୬ ବର୍ଷର ଅପେକ୍ଷାର ଅନ୍ତ । ଆଜିଠୁ ଖୋଲିଲା ଗୁଣ୍ଡିଚା ମନ୍ଦିର
ଭୁବନେଶ୍ଵର (ରାଜ୍ୟ କାହାଣୀ) ଆଜିଠୁ ଖୋଲିଲା ଗୁଣ୍ଡିଚା ମନ୍ଦିର । ଆଜି ସକାଳ ୭ଟା ୩୦ରୁ ମନ୍ଦିର ଖୋଲାଯାଇଛି । ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ପ୍ରବେଶ ସୁବିଧା ମିଳିବ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଭକ୍ତମାନେ ମାଗଣାରେ ପ୍ରବେଶ କରିପାରିବେ ।ଏହାପରେ ଭକ୍ତଙ୍କୁ ଗୁଣ୍ଡିଚା ମନ୍ଦିର!-->…