ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁବନେଶ୍ବର ସୁନ୍ଦରପଦାରେ ଫେକ୍ କଲ୍ ସେଣ୍ଟର ଠାବ ମାମଲାରେ କୋଲକାତା ଯିବ କମିଶନରେଟ୍ ପୁଲିସ୍। ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଛି। ଅନୁମତି ମିଳିବା ପରେ କୋଲକାତାକୁ ସ୍ବତନ୍ତ୍ର ପୁଲିସ୍ ଟିମ୍ ପହଞ୍ଚି ତଦନ୍ତ କରିବ। ସାଇଣ୍ଟଫିକ ଓ

ବିବାଦରେ ଛନ୍ଦିହେଲେ ବରଗଡ଼ ଧନୁଯାତ୍ରାର କଂସ

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ଙ୍କ ନାମରେ ସାଂଘାତିକ ଅଭିଯୋଗ । ପେଶାରେ ମହାପ୍ରୟାଣ ଗାଡି ଡ୍ରାଇଭର ଭାବେ କାମ କରୁଥିବା ହୃଷିକେଶଙ୍କ ବିରୋଧରେ ବରଗଡ଼ ସିଡିଏମଓ ନିରୁପମ ଷଡ଼ଙ୍ଗୀଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟା ଆରମ୍ଭ

ପୁଣି ଟୁଙ୍ଗୁରୁ ଭୋଳ ଗିରଫ

ଭୁବନେଶ୍ୱର(ରାଜ୍ୟକାହାଣୀ) କିଛିଦିନ ପୂର୍ବେ ନିଜ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଥିବା ଟୁଙ୍ଗୁର ଭୋଳ ଏବେ ପୁଣି ଅଡ଼ୁଆରେ। ଟୁଙ୍ଗୁରୁକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଚୋରି ମାମଲାରେ ଗିରଫ ହୋଇଛି ଟୁଙ୍ଗୁରୁ।ତା ନିକଟରୁ ପୋଲିସ ଗୋଟିଏ ଓ୍ଵେଲଡିଂ ମେସିନ, ଗୋଟିଏ କଟର ଏବଂ କପର