‘ଆପଣଙ୍କ ଉପରେ ସଙ୍କଟର ବୋଝ ପଡିବାକୁ ଦେବୁନି’.. ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ

ଆମେରିକା ଏବଂ ଇସ୍ରାଏଲ ଯେତେବେଳେ ଇରାନ ଉପରେ ଆକ୍ରମଣ କରିଥିଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ। ବିଶ୍ୱର ବିଭିନ୍ନ ସ୍ଥାନରେ ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଫଳସ୍ୱରୂପ, ଅନେକ ଦେଶ ବିକଳ୍ପ ଶକ୍ତି ଉତ୍ସ ଖୋଜୁଛନ୍ତି। ଏହି ସଙ୍କଟ…

ଟିଟିଲାଗଡ଼ ରାମନବମୀରେ ବିଧାୟକଙ୍କ ଗୁଳି ଚାଳନା ପ୍ରସଙ୍ଗ, ପିଏସଓଙ୍କୁ ନୋଟିସ

ରାମ ନବମୀ ଶୋଭାଯାତ୍ରାରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ୍ । ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପିଏସଓ ବା ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଶୋଭାଯାତ୍ରାଟି ଟିଟିଲାଗଡ଼ ସହରର ପୁରୁଣା ବ୍ୟାଙ୍କ ଛକରେ ପହଞ୍ଚିବା ପରେ…

ଚୋରି କେସ୍ ରେ ଥାନାକୁ ଆସି ବାଇକ୍ ଚୋରି କରି ଛୁ ମାରିଲା ଚୋର

ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ୍ ମାରିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଚୋରି ମାମଲାରେ ପଚରାଉଚରା ପାଇଁ ଥାନାକୁ ଆଣିଥିଲା ପୋଲିସ। ତେବେ ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ଚୋର ହାଜତରୁ ଫେରାର ହୋଇ ନିକଟସ୍ଥ ଗାଁରୁ ଏକ…

ମହାନଦୀ ଜଳ ବିବାଦ: ଏପ୍ରିଲ ୧୧ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର (ରାଜ୍ୟକାହାଣୀ )ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଶୁଣାଣି କରାଯାଇଛି ।ଓଡ଼ିଶା ସରକାରଙ୍କ ପକ୍ଷ ରଖିଥିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ଏପ୍ରିଲ୍ ୧୩ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ସମୟ ସରୁଥିବାବେଳେ ୨ ରାଜ୍ୟର…

ଦେହରେ କିରୋସିନି ଢାଳି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର (ରାଜ୍ୟକାହାଣୀ )ନିଜକୁ ନିଜେ ଜାଳି ଦେବାକୁ ଉଦ୍ୟମ କଲେ ଯୁବତୀ। ଦେହରେ କିରୋସିନି ଢାଳି ହୋଇ ଜଳିଗଲେ ଯୁବତୀ। ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଭେଟନଈ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ହସ୍ପିଟାଲକୁ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ

ଭୁବନେଶ୍ୱର (ରାଜ୍ୟକାହାଣୀ )ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର ! ଆସନ୍ତା ୦୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ। ୦୧.୦୪.୨୦୨୬ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ…

ଚଳିତବର୍ଷର ଯୁକ୍ତ ୨ ପରୀକ୍ଷା ଶେଷ, ଏପ୍ରିଲ ୨ରୁ ଆରମ୍ଭ ହେବ ଖାତାଦେଖା

ଭୁବନେଶ୍ୱର (ରାଜ୍ୟକାହାଣୀ )ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା।ବିଜ୍ଞାନ ପରୀକ୍ଷା ୨୩ରେ ଶେଷ ହୋଇଥିବା ବେଳେ, ବାଣିଜ୍ୟ ଓ…

ପେଟ୍ରୋଲ ରପ୍ତାନି ଉପରେ ରୋକ ​​ଲଗାଇଲା ରୁଷ: ତେଲ ଦର ବଢ଼ିବା ଆଶଙ୍କା !

ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ରୁଷିଆ ୧ ଏପ୍ରିଲ, ୨୦୨୬ ରୁ ପେଟ୍ରୋଲ (ପେଟ୍ରୋଲ) ରପ୍ତାନି ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ଏହି ପ୍ରତିବନ୍ଧକ ଜୁଲାଇ…

ଗ୍ୟାସ ବୁକିଂ ହୋଇଛି ଓଟିପି ଆସିଛି କିନ୍ତୁ ଡେଲିଭେରି ହେଉନାହିଁ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜଧାନୀରେ ଗ୍ୟାସ ଉପଭୋକ୍ତାଙ୍କ ଅଭିଯୋଗ । ଗ୍ୟାସ ବୁକିଂ ହୋଇଛି ଓଟିପି ଆସିଛି । ହେଲେ ଗ୍ୟାସ ଡେଲିଭେରି ନ ହୋଇ ଡେଲିଭେରି ହେବାର ମେସେଜ ଆସୁଛି । ଏପରିକି ସବସିଡି ଟଙ୍କା ଆକାଉଣ୍ଟରେ ଆସି ଗଲାଣି ଅଥଚ ଗ୍ୟାସ ଏପର୍ଯ୍ୟନ୍ତ ଆସିନାହିଁ । ଗ୍ୟାସ୍ ଏଜେନ୍ସି…

ଏପ୍ରିଲ ୮ରୁ ବାହାର ରତ୍ନଭଣ୍ଡାର ଗଣତମଣତି

ଭୁବନେଶ୍ୱର (ରାଜ୍ୟକାହାଣୀ )ଆସନ୍ତା ୮,୯, ୧୦ ତାରିଖରେ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଣତିମଣତିବେଳେ ପ୍ରଭୁଙ୍କ ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବି ଗୁରୁତ୍ୱ ଦିଆଯିବ । ବାହାର ରତ୍ନଭଣ୍ଡାର ପରେ ଭିତର…