Browsing Category

ଆଜିର ଖବର

ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିୟମିତ ହେଲେ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ । ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ

ସିକ୍ରେଟ କ୍ୟାମେରା ଓ ୫୮ ମହିଳାଙ୍କ ଭିଡିଓ କ୍ଲିପ: ଖୋଲିଲା ରସିକିଆ ଜ୍ୟୋତିଷଙ୍କ କଳାକାରନାମା

ମହାରାଷ୍ଟ୍ରର ନାସିକରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ ସହ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଖ୍ୟାତନାମା ଜ୍ୟୋତିଷଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନାମ ଅଶୋକ ଖରାତ (୬୭) ବୋଲି ଜଣାପଡିଛି। ପୋଲିସ କହିଛି ଯେ ପୀଡିତା ପ୍ରଥମେ ୨୦୧୯ ମସିହାରେ ଜଣେ ସମ୍ପର୍କୀୟଙ୍କ ସହିତ

କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ବିଜେଡିର ୩ ବିଧାୟକ

ରାଜ୍ୟକାହାଣୀ ( ଭୁବନେଶ୍ୱର )ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବିଜେଡି ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା। ଏହାର ଉତ୍ତର ରଖିଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ ଓ ଚକ୍ରମଣୀ କହଁର । ସେମାନେ ଉତ୍ତରରେ ଲେଖିଛନ୍ତି କି, ଦଳ ଆମ ଉପରେ

ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜର ଗସ୍ତ ସମୟରେ ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି । ଆଜି ସକାଳେ ରାଷ୍ଟ୍ରପତି 'ଶ୍ରୀ ହିତ ରାଧା କେଳି କୁଞ୍ଜ ଆଶ୍ରମ'ରେ ପହଞ୍ଚିଥିଲେ, ଯେଉଁଠାରେ ସେ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିବା ସହ ତାଙ୍କ ସହ ଆଲୋଚନା

ଆଜିଠୁ ବଢିଲା ପ୍ରିମିୟମ ପେଟ୍ରୋଲ ଦାମ

ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହେବା ମଧ୍ୟରେ, ଭାରତରେ ପ୍ରିମିୟମ୍ ପେଟ୍ରୋଲର ମୂଲ୍ୟ ୨.୩୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।ଯାହା ୨୦ ମାର୍ଚ୍ଚରୁ ଲାଗୁ ହେବ। ସୂଚନା ଅନୁଯାୟୀ ବି ପି ସି ଏ ଲ ର ସ୍ପିଡ୍, ଏଚପିସିଏଲର ପାୱାର ଏବଂ ଆଇଓସିଏଲର

୧୯ ହଜାର ୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ: ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଶିକ୍ଷା ବିଭାଗର ବିକଳ ଚିତ୍ର । ୧୯୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ରାଜ୍ୟର ୧୯ ହଜାର ୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ ।ଏନେଇ ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି । ଡେସ୍କ ଓ ବେଞ୍ଚ ନଥିବାରୁ ତଳେ ବସି

ବିଦେଶୀ ମୁଦ୍ରା ବଜାରରେ ଭାରତୀୟ ଟଙ୍କାର ମୂଲ୍ୟରେ ବଡ଼ ଧରଣର ହ୍ରାସ

ଭାରତୀୟ ଅର୍ଥନୀତି ପାଇଁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି ।ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତି ଏବଂ ଅଶୋଧିତ ତେଲ ଦର ବୃଦ୍ଧି ଟଙ୍କା ଉପରେ ଚାପ ପକାଇଛି । ବ୍ରେଣ୍ଟ କ୍ରୁଡ୍ ଅଏଲ୍ ବ୍ୟାରେଲ ପିଛା ୧୦୦ ଡଲାର ଉପରେ ରହିଛି । ଭାରତ ଏହାର ଅଧିକାଂଶ ତେଲ ଆମଦାନୀ କରୁଥିବାରୁ,

ବକେୟା ଇ-ଚାଲାଣରୁ ମୁକ୍ତି : ଟ୍ରାଫିକ୍ ଜରିମାନା ଉପରେ ଅଧା ରିହାତି ଦେବେ ସରକାର

ରାଜ୍ୟକାହାଣୀ ( ଭୁବନେଶ୍ୱର )ଇ-ଚାଲାଣରେ ୫୦% ରିହାତି। ଗାଡ଼ି ଜରିମାନା ଚାଲାଣ ପୈଠରେ ବଡ଼ ରିହାତି ମିଳିବ। ରାଜ୍ୟରେ ବକେୟା ଥିବା ଟ୍ରାଫିକ୍ ଚାଲାଣଗୁଡ଼ିକର ସମାଧାନ ସହିତ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ସରକାରଙ୍କ ଗୃହ ବିଭାଗ

ଆଜି ବିଶ୍ୱ ଘରଚଟିଆ ଦିବସ, ସହରୀ ଜୀବନ ଭିତରେ ହଜିଗଲେଣି ଘରଚଟିଆ

ଘର ଖୋଜୁଛି ଘରଚଟିଆ । ଗାଁର ପରିବର୍ତ୍ତିତ କଂକ୍ରିଟ ରୂପରେ ଲୋପ ପାଇଗଲେଣି ବିଶ୍ୱର ନିଆରା ଚଢେଇ ଘରଚଟିଆ । ଏମାନଙ୍କର ସୁରକ୍ଷା ପାଇଁ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘର ଚଟିଆ ଦିବସ ପାଳନ କରାଯାଉଛି । ଘରଚଟିଆଙ୍କର କିଚିରିମିଚିରି କଳରବ ଆଉ କାନରେ ପଡୁନାହିଁ। ପ୍ରତିକୂଳ

୧୧ଟି ଦେଶକୁ ବିମାନ ଯାତ୍ରା କରନାହିଁ: DGCAର ଆଡଭାଇଜରି

ମଧ୍ୟପ୍ରାଚ୍ୟରେ ଅଶାନ୍ତ ସ୍ଥିତି ମଧ୍ୟରେ ବିମାନ ସେବା ବହୁଳ ଭାବେ ପ୍ରଭାବିତ ହୋଇଛି । ଏହା ସହିତ ବିଭିନ୍ନ ମଧ୍ୟପ୍ରାଚ୍ୟ ଦେଶଗୁଡିକରେ ଇରାନର ଆକ୍ରମଣ ଯୋଗୁଁ ବିମାନ ସେବା ଜାରି ରଖିବା କଷ୍ଟକର ହୋଇପଡିଛି । ଏନେଇ ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ ଆଭିଏସନ୍ ବା DGCA ପକ୍ଷରୁ