ପୁଣି ଆନ୍ଦୋଳନ ପାଇଁ ବିଜେଡିର ଚେତାବନୀ

ରାଜ୍ୟ କାହାଣୀ (ଭୁବନେଶ୍ୱର )ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ ଜୋର ଧରିଲା ରାଜନୀତି । ବଳଙ୍ଗା ଥାନା ଘେରାଉ କଲେ ବିଜେଡି ନେତା ଓ କର୍ମୀ । ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଜୋର ଧରିଛି ଦାବି । ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଇସ୍ତଫା ଦାବି ମଧ୍ୟ କରିଛନ୍ତି । ୪୮ ଘଣ୍ଟାରେ ଦୋଷୀକୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛି । ଏଥିସହ ପୁରୀ – ଭୁବନେଶ୍ୱର ରାସ୍ତା ଜାମ କରିବାକୁ ଚେତାବନୀ ଦେଇଛି ।

You might also like