Browsing Category
ବାଣିଜ୍ୟ
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ
ଆମେରିକାରେ ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ନାମରେ ଲାଞ୍ଚ ଏବଂ ଠକେଇ ଅଭିଯୋଗ ହେବାର କିଛି ଘଣ୍ଟା ପରେ କଂଗ୍ରେସ ଏହି ମାମଲାର ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ପାଇଁ କହିଛି। ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀଙ୍କୁ ପରିହାସ କରି କଂଗ୍ରେସ କହିଛି ଯେ ଆଦାନୀ!-->…
SBI କ୍ରେଡିଟ୍ କାର୍ଡ ଓ ମ୍ୟୁଚୁଆଲ ଫଣ୍ଡର ନିୟମରେ ପରିବର୍ତନ
ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ସହିତ ଜଡିତ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନଭେମ୍ବର ୧ରୁ ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ୧ ରୁ ଆପଣଙ୍କୁ ଅନସେଫ SBI କ୍ରେଡିଟ୍ କାର୍ଡ ଉପରେ ପ୍ରତି ମାସରେ ୩.୭୫ ଟଙ୍କା!-->…
ଧନ୍ତେରସ୍ ଅବସରରେ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ
ଭୁବନେଶ୍ୱର(ରାଜ୍ୟକାହାଣୀ)ଦୀପାବଳି ପାଇଁ ଜୁଏଲରୀ ଦୋକାନରେ ଲାଗିଛି ଗ୍ରାହକଙ୍କ ଗହଳି । ସୁନା ଦୋକାନକୁ ଯାଇ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ । ଏଥିପାଇଁ ବିଭିନ୍ନ ଜୁଏଲରୀ ସୋ’ରୁମ୍ ଆକର୍ଷଣୀୟ ଅଳଙ୍କାର ରଖିଛନ୍ତି । ଯଦି ସୁନା କିଣିବାକୁ ଯାଉଛନ୍ତି ନଜର ପକାନ୍ତୁ ଆଜି ଓଡ଼ିଶା!-->…
ଖାଇବା ତେଲର ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଖାଉଟି
ପାର୍ବଣ ଋତୁରେ ଖାଇବା ତେଲ ଦର ଆକାଶଛୁଆଁ । ନିରନ୍ତର ଭାବେ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି । ଗତ ମାସ ତୁଳନାରେ ଚଳିତ ମାସରେ ପାମ୍ ଅଏଲ୍ ଦର ୩୭% ବଢ଼ିଗଲାଣି । ଫଳରେ ଏହା ହାଣ୍ଡିଶାଳ ବଜେଟକୁ ପ୍ରଭାବିତ କରିଛି । ପନିପରିବା, ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ!-->…
ଲଗାତାର ବୃଦ୍ଧି ପାଉଛି ସୁନା ଓ ରୂପା ଦର
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨, ହଜାର ୯୯୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୯ ହଜାର ୬୩୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୨,୯୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୯,୬୩୦!-->…
ଗୌତମ ଆଦାନୀଙ୍କ ଆପ୍ରେ ସବୁ ସୁବିଧା ଉପଲବ୍ଧ
ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି ଆପ୍ ଲଞ୍ଚ ହୋଇଛି ଯାହାଦ୍ୱାରା ଆପଣ ଶସ୍ତାରେ ଟ୍ରେନ୍, ବସ୍ ଓ ବିମାନ ଟିକେଟ୍ ବୁକିଂ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ପ୍ରିମିୟମ ଚାର୍ଜ ଦେବାକୁ ପଡିବନାହିଁ। ଏହି ଆପ୍ର ନାଁ ହେଉଛି ଆଦାନୀ ଓ୍ବାନ ଆପ୍। ଏଥିରେ ଆପଣ!-->…
ଜାପାନରୁ ଆସିବ ୨୬ ହଜାର କୋଟି ଟଙ୍କାର ନିବେଶ
?????????(???????????)??????? ???? ?? ???? ???? ?????? ????? ? ??????? ?????? ????????? ?? ??????????????? ??????? ??? ????? ????? ???????? ? ?????? ??????????, ????? ??????, ????? ??????, ???? ????????? ????? ???? ??? ???????? ????? ?!-->…
ଜାପାନରେ ନିପନ୍ ଷ୍ଟିଲ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
?????????(???????????)???????????? ???? ???????? ??????? ????? ?????? ??????????? ???? ?????? ???????? ????????? ????? ???????? ????????? ?? ???? ????? ?????? ???? ??????????????? ????? ????? ????? ??????? ???? ?????? ???? ???????? ??????!-->…
ପାରାଦୀପ ବନ୍ଦର ଆସନ୍ତା ୩ ବର୍ଷ ମଧ୍ୟରେ ୩୦୦ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ଅତିକ୍ରମ କରିବ:ଅଧ୍ୟକ୍ଷ
?????????(???????????)??????? ????? ???? -?? ?????? ?????? ??????? ???????? ???.?? ????? ???????? ??? ?????? ?????, ?????? ????? ?????? ?????? ???.?? ????? ???????? ??? ?????
?????? ??????????? ?????? ??????? ????????? ??????????!-->!-->!-->…
ବଜେଟ୍ ୨୦୨୨-୨୩ :ପିଏମ୍ ଗତି ଶକ୍ତି ଉପରେ ଗୁରତ୍ୱ
?????????(???????????)???? ?????? ??????? ??? ????? ????? ? ????? ??? ????? ???? ?????? ?????? ???????? ???????? ? ??? ??? ????? ????? ??? ? ????-???? ?? ???? ?? ??????? ?????? ???????? ? ??????? ?? ???? ???? ???? ???? ???????? ? ‘?? ??!-->…