ଇଭେଣ୍ଟ ମ୍ୟାନେଜମେଣ୍ଟ ନାଁରେ ଚାଲିଥିଲା ସେକ୍ସ ରାକେଟ୍ । ଚଢ଼ାଉ ବେଳେ ୭ ଯୁବତୀ ଉଦ୍ଧାର
ଭୁବନେଶ୍ୱର (ରାଜ୍ୟ କାହାଣୀ )ଇଭେଣ୍ଟ ମ୍ୟାନେଜମେଣ୍ଟ ନାଁରେ ଚାଲିଥିଲା ସେକ୍ସ ରାକେଟ୍ । ୭ ଯୁବତୀଙ୍କୁ ଉଦ୍ଧାର କରିବା ସହ ଏହି ରାକେଟ୍ ଚଳାଉଥିବା ୫ ଜଣ ଦଲାଲ୍ଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ଦଲାଲଙ୍କ ମଧ୍ୟରେ ଦୁଇ ଭଉଣୀ ଓ ଭାଇ ଥିବା ପୁଲିସ୍ କହିଛି । ତେବେ ଏହି ସେକ୍ସ!-->…