ସାବିତ୍ରୀ ଉପଲକ୍ଷେ ଚାନ୍ଦି ଭଣ୍ଡାରର ‘ସଙ୍ଗମ’ କଲେକ୍ସନ।ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦ଧ ରିହାତି
ଭୁବନେଶ୍ୱର,( ରାଜ୍ୟ କାହାଣୀ)ପ୍ରେମ, ଭକ୍ତି ଏବଂ ବୈବାହିକ ସମ୍ପର୍କ ସହ ଗଭୀର ଭାବେ ଜଡ଼ିତ ପର୍ବ ହେଉଛି ‘ସାବିତ୍ରୀ’ ।ଏହା ହେଉଛି ଏଭଳି ବ୍ରତ ଯେଉଁଥିରେ ବିବାହିତ ମହିଳାମାନେ ପୂଜା ମାଧ୍ୟମରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରନ୍ତି। ସାବିତ୍ରୀର ଗଭୀର ସାଂସ୍କୃତିକ ମହତ୍ୱକୁ ନଜର କରି ରୂପା ଗହଣାର ଏକ୍ସକ୍ଲୁସିଭ୍ ସୋ’ରୁମ୍ ଚାନ୍ଦି ଭଣ୍ଡାର ଆଣିଛି ‘ସଙ୍ଗମ’ କଲେକ୍ସନ । ମହିଳାମାନଙ୍କ ପାଇଁ ଜିର୍କନ୍ଖଚିତ ନେକ୍ଲେସ୍, ଚୁଡ଼ି, ମୁଦି, କାନଫୁଲ, ବ୍ରେସ୍ଲେଟ୍ ଏବଂ ପାଉଁଜିର ଭଳିକି ଭଳି ସମ୍ଭାର ଏଠାରେ ରହିଛି, ଯାହାକି ଫେଷ୍ଟିଭ୍ ସେଲିବ୍ରେଶନ୍ ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋଷ୍ଟ।ପୁରୁଷଙ୍କ ଗହଣା ପସନ୍ଦ କୁ ନଜର ରେ ରଖି ମୋଘା କଲେକ୍ସନ ଷ୍ଟୋରରେ ଉପଲବ୍ଧ ବ୍ରେସ୍ଲେଟ୍, ମୁଦି, କଫ୍ଲିଙ୍କ୍ ଏବଂ ଚେନ୍ ରହିଛି । ପିଲାଙ୍କ ପାଇଁ କିଡ୍ସ କଲେକ୍ସନ ଉପଲବ୍ଧ ।
ଏଥିରେ ସ୍ଵତନ୍ତ୍ର ଅଫର୍ ରହିଛି। ଏହା ସ୍ଵତନ୍ତ୍ର ଗ୍ରାହକଙ୍କ ପାଇଁ ମେ’ ୧ରୁ ମେ’ ୧୬ ଯାଏ ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦ ପ୍ରତିଶତ ରିହାତି ପାଇବେ । ଏହି ସୀମିତ ସମୟ ଅଫର ସାବିତ୍ରୀର ପାଇଁ ରହିଛି।ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରାଜ୍ୟର ସର୍ବବୃହତ୍ ପୁରୁଣା ଗହଣା ଚେନ୍ ଷ୍ଟୋର । ୨୦୧୩ରେ ଏକ ସ୍ୱତନ୍ତ୍ର ସିଲ୍ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ୩୧ରେ ପହଞ୍ଚିଛି । ଭୁବନେଶ୍ୱରର ରଘୁନାଥପୁର, ସହିଦ ନଗର, ରସୁଲଗଡ, ଜନପଥ, ସୌଭାଗ୍ୟନଗର, ନୟାପଲ୍ଲୀ, ଲୁଇସ୍ ରୋଡ୍, ଚନ୍ଦ୍ରଶେଖରଌୁର ଏବଂ ଖଣ୍ଡଗିରି, ଖୋର୍ଦ୍ଧା, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ୍, ସିଡିଏ ଏବଂ ଲିଙ୍କ୍ ରୋଡ୍, ରାଉରକେଲା, ଅନୁଗୁଳର ଏବଂ ଗାନ୍ଧି ମାର୍ଗ ଛକ, ଯାଜପୁର, ବ୍ରହ୍ମପୁର, ବାଲେଶ୍ୱର, ଢ଼େଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାର୍ସୁଗୁଡ଼ା, ବରଗଡ଼, ନୟାଗଡ଼, ବଲାଙ୍ଗୀର, ଭଦ୍ରକରେ ଏହାର ଷ୍ଟୋର ରହିଛି ।
ଗ୍ରାହକଙ୍କୁ ମାନଙ୍କୁ ଜୀବନକାଳ ମାଗଣା କ୍ଲିନିଂ, କଷ୍ଟମାଇଜେସନ୍, ଭ୍ୟାଲୁ୍ ଫର୍ ମନି ଏବଂ ହଲ ମାର୍କଯୁକ୍ତ ଗହଣା ଯୋଗାଇ ଥାଏ।