ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଭୁବନେଶ୍ୱରରୁ ଟ୍ରେନ୍ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି । ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଗସ୍ତ ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ…

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା ଘୋଷଣା

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (ଷ୍ଟାଇପେଣ୍ଡ) ଘୋଷଣା କରାଯାଇଛି ।ପିଜି ଛାତ୍ରଛାତ୍ରୀଙ୍କୁ ୨ ବର୍ଷର କୃଷି ଓ ଆନୁଷଙ୍ଗିକ କୋର୍ସ…

ଏଣିକି ବଡି କ୍ୟାମେରା ପିନ୍ଧିବେ ଅବକାରୀ ବିଭାଗ କର୍ମଚାରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଏଣିକି ବଡି କ୍ୟାମେରା ପିନ୍ଧିବେ ଅବକାରୀ ବିଭାଗ କର୍ମଚାରୀ । ଏନେଇ ସୂଚନା ଦେଲେ ଅବକୀରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଓଡ଼ିଶାରେ ନିଶା କାରବାର ଏବଂ ମାଫିଆଙ୍କୁ ଦମନ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।ଚଢ଼ାଉ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସ୍ବତନ୍ତ୍ର ସାଲୁନ୍‌ ଟ୍ରେନ

ତିନି ଦିନିଆ ଓଡ଼ିଶା ଗସ୍ତରେ ସୋମବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପାଟି, ବରିଷ୍ଠ ମନ୍ତ୍ରୀ, ବିଧାୟକ ଓ…

ରେଭେନ୍ସାରେ ଛାତ୍ର ଅଶାନ୍ତି । ଆନ୍ଦୋଳନକୁ ଓହ୍ଲାଇଛନ୍ତି ଇଷ୍ଟ ହଷ୍ଟେଲର ଶତାଧିକ ଛାତ୍ର

ଭୁବନେଶ୍ୱର (ରାଜ୍ୟ କାହାଣୀ )ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ଛାତ୍ର ଅସନ୍ତୋଷ। ଡେପୁଟି ୱାଡେନଙ୍କ ବିରୋଧରେ ଘଣ୍ଟ ବଜାଇ ପ୍ରତିବାଦ କରିବା ସହ ଆମରଣ ଅନଶନରେ ବସିଛନ୍ତି ହଷ୍ଟେଲ ଅନ୍ତେବାସୀ। ଆଲୋଚନା ସତ୍ତ୍ୱେ ସମାଧାନର ବାଟ ଫିଟିନଥିବାରୁ ଉତ୍ତେଜନା ଜାରି ରହିଛି। ଅଭିଯୋଗ…

ପାଲା ଗାୟକ ସ୍ୱର୍ଗତ ଜଗନ୍ନାଥ ବେହେରାଙ୍କ ବିୟୋଗରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଶୋକ ସଭା

ଭୁବନେଶ୍ଵର (ରାଜ୍ୟ କାହାଣୀ )ପ୍ରଖ୍ୟାତ ପାଲା ଗାୟକ ସ୍ୱର୍ଗତ ଜଗନ୍ନାଥ ବେହେରାଙ୍କ ବିୟୋଗରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ । ୪ ଜଣଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର (ରାଜ୍ୟ କାହାଣୀ )ବହୁ ଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆସିଛି ଏକ ବଡ଼ ଆଇନଗତ ବିକାଶ । ମାମଲାରେ ଅଭିଯୁକ୍ତ ଥିବା ୪ ଜଣଙ୍କୁ ସାମୟିକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଅଭିଯୁକ୍ତମାନେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବାବେଳେ, ସେହି ଆବେଦନର ଶୁଣାଣି…

ସିଭିଲ୍ ଟାଉନସିପ୍‌ରେ ସେକ୍ସ ରାକେଟ୍‌ ଠାବ ; ଯୁବତୀ ଓ ନାବାଳିକା ଉଦ୍ଧାର

ଭୁବନେଶ୍ୱର (ରାଜ୍ୟ କାହାଣୀ )ସହରର ସିଭିଲ୍ ଟାଉନ୍‌ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି।ରଘୁନାଥପାଲି ପୋଲିସ ଏହି ଅଞ୍ଚଳରୁ ଦେହ ବ୍ୟବସାୟ ରାକେଟ୍‌କୁ ଠାବ କରିଛି । ପୋଲିସ ଚଢ଼ାଉ କରି ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି ।ଜଣେ ମହିଳା…

ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ଖବର। ବଦଳିଲା ସରକାରୀ ସହାୟତାର ଗାଇଡଲାଇନ୍

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶାର ଦିବ୍ୟାଙ୍ଗ ଏବଂ ସେମାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଯୋଜନାର ଗାଇଡଲାଇନରେ ବ୍ୟାପକ ସଂଶୋଧନ କରାଯାଇଛି। ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର…

ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ। ଗାଡି ଚାଲାଣ ପାସ କରିଦେବାକୁ ନେଉଥିଲେ ଲାଞ୍ଚ । କାର୍ଯ୍ୟାଳୟ ଓ ସୁନ୍ଦରଗଡ଼ ସ୍ଥିତ ବାସ ଭବନରେ ଚଢ଼ାଉ ।ମିଳିଥିବା ସୂଚନା…