ଅତ୍ୟଧିକ ଭିଡ଼କୁ ଦେଖି ବୃଦ୍ଧ-ଶିଶୁଙ୍କୁ ପୁରୀ ନଆସିବାକୁ ଅନୁରୋଧ କଲେ ଡିଜିପି

ଭୁବନେଶ୍ୱର (ରାଜ୍ୟକାହାଣୀ )ସକାଳୁ ସକାଳୁ ବଡ଼ଦାଣ୍ଡରେ ଜମିଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ସମୁଦ୍ର । ତେବେ ଭିଡ଼କୁ ଦୃଷ୍ଟିରେ ରଖି ଛୋଟ ପିଲା ଏବଂ ବୟସ୍କଙ୍କୁ ନେଇ ପୁରୀ ନ ଆସିବାକୁ ପୋଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି ।ପ୍ରଶାସନ ଓ ପୁଲିସର କଡ଼ା ବ୍ୟବସ୍ଥା ଯୋଗୁଁ କୌଣସି ଅଘଟଣ…

ସରିଲା ରଥଟଣା, ଶରଧାବାଲିରେ ପହଞ୍ଚିଲା ୩ ରଥ

ଶେଷ ହେଲା ରଥ ଟଣା । ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ପୁରା ବଡ଼ଦାଣ୍ଡ । ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ…

ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା; ଡିଜିଟାଲ ପ୍ରମାଣ ମିଳିଛି: ଡିସିପି

ଭୁବନେଶ୍ୱର (ରାଜ୍ୟକାହାଣୀ )ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ ମିଳିଛି, ଏସ୍‌ଏଫ୍‌ଏଲ ରିପୋର୍ଟ ବି ହସ୍ତଗତ ହୋଇଛି। କିଛି ବ୍ୟକ୍ତିଙ୍କୁ ଉକ୍ତ ଘଟଣାରେ…

ମହାପ୍ରଭୁ ଜଗନ୍ନାଥ ରିଲିଜ୍‌ ଉପରେ ରୋକ, ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ରାଜ୍ୟକାହାଣୀ )'ମହାପ୍ରଭୁ ଜଗନ୍ନାଥ' ଫିଲ୍ମର ରିଲିଜ୍‌ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । 'ମହାପ୍ରଭୁ ଜଗନ୍ନାଥ'ଙ୍କୁ ନେଇ ତିଆରି ହୋଇଥିବା ଆନିମେସନ୍ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଫିଲ୍ମ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 idiots ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ନୁହେଁ,ଶୀଘ୍ର ଅନଶନ ଶେଷ କରନ୍ତୁ : ଆମିର ଖାନ

ପ୍ରସିଦ୍ଧ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କ ଚାଲିଥିବା ଅନଶନକୁ ନେଇ ବଲିଉଡ୍ ଅଭିନେତା ଆମିର ଖାନ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ବ୍ରିଟିଶ୍ ଫିଲ୍ମ ଇନଷ୍ଟିଟ୍ୟୁଟରେ କଥାହେବା ବେଳେ ସେ କହିଛନ୍ତି, ଆମେ ସମସ୍ତେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ । ଆମର ଆଶା ଏହା ଯେ ସେ…

ଦେଶରେ ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିନ୍ଦ-ସୋନିପତ୍ ରୁଟ୍ ରେ ଚାଲିବାକୁ ଥିବା ଏହି ଐତିହାସିକ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତ ସ୍ବଚ୍ଛ ଏବଂ ଆଧୁନିକ ରେଳ ବ୍ୟବସ୍ଥାର ଏକ ନୂତନ ଯୁଗରେ ପ୍ରବେଶ କରିଛି। ଏହି ଟ୍ରେନର ସବୁଠୁ ବଡ଼ ବିଶେଷତ ହେଉଛି ଏହି…

ଆମେରିକାର ବିନାଶକାରୀ ବୋମାମାଡ଼ ! ଇରାନରେ ୭ ମୃତ

ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରେ, ତେବେ ଇରାନ ୟେମେନର ହୁଥି ବିଦ୍ରୋହୀମାନଙ୍କୁ ଲାଲ ସାଗରର ବାବ ଅଲ-ମାଣ୍ଡେବ…

ପୁଣି ବଢୁଛି କୋରୋନା ଆତଙ୍କ! ଆନ୍ଧ୍ରପ୍ରଦେଶରେ ୧୨ ସଂକ୍ରମିତ, ୪ ଜଣଙ୍କ ମୃତ୍ୟୁ

ଆନ୍ଧ୍ର ପ୍ରଦେଶରେ ପୁଣି କୋଭିଡ୍-୧୯କୁ ନେଇ ଚିନ୍ତା ବଢ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରପାଣ୍ଡିଆନଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ ୧୨ ଜଣ କୋଭିଡ୍‌ରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକମାନେ…

ଦ୍ଵିତୀୟ ଦିନରେ ରଥଟଣା ଆରମ୍ଭ, ଶରଦ୍ଧାବାଲି ଅଭିମୁଖେ ୩ ରଥ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥଟଣା। ଶରଧାବାଲି ଅଭିମୁଖେ ଶ୍ରୀଜିଉଙ୍କ ରଥ। ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ ଆଜି ନିଜ ଭକ୍ତଙ୍କ ଏତେ ନିକଟକୁ ଆସିଛନ୍ତି—ଏହାଠାରୁ ବଡ଼ ସୌଭାଗ୍ୟ ଆଉ କ'ଣ ହୋଇପାରେ? ଏହି ଦିବ୍ୟ…

ଚା ପିଇବା ପୂର୍ବରୁ କାହିଁକି ପାଣି ପିଆ ଯାଇଥାଏ ?

ଚା ପିଇବା ପୂର୍ବରୁ ପାଣି ପିଇବା ଦ୍ୱାରା ପେଟର ଏସିଡିଟି କମିଥାଏ ଏବଂ ଶରୀର ହାଇଡ୍ରେଟ୍ ରହିଥାଏ.ଖାଲି ପେଟରେ ଚା ପିଇଲେ ଏହା ପେଟରେ ଏସିଡ୍ ମାତ୍ରା ବଢ଼ାଇ ଦେଇଥାଏ । ଏହା ଦ୍ୱାରା ଗ୍ୟାସ୍ ଏବଂ ବଦହଜମି ଭଳି ସମସ୍ୟା ଦେଖାଦିଏ । ଚା ପିଇବାର ପ୍ରାୟ ୧୦ ରୁ ୧୫ ମିନିଟ୍ ପୂର୍ବରୁ ଏକ ଗ୍ଲାସ୍…