ଭିଜିଲାନ୍ସ ପଞ୍ଝାରେ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ପଞ୍ଝାରେ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ରେଡ୍। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଛି ଭିଜିଲାନ୍ସ ଟିମ୍।ଖବର ଅନୁସାରେ, ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ଖୋର୍ଦ୍ଧା ଏବଂ…

ଆଜି ପବିତ୍ର ଶାମ୍ବ ଦଶମୀ 

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଭଗବାନଙ୍କ ପୂଜା । ବିଶ୍ବାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ ।ଏ ନେଇ ପ୍ରାତଃରୁ ଚନ୍ଦ୍ରଭାଗା ତଟରେ ଶ୍ରଦ୍ଧାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା…

ଭାରତର ଦୁଇ ପଳାତକ, ଭାଇରାଲ ଭିଡିଓ ପାଇଁ ପୂର୍ବତନ IPL ଅଧ୍ୟକ୍ଷ ସରକାରଙ୍କୁ ମାଗିଲେ କ୍ଷମା

ଆଇପିଏଲ ସଂସ୍ଥାପକ ଓ ଦୁର୍ନୀତି ଅଭିଯୁକ୍ତ ଲଳିତ ମୋଦି ଭାରତ ସରକାରଙ୍କୁ କ୍ଷମା ମାଗିଛନ୍ତି। ନିକଟରେ ସେ ଲଣ୍ଡନର ଏକ ପାର୍ଟିର ଭିଡିଓ ସେୟାର କରିଥିଲେ। ଏଥିରେ ସେ କିଙ୍ଗଫିସର ଏୟାରଲାଇନ୍ସ ଋଣ ଠକେଇ ଓ ମନିଲଣ୍ଡରିଂ ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କ ସହ ଦେଖିବାକୁ ମିଳିଥିଲେ। ଭିଡିଓରେ…

କଟକ ସହରରେ ବର୍ଷକରେ ରୁଜୁ ହୋଇଛି ୯ ହଜାର ୨ ଶହ କେସ୍‌

୨୦୨୫ରେ କଟକ ସହରରେ ଥିବା ୨୧ଟି ଥାନାରେ ମୋଟ ୯ ହଜାର ୧୩୯ଟି ମାମଲା ରୁଜୁ ହୋଇଛି । ଯାହାକି ୨୦୨୪ ମସିହା ତୁଳନାରେ ପ୍ରାୟ ୨ ହଜାର ଅଧିକ ଅଟେ । କେବଳ ସଦର ଥାନାରେ ଚଳିତ ବର୍ଷ ପ୍ରାୟ ରେକର୍ଡ ସଂଖ୍ୟକ ୧ ହଜାର ମାମଲା ରୁଜୁ ହୋଇଛି । ଯାହାକି ଥାନା ପାଇଁ ଚିନ୍ତାକର ବିଷୟ ପାଲଟିଛି…

‘ବର୍ଡର -୨’ ଲୋକପ୍ରିୟ ଗୀତ ‘ଘର କବ ଆଓଗେ’ର ଟିଜର ରିଲିଜ୍

ପୁଣି ଆସିବ ଚିଠି। ପୁଣି ଥରେ ଘରକୁ ଫେରିବାର ସେହି ଗୀତ ଶୁଣିବାକୁ ପାଇବେ ଦର୍ଶକ। ବର୍ଷ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୮ ବର୍ଷ ପରେ ଫେରୁଛି ଫିଲ୍ମ 'ବର୍ଡର-୨'। ଖୁବ୍ ଶୀଘ୍ର ସିନେମା ହଲରେ ରିଲିଜ୍ ହେବ "ବର୍ଡର ୨" । ଏଥିରେ ସନି ଦେଓଲଙ୍କ ସହିତ ନୂଆ ପିଢ଼ିର ଅଭିନେତାଙ୍କୁ ଦେଖିବାକୁ…

ହ୍ୟୁମାନ ସାଗର ମୃତ୍ୟୁ ମାମଲା: ଏତଲାରେ ଥିବା ବ୍ୟକ୍ତି ହେବେ ଜେରା- ଡିସିପି 

ଭୁବନେଶ୍ୱର (ରାଜ୍ୟକାହାଣୀ )ହ୍ୟୁମାନ ସାଗର ମୃତ୍ୟୁ ମାମଲା । ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିବା କଟକ ଡିସିପିଙ୍କ ସୂଚନା । ଚିକିତ୍ସା ସମ୍ପର୍କରେ ଯାଞ୍ଚ କରାଯାଉଛି କାଗଜପତ୍ର । ଅଭିଯୋଗର ଗୋଟି ଗୋଟି ଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି…

ଜିରୋ ନାଇଟ୍ ପାଇଁ ପୋଲିସର କଟକଣା; ରାସ୍ତାକଡ଼ରେ ଉତ୍ସବ ମନା

ଭୁବନେଶ୍ୱର (ରାଜ୍ୟକାହାଣୀ )ନୂଆବର୍ଷ ପାଇଁ ପୋଲିସର ଗାଇଡଲାଇନ ଜାରି । ରାତି ୧୨ଟା ୩୦ ଯାଏ ଜିରୋ ନାଇଟ୍ ସେଲିବ୍ରେସନ। ସୁରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୧୮ ପ୍ଲାଟୁନ ଫୋର୍ସ । ଭୁବନେଶ୍ବରର ୧୮ଟି ସ୍ଥାନରେ ବ୍ଲକିଂ, ଚେକିଂ ହେବ। ସୁରକ୍ଷା ତଦାରଖ କରିବେ ୨୯ଟି ୱାଚ ପାଟ୍ରୋଲିଂ ଟିମ୍…

ଆଜି ନନ୍ଦନକାନନ ପାଳୁଛି ୬୬ ତମ ପ୍ରତିଷ୍ଠା ଦିବସ । ୨୫ ବର୍ଷ ପରେ ନନ୍ଦନକାନନରେ ଖୋଲିଲା ଓଧ ଖୁଆଡ଼

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜି ନନ୍ଦନକାନନ ପାଳୁଛି ୬୬ ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଡିସେମ୍ବର ୨୯ ତାରିଖରେ ନନ୍ଦନକାନନରେ ତାର ପ୍ରତିଷ୍ଠା ଦିବସ ପାଳନ କରି ଆସୁଛି । ଆଜି ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇ ବିଭିନ୍ନ ନୂତନ…

ବଡ଼ଦିନ ପରେ ନୂଆ ବର୍ଷରେ ପୁଣି ହରତାଳକୁ ଓହ୍ଲାଇବେ ଗିଗ୍ ୱାର୍କର୍ସ

ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶବ୍ୟାପୀ ଖାଦ୍ୟ ବିତରଣ କରୁଥିବା କର୍ମଚାରୀମାନେ ଏକ ବଡ ପ୍ରତିବାଦ ପ୍ରସ୍ତୁତି କରିଛନ୍ତି । ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ, ଆମାଜନ ଭଳି ଜଡିତ ଡେଲିଭରି ପାର୍ଟନର , କ୍ୟାବ ଡ୍ରାଇଭର ଏବଂ ହୋମ ସର୍ଭିସ କର୍ମଚାରୀମାନେ ଧର୍ମଘଟରେ ଯିବେ । ଯାହା ଫଳରେ ଖାଦ୍ୟ…

ସୁପ୍ରିମକୋର୍ଟରେ ଆରାବଳୀ ଶୁଣାଣି; ଜାନୁଆରି ୨୧ରେ ପରବର୍ତ୍ତୀ ଶୁଣାଣି

ଆରାବଲ୍ଲୀ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ହସ୍ତକ୍ଷେପ । ନଭେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିଜ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି । ଏହାସହିତ କେନ୍ଦ୍ର ସରକାର, ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜୁରାଟ ସରକାରଙ୍କ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି । କମିଟିର…