ବ୍ରହ୍ମଗିରି ବିଧାୟିକାଙ୍କ ମାଙ୍କଡ଼ ଉପାଖ୍ୟାନ, ସଞ୍ଜୟଙ୍କ ପାଲଟା ଜବାବ
ଭୁବନେଶ୍ବର (ରାଜ୍ୟ କାହାଣୀ)କୃଷ୍ଣପ୍ରସାଦ ବ୍ଲକ୍ ଅଧ୍ୟକ୍ଷା ବିଜେପିରେ ମିଶିବା ପରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ତେର୍ଚ୍ଛାବାଣ ମାରିଛନ୍ତି। ମାଙ୍କଡ଼ ଉପାଖ୍ୟାନ ରଖି ସେ କହିଛନ୍ତି, ବିଜେପିରେ ଯେମିତି ମିଶ୍ରଣ ଚାଲୁ ରହିଛି, ବିଜେଡିର ସେମିତି ନିଲମ୍ବନ ପ୍ରକ୍ରିୟା ଚାଲୁ!-->…