ଚର୍ଚ୍ଚାରେ ସେଜଲଙ୍କ ପାଳିତ ମାଆଙ୍କ ଆବେଗଭରା ଚିଠି

ରାଜ୍ୟକାହାଣୀ ( ଭୁବନେଶ୍ୱର )ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ସେଜ୍ ମାଇ ଡିଅର…ତୁମେ ଚାଲିଯିବ ବୋଲି ଭାବି ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି। ମୁଁ ଦୁଃଖିତ ଯେ ତୁମେ, ତୁମ ମାଆ ଙ୍କ ନାମରେ କଳଙ୍କ ଲାଗାଇଦେଲ। ତୁମେ ଜାଣିଛ ମୁଁ ତୁମ ପାଇଁ କେତେ କରି ପ୍ରେମ କରେ ଏବଂ ତୁମର ଯତ୍ନ ନିଏ। ତୁମେ ତୁମର ଯତ୍ନ ନେବ। ତୁମର ମଙ୍ଗଳ ହେଉ। ତୁମର ସବୁଠାରୁ ଛୋଟ ଆନନ୍ଦ ଏବଂ ସବୁଠାରୁ ବଡ ଦୁଃଖ ସମୟ ରେ ମୁଁ ତୁମ ସାଙ୍ଗରେ ଅଛି।

ମୋ ପ୍ରିୟତମା ସେଜ୍ ତୁମେ ସବୁଦିନ ମୋ ହୃଦୟରେ ଅଛ। ସ୍ନେହ ସହ ମୁଁ ତୁମକୁ ବିଦାୟ ଦେଉଛି। ସେଜଲଙ୍କ ଆମେରିକୀୟ ମାଆଙ୍କ ଏମିତି ଏକ ଦୁଃଖଭରା ଚିଠି…. ।ସୂଚନା ଥାଉକି, ନଭେମ୍ବର ୨୧ରେ ସେଜଲ ଆମେରିକା ଛାଡ଼ିବା ସମୟରେ ତାଙ୍କ ପାଳିତ ମା’ ଏହି ଚିଠି ଦେଇଥିଲେ। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

You might also like