Browsing Category
ଆଜିର ଖବର
ପୁଣି ରେକର୍ଡ କଲା ସୁନା-ରୂପା ଦର
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୨,୧୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୦,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୨,୧୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୦,୩୦୦!-->…
ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା ! ଲଗାଯିବ ରାଜ୍ୟର ୨୧୧ ପରୀକ୍ଷା ହବରେ
ରାଜ୍ୟ କାହାଣୀ (ଭୁବନେଶ୍ଵର)ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ AI କ୍ୟାମେରା । 211 ହବରେ ନିଜ ଆଡୁ ଏହି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।ଏଥିପାଇଁ କଲେଜ ଇଣ୍ଟରନେଟ ଉପରେ ନିର୍ଭର କରିବାକୁ ପଡିବ!-->…
ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୪-ଇ ଉପରେ ଗୁରୁତ୍ୱାରୋପ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪-ଇ ଉପରେ ଗୁରୁତ୍ୱାରୋପ କରିଛନ୍ତି ।ପ୍ରଥମ ‘ଇ’ ହେଉଛି ଏଡୁକେସନ୍ ବା ସଠିକ୍ ସୂଚନା ଓ ସଚେତନତା ସୃଷ୍ଟି କବିବା । ଦ୍ୱିତୀୟ ‘ଇ’ ହେଉଛି ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ!-->…
ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡିଲା ଭିତ୍ତିପ୍ରସ୍ତର! ବିଧାନସଭା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ
ଭୁବନେଶ୍ୱର (ରାଜ୍ୟକାହାଣୀ )ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡିଲା ଭିତ୍ତିପ୍ରସ୍ତର । ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା । । ୭୧ ଏକର ଜମିରେ ଏହା ନିର୍ମାଣ ହେବାକୁ ଥିବାବେଳେ ଏଥିନିମନ୍ତେ ୩୬୨୩!-->…
ରେଳ ଅଧିକାରୀ ଆଉ କଳା କୋଟ୍ ପିନ୍ଧିବେ ନାହିଁ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ବ୍ରିଟିଶ ଯୁଗର ପରିଚୟରୁ ସମ୍ପୂର୍ଣ୍ଣ ମୁକ୍ତ କରିବ ଭାରତୀୟ ରେଳ | ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଅଧିକାରୀମାନଙ୍କ ପାଇଁ ଦଶନ୍ଧି ପୁରୁଣା ବାଧ୍ୟତାମୂଳକ କଳା କୋଟ୍ ଡ୍ରେସ୍ କୋଡ୍ ସମାପ୍ତ କରିବାକୁ ଘୋଷଣା କରିଛନ୍ତି । ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବ୍ରିଟିଶ ଯୁଗରୁ ବ୍ୟବହୃତ!-->…
ଇସ୍ରୋ ମିଶନକୁ ଝଟକା; କକ୍ଷପଥରେ ପହଞ୍ଚିବା ପୂର୍ବରୁ ଦିଗହରା ହେଲା ‘ଅନ୍ବେଷା’
ଦିଗହରା ହେଲା ଡିଆରଡିଓ ଦ୍ୱାରା ବିକଶିତ ଉପଗ୍ରହ ‘ଅନ୍ୱେଷା’ । ଦିଗହରା ହୋଇ କକ୍ଷପଥରେ ଅବସ୍ଥାପିତ ହୋଇ ପାରିଲାନି ‘ଅନ୍ୱେଷା’ । ଶେଷ ପର୍ଯ୍ୟାୟରେ ‘ଅନ୍ୱେଷା’ରେ ଯାନ୍ତ୍ରୀକ ତ୍ରୁଟି । ଯାନ୍ତ୍ରୀକ ତ୍ରୁଟି ନେଇ ସୂଚନା ଦେଲା ଇସ୍ରୋ । ଯାନ୍ତ୍ରିକ ତ୍ରୁଟିର ବିଶ୍ଳେଷଣ ଚାଲିଥିବା କହିଲା!-->…
କଟକ ଜଗତପୁର ଅଞ୍ଚଳରେ ବାଘ ଆତଙ୍କ
କଟକ ଜଗତପୁର ଅଞ୍ଚଳରେ ବାଘ ଆତଙ୍କ । ଜଗତପୁର ଇମାମ୍ ନଗର ଅଞ୍ଚଳରେ କଲରା ପତରିଆ ବାଘ ବୁଲୁଥିବା ଚର୍ଚ୍ଚା । ରବିବାର ରାତି ୧୧ ଟା ସମୟରେ ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି । ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି ।ସେପଟେ ବାଘ ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ!-->…
ସୁଧୁରିବେ କେବେ ? ବାରମ୍ବାର ତାଗିଦ ପରେ ବି ମଞ୍ଚରେ ଅଶ୍ଲୀଳ ନାଚ
ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଭଣ୍ଡାରିପୋଖରୀ ବଜାର ନିକଟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ମଞ୍ଚରେ ଅଶ୍ଲୀଳ ନାଚ । ଯାହାକୁ ଦେଖି ଦର୍ଶକମାନେ ମଞ୍ଚକୁ ଜୋତା ଓ ଚେୟାର ମାଡ଼ କରିଛନ୍ତି । ଭଣ୍ଡାରିପୋଖରୀ ବଜାର ନିକଟରେ ପାର୍ବତୀ ଗଣନାଟ୍ୟ ତାର ନାଟକ ପରିବେଶଣ!-->…
DRDO ଦ୍ବାରା ବିକଶିତ EOS-N1 (‘ଅନ୍ୱେଷା’)ର ଉତ୍କ୍ଷେପଣ! ମହାକାଶକୁ ଗଲା ଓଡିଶା ନିର୍ମିତ ପ୍ରଥମ…
ସୀମାରେ ଆଉ ଲୁଚିପାରିବେନି ଆତଙ୍କବାଦୀ । ଚୀନ୍ ଓ ପାକିସ୍ତାନ ଉପରେ କଡା ନଜର ରଖିବାକୁ ଭରତ ଆଜି ଏକ ଐତିହାସିକ ପରୀକ୍ଷଣ କରିଛନ୍ତି । ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍କ୍ଷେପଣ ହେଲା 'ଅନ୍ୱେଷା' ଉପଗ୍ରହ । DRDO ଦ୍ବାରା ବିକଶିତ EOS-N1 ('ଅନ୍ୱେଷା')ର ଉତ୍କ୍ଷେପଣ ହୋଇଛି । PSLV-C 62!-->…
ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ। ଦୁର୍ଘଟଣାକୁ ଅଭାବନୀୟ କହିଲେ ବିଭୂତି ଜେନା । ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ!-->…