ମେଟ୍ରୋ ପ୍ରକଳ୍ପ ପାଇଁ କୌଣସି ପ୍ରସ୍ତାବ ନାହିଁ
ରାଜ୍ୟ କାହାଣୀ (ଭୁବନେଶ୍ଵର)ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍ ବସ୍ ।ସମାନ ଭାବେ କଟକ ପାଇଁ ୧୦୦ଟି ଓ ଭୁବନେଶ୍ବର ପାଇଁ ୧୦୦ଟି ବସ୍ ମଞ୍ଜୁର କରାଯାଇଛି ।କେନ୍ଦ୍ର ନଗର ଉନ୍ନୟନ!-->…