ଏସସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ

 ରାଜ୍ୟ କାହାଣୀ ( ଭୁବନେଶ୍ଵର)କଟକ ଏସସିବି ମେଡିକାଲରେ ପୁଣି ଅଘଟଣ। ଗତକାଲି ରାତିରେ ଏସସିବି ମେଡିକାଲ ବିଲ୍ଡିଙ୍ଗରୁ ସିଲିଂ ଖସିଯାଇଛି। ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନାହିଁ। ଏସସିବି ମେଡିକାଲ ହେମାଟୋଲୋଜି ବିଭାଗ ପାଇଖାନା ନିକଟରେ ଏଭଳି ଅଘଟଣ ଘଟିଛି । ବାରମ୍ବାର କଟକ ବଡ ମେଡିକାଲରେ ଏଭଳି ଅଘଟଣ ଘଟୁଛି । ଯାହାକି ରୋଗୀଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

You might also like