ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୁକ୍ତ ଗିରଫ ।ରବିବାର ଅପରାହ୍ଣରେ ଲିଫ୍ଟ ଦେବା ଆଳରେ ଜଣେ ଯୁବତୀଙ୍କୁ ଅପହରଣ କରି ନେଇ ଏକ କାଜୁ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ ହୋଇଛି । ତେବେ କୌଶଳ କରି ସାହସର ସହ ପୀଡ଼ିତା ଯୌନ ପିପାସୁ କବଳରୁ…

ଲଗାଣ ବର୍ଷାର ପ୍ରଭାବରେ ଭୁବନେଶ୍ୱରରେ ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଲଗାଣ ବର୍ଷାର ପ୍ରଭାବ ଏବେ ସିଧାସଳଖ ପଡ଼ିଛି ସାଧାରଣ ଲୋକଙ୍କ ପକେଟ୍ ଉପରେ । ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ପରିବା ଦର ଆକାଶଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋପିଛା ୬୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି…

ସାମ୍ବାଦିକଙ୍କୁ ‘ଲୋକସେବା ଭବନ’ପ୍ରବେଶ କଟକଣାକୁ ଦୃଢ଼ ବିରୋଧ lନିଷ୍ପତି ପ୍ରତ୍ୟାହାର ନହେଲେ…

ଭୁବନେଶ୍ୱର( ରାଜ୍ୟ କାହାଣୀ )ରାଜ୍ୟରେ ଅଧିସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ମାନେ ନିଜର ବୃତ୍ତି ଗତ କାର୍ଯ୍ୟ ସମ୍ପାଦଣପାଇଁ ଲୋକସେବା ଭବନକୁ ଯିବାରେ କଟକଣାକୁ ଯଥା ’’ ଅଧିସୀକୃତିପ୍ରାପ୍ତ କାର୍ଡକୁ ‘’ ବରଣ କରିବା ଏକ ଦୁର୍ଭାଗ୍ୟ ଜଣକ ଘଟଣା, ଏଥିନେଇ ସାମ୍ବାଦିକ ମହଲରେ ଘୋର ଅସନ୍ତୋଷ…

କର୍ତ୍ତବ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ,ଅଭିଯୁକ୍ତକୁ ଅଟକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ହସ୍ପିଟାଲରେ ଅଭାବନୀୟ କାଣ୍ଡ । ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କଲେ ଜଣେ ଯୁବକ । ଏହି ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିବାବେଳେ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି । ଘଟଣାକୁ ନେଇ ବରଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି…

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଆଜି ପବିତ୍ର ହେରାପଞ୍ଚମୀ। ରଥଯାତ୍ରାର ପଞ୍ଚମ ଦିନରେ ଅଭିମାନିନୀ ମା' ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିଜେ କରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥାନ୍ତି। ସ୍ୱାମୀ ନିଜ ସାଥିରେ ନେଇ ନଥିବାରୁ ରାଗରେ ମା' ନନ୍ଦିଘୋଷ ରଥର କାଠ ଭାଙ୍ଗି ହେରାଗୌରୀ ସାହି ବାଟେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ…

କେମିତି ଭାଙ୍ଗିବେ ଅନଶନ ସ୍ପଷ୍ଟ କଲେ ସୋନମ ୱାଙ୍ଗଚୁକ , ରଖିଲେ ଏହି ୩ ସର୍ତ୍ତ

ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କ ଅନଶନ ଶେଷ କରିବାର ଯୋଜନା ଘୋଷଣା କରିଛନ୍ତି। ସୋମବାର (ଜୁଲାଇ ୨୦) ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତିନୋଟି ସର୍ତ୍ତ ଉଲ୍ଲେଖ କରାଯାଇଥିବା ଏକ ଚିଠି ଶେୟାର କରାଯାଇଥିଲା। ୱାଙ୍ଗଚୁକ କହିଛନ୍ତି ଯେ ଯଦି ଏହି ସର୍ତ୍ତଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ତେବେ ଏନ୍‌ଇଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ, ଅଯୋଧ୍ୟା ରାମମନ୍ଦିରରୁ ଦାନ ଅର୍ଥ ଚୋରି ଅଭିଯୋଗ, ପେଟ୍ରୋଲରେ ଇଥାନଲ ମିଶ୍ରଣ ଏବଂ ବିଦେଶୀ ନୀତିକୁ ନେଇ…

ଆଗକୁ ଆସୁଛି ବଡ଼ ବର୍ଷା, ୨୨ ତାରିଖରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ। ମଝିରେ ମଝିରେ କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ଅଛି।ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର,…

୨୦ ଲକ୍ଷର ଇନ୍ସୁରାନ୍ସ ପାଇଁ ସ୍ତ୍ରୀର ହତ୍ୟା ଷଡ଼ଯନ୍ତ୍ର : କମ୍ଵଳ ଭିତରେ ସାପ ଛାଡ଼ି ସ୍ୱାମୀକୁ ମାରିଲା…

ଉତ୍ତର ପ୍ରଦେଶର ମେରଠରେ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ପର୍ଦ୍ଦାଫାସ କରିଛି,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। , ୩୫ ବର୍ଷୀୟ ଅତୁଲ ପାୱାର ହସ୍ତିନାପୁର ଥାନା ଅଞ୍ଚଳର ରାମଲୀଳା ମଇଦାନ ନିକଟରେ କୃଷ୍ଣ କିଡ୍ସ ପବ୍ଲିକ ସ୍କୁଲ ଚଲାଉଥିଲେ ଏବଂ ସେଠାରେ ତାଙ୍କ ସ୍ତ୍ରୀ ଦାମିନୀଙ୍କ…

ଏସସିବି ଆଇସିୟୁ ଅଗ୍ନିକାଣ୍ଡ ଘଟଣା; ପୁଣି ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା । ପୁଣି ଦୁଇ ମାସ ବୃଦ୍ଧି ହୋଇଛି ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ । କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କଟକ ଏସ୍‌ସିବି ମେଡିକାଲ…