ଲକ୍ଷ୍ମୀଙ୍କ ବାରରେ ଆସିଲା ସୁନା-ରୂପାର ନୂଆ ଦର | କେତେ ଅଛି ୨୪ ଓ ୨୨ କ୍ୟାରେଟ ସୁନା ଦାମ

ଭୁବନେଶ୍ୱର(ରାଜ୍ୟକାହାଣୀ)  ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୯ ହଜାର ୪୭୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୨,୮୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୯ ,୪୭୦ ଟଙ୍କା ହୋଇଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିଥିବା ଦେଖିବାକୁ ମିଳିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୨ କ୍ୟାରେଟ୍ ୭୨,୮୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୭୯,୪୮୦ ଟଙ୍କା ରହିଛି । ଗତକାଲି ଅପେକ୍ଷା ଆଜି ଦର ସାମାନ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।ରାଜଧାନୀ ଦିଲ୍ଲୀରେ ସୁନା ଦର ସାମାନ୍ୟ ଟିକେ ବଢିଛି । ଦିଲ୍ଲୀ ମାର୍କେଟରେ ଆଜି ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର ଯଥାକ୍ରମେ ୭୩,୦୧୦ ଟଙ୍କା ଓ ୭୯,୬୩୦ ଟଙ୍କା ରହିଛି ।ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୫,୫୦୦ ହଜାର ଟଙ୍କା ହୋଇଛି ।

Leave A Reply

Your email address will not be published.

eight + 11 =