ହାଇକୋର୍ଟ ଓ ରାଜ୍ୟର ସମସ୍ତ ବାର ଆସୋସିଏସନ୍‌ରେ ଚାଲିଛି ନିର୍ବାଚନ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାଢେ ୭ଟା ରୁ ଆରମ୍ଭ ହୋଇଯାଇଛି ଏହି ମତଦାନ ପ୍ରକ୍ରିୟା। ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି…

ପୁଣି ଫେରିଲା କରୋନା ଡର। ନୂଆ ଭାରିଆଣ୍ଟର ନାଁ ‘ସିକାଡ଼ା’

ଆମେରିକାରେ କୋଭିଡ-୧୯ ମାମଲା ହଠାତ୍‌ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ନୂତନ ରିପୋର୍ଟ ଅନୁଯାୟୀ, ଭାଇରସର ଏକ ନୂତନ BA.3.2 ଭାରିଆଣ୍ଟ ଦେଖାଦେଇଛି। ଫେବୃଆରୀ ୧୧ ସୁଦ୍ଧା, BA.3.2 ଭାରିଆଣ୍ଟ ୨୩ଟି ଦେଶରେ ଦେଖାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପ୍ରକାରର ରୋଗ ପ୍ରତିରୋଧକ…

ଇରାନର ଭୟଙ୍କର ଆକ୍ରମଣ: ସାଉଦି ଆରବର ଆମେରିକୀୟ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼

ଇରାନ-ଇସ୍ରାଏଲ ଯୁଦ୍ଧର ୨୯ ଦିନରେ ପହଞ୍ଚିଛି। ଫେବ୍ରୁଆରି ୨୮ ତାରିଖରେ ଇସ୍ରାଏଲ ଏବଂ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ସହିତ ଏହା ଆରମ୍ଭ ହୋଇଥିଲା। ଦୁଇପକ୍ଷ ପରସ୍ପର ଉପ‌ରେ ଜୋରଦାର ଆକ୍ରମଣ ଜାରି ରଖିଛନ୍ତି। ଫଳରେ ସ୍ଥିତି ଧିରେ ଧିରେ ସଙ୍କଟଜନକ ହେବାରେ ଲାଗିଛି। ସାଉଦି ଆରବର…

ୟୁନିଫର୍ମ ବଣ୍ଟନର ସମୟ ସୀମା ଡେଇଁଲେ କାର୍ଯ୍ୟାନୁଷ୍ଠାନ: ଗଣଶିକ୍ଷା ମନ୍ତ୍ରୀଙ୍କ କଡ଼ା ଚେତାବନୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଗତ ଶିକ୍ଷାବର୍ଷରେ ଯେପରି ସ୍କୁଲ ୟୁନିଫର୍ମ ବଣ୍ଟନରେ ସମସ୍ୟା ଦେଖିବାକୁ ମିଳିଥିଲା ତାର ଆଉ ପୁନରାବୃତ୍ତି ହେବନି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯେପରି ଧାର୍ଯ୍ୟ ସମୟରେ ପୋଷାକ ବଣ୍ଟନ ହେବ ତାକୁ ନେଇ ଆଗୁଆ ପଦକ୍ଷେପ ନିଆଯାଇଛି । ଗୁଣାତ୍ମକ ମାନର କପଡ଼ାରେ ପୋଷାକ…

ଶ୍ରୀଜିଉଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତର ସ୍ଥଳ ସେନା ମୁଖ୍ୟ। ଭାରତୀୟ ସେନା କିଭଳି ଆହୁରି ଅଧିକ ଶକ୍ତିଶାଳୀ ହେବ ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତିନିଦିନିଆ ଓଡିଶା ଗସ୍ତରେ ଆସିଥିବା ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ସକାଳୁ ପୁରୀ…

ଆଜିଠୁ ଆରମ୍ଭ ହେବ ଆଇପିଏଲ୍, ରାତି ୭.୩୦ରେ ଖେଳାଯିବ ଉଦଘାଟନୀ ମ୍ୟାଚ

ଆଜିଠୁ ଆରମ୍ଭ ହେବ ଫଟାଫଟା କ୍ରିକେଟର ଲିଗ୍ ଆଇପିଏଲ୍ । ଉଦ୍ ଘାଟନୀ ମୁକାବିଲାରେ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ରେ ରାତି ୭.୩୦ରେ ଖେଳାଯିବ। ବେଙ୍ଗାଲୁରୁ ଦଳର ସବୁଠାରୁ ବଡ଼…

ଜନଗଣନାବେଳେ ଅଶାଳୀନ ପ୍ରଶ୍ନ ପଚାରିଲେ ଭୋଗିବାକୁ ପଡିବ ୩ ବର୍ଷର ଜେଲଦଣ୍ଡ

୨୦୨୭ ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲ ହେବ ଏବଂ ନାଗରିକଙ୍କ ପାଖରେ ଆତ୍ମଗଣନା କରିବାର ବିକଳ୍ପ ରହିବ । ଦେଶରେ ସ୍ବାଧୀନତା ପରେ ଏହା ୧୬ତମ ଜନଗଣନା ହେବ । ପ୍ରଥମ ଥର ପାଇଁ ଜାତିଭିତ୍ତିକ ଜନଗଣନା ସାମିଲ ହେବ । ତେବେ ଭାରତର ଆଗାମୀ ଜନଗଣନା ୨୦୨୭କୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ…

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ଭାଟ୍ ହ୍ରାସ ପାଇଁ ଦାବି କଲା ବିଜେଡି

ଭୁବନେଶ୍ୱର (ରାଜ୍ୟକାହାଣୀ )କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ ଓ ଡିଜେଲର ଏକ୍ସସାଇଜ ଦରରେ ଲିଟର ପ୍ରତି ଦଶ ଟଙ୍କା ହ୍ରାସ କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ବିଜୁ ଜନତା ଦଳ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ଲାଗୁ…

ଭୁବନେଶ୍ୱରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ

ଭୁବନେଶ୍ୱର (ରାଜ୍ୟକାହାଣୀ )ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ଥଳସେନା ମୁଖ୍ୟ ପହଞ୍ଚିଛନ୍ତି ।। ଭୁବନେଶ୍ବରରେ ପହଞ୍ଚି ୧୨୦ ବାଟାଲିଅନ ମୁଖ୍ୟାଳୟକୁ ଯିବେ।…

ଜନଗଣନା ଲୋଗ ସହ ମାର୍କେଟକୁ ଆସିଲା ଓମଫେଡ ଦୁଗ୍ଧ ପ୍ୟାକେଟ୍

ଭୁବନେଶ୍ୱର (ରାଜ୍ୟକାହାଣୀ )ନୂଆ ପ୍ୟାକରେ ବଜାରକୁ ଆସିଲା ଓମ୍ଫେଡ ପ୍ରିମିୟମ ମିଲ୍କ । ‘ଜନ ଗଣନାରୁ ଜନ କଲ୍ୟାଣ' କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛି ଓମ୍ଫେଡ। ସଂପ୍ରତି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ…