ଆମ ବସରେ ବୟସ ପ୍ରମାଣ ପତ୍ର ବାଧ୍ୟତାମୂଳକ କଲା କ୍ରୁଟ୍

ରାଜ୍ୟ କାହାଣୀ (ଭୁବନେଶ୍ଵର)ଆମ ବସ୍ ଟିକେଟରେ ରିହାତି ପାଇଁ ଏଣିକି ବୟସ୍କ ବ୍ୟକ୍ତିଙ୍କୁ ଦେଖାଇବାକୁ ପଡ଼ିବ ବୟସ ପ୍ରମାଣ ପତ୍ର। ନହେଲେ କରିବାକୁ ପଡିବ ପୁରା ପେମେଣ୍ଟ। ଏନେଇ କଡ଼ା ନିୟମ କଲା କ୍ରୁଟ୍। ବାଧ୍ୟତାମୂଳକ କଲା ଆମ ବସରେ ବୟସ ପ୍ରମାଣ ପତ୍ର।ଆମ ବସ୍ ଟିକେଟରେ ରିହାତି ପାଇଁ ଏଣିକି ବୟସ୍କ ବ୍ୟକ୍ତିଙ୍କୁ ଦେଖାଇବାକୁ ପଡ଼ିବ ବୟସ ପ୍ରମାଣ ପତ୍ର। ନହେଲେ କରିବାକୁ ପଡିବ ପୁରା ପେମେଣ୍ଟ। ଏନେଇ କଡ଼ା ନିୟମ କଲା କ୍ରୁଟ୍। ବାଧ୍ୟତାମୂଳକ କଲା ଆମ ବସରେ ବୟସ ପ୍ରମାଣ ପତ୍ର। ସୂଚନାମୁତାବକ ଗୁରୁବାର ସନ୍ଧ୍ୟା ପ୍ରାୟ ୮:୩୦ ବେଳେ, ଯଦୁପୁରରୁ ରାଜଧାନୀ ଇଞ୍ଜିନିୟରିଂ କଲେଜ ଯାଉଥିବା ଆମ ବସ ରୁଟ୍ ନଂ ୨୬ ରେ ଏକ ସାମାନ୍ୟ ଘଟଣାରୁ ବରିଷ୍ଠ ଯାତ୍ରୀଙ୍କ ଦୁର୍ବ୍ୟବହାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ତାର ନିୟମକୁ ପୁନଶ୍ଚ ଦୋହରାଇଛି କ୍ରୁଟ୍।

You might also like