ଷଠି ଗାୟତ୍ରୀ ଟ୍ରେଡର୍ସ ଠାରେ ବିଶାଳ କୃଷକ ସଭା ଅନୁଷ୍ଠିତ

ବାହାନଗା, ବାଲେଶ୍ୱର ଜିଲ୍ଲା, ବାହାନଗା ବ୍ଲକ ଷଠୀ ମଙ୍ଗଳା ଛକ ଠାରେ, ଆଜି ବିଶାଳ କୃଷକ ସଭା ଅନୁଷ୍ଠିତ ହୋଇଯାଇଛି, ଏହି ସଭା ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା, ସଭା ରେ ସଭାପତି ଭାବେ କାର୍ଯ୍ୟ ସଂପାଦନ କରିଥିଲେ ଗାୟତ୍ରୀ ଟ୍ରେଡର୍ଷ ର ପ୍ରୋପାଇଟର ଶରତ କୁମାର ସାମଲ, ମୁଖ୍ୟ ଅତିଥି ଭାବେ,ସନମୁଖା ଏଗ୍ରିଟେକ୍ ଲିମିଟେଡ ର ଆର ଏମ ଦିଲ୍ଲୀପ କୁମାର ସାହୁ ଯୋଗ ଦାନ କରିଥିଲେ, ମୁଖ୍ୟ ବକ୍ତା ଭାବେ, ଏଜିମ୍ ପ୍ରଶାନ୍ତ କୁମାର ପରିଡ଼ା, ଯୋଗଦାନ କରିଥିଲେ, ସମ୍ମାନିତ ଅତିଥି ଭାବେ, ଅଶୋକ କୁମାର ସାହୁ ଏ ଏସ ମ ସ୍ୱରୂପ ଏଗ୍ରୋ କେମିକାଲ୍ ଇଣ୍ଡଷ୍ଟିଜ,ରୁହୀତ ତିଓୟାରୀ, ରବିନାରାୟଣ ଦାସ, ଗିରିଜା କାନ୍ତ ନାୟକ, ଅବସର ପ୍ରାପ୍ତ ଶିକ୍ଷକ,ଖଗପତି ଜେନା, ସୁରେଶ କୁମାର ମିଶ୍ର, ସମ୍ବିତ୍ କୁମାର ନାୟକ, ଅଭିମନ୍ୟୁ ସ୍ୱାଇଁ, ରଞ୍ଜନ କୁମାର ପାଳ, ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ, ସଭା ର ପ୍ରାରମ୍ଭ ରେ ଅତିଥି ମାନେ ଜଗନ୍ନାଥ ଙ୍କ ଫଟୋ ରେ ପୁସ୍ପ ମାଲ୍ୟାର୍ପଣ କରିଥିଲେ ପରେ ପରେ ସଭାପତି ଙ୍କ ନିର୍ଦ୍ଦେଶନାରେ ସଭା ଅନୁଷ୍ଠିତ ହୋଇଥିଲା, ସଭା ରେ ଅତିଥି ମାନେ କୃଷି ଓ କୃଷକ ଙ୍କ ଉପରେ ମତାମତ ଦେଇଥିଲେ, ସଭା ବାହାନଗା ବ୍ଲକ ର 24 ପଞ୍ଚାୟତ ରୁ ବହୁତ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ,

You might also like