Browsing Category

ଆଜିର ଖବର

ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ଉପାଧ୍ୟକ୍ଷ ହେବେ ବିଜେପି ବିଧାୟକ ଅଶୋକ ଲାହିଡ଼ି !

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପଶ୍ଚିମବଙ୍ଗ ବିଧାୟକ ଅଶୋକ ଲାହିରୀଙ୍କୁ ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅଶୋକ ଏବେ ପଶ୍ଚିମବଙ୍ଗର ବାଲୁରଘାଟରୁ ବିଧାୟକ ଅଛନ୍ତି, କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି। ସେ ଭାରତ

ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରିକୁ ନା

ରାଜ୍ୟ କାହାଣୀ (ଭୁବନେଶ୍ଵର)ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ। ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍‌ର କୌଣସି ଅଭାବ ଦେଖାଦେଇନାହିଁ।ସରକାରୀ ତୈଳ କମ୍ପାନିଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍‌ (ଏମ୍‌ଏସ୍‌) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍‌

ପଞ୍ଜୀକୃତ ଦଲିଲ୍‌ ରଦ୍ଦ କରିପାରିବେନି ସବ୍‌-ରେଜିଷ୍ଟ୍ରାର୍‌

ରାଜ୍ୟ କାହାଣୀ (ଭୁବନେଶ୍ଵର)ଥରେ ଜମି କିଣାବିକା ଦଲିଲ ହୋଇଯିବା ପରେ ଉକ୍ତ ପଞ୍ଜୀକୃତ ଦଲିଲ୍‌କୁ ସବ୍-ରେଜିଷ୍ଟ୍ରାର ବା କେହି ରେଜିଷ୍ଟ୍ରେସନ୍ ଅଧିକାରୀ ରଦ୍ଦ କରିପାରିବେ ନାହିଁ ବୋଲି ଦଲିଲ୍ ରଦ୍ଦ ବା କ୍ୟାନ୍ସଲେସନ ଡିଡ୍ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ

ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।ହର୍ମୁଜରୁ ପ୍ରଥମ ଟୋଲ୍‌ ଆଦାୟ କଲା ଇରାନ

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବ ବୋଲି ବିଶ୍ବବାସୀ ଅପେକ୍ଷା କରିଥିବା ‌ବେଳେ ଏହା ବିଫଳ ହେବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ପାକିସ୍ତାନ ଗସ୍ତରେ ଅଛନ୍ତି । କିନ୍ତୁ ସେ ସିଧାସଳଖ

ଖରାରେ ସିଝୁଛି ସାରା ଓଡ଼ିଶା, ଆଗାମୀ ଦୁଇ ଦିନ ତାତିରୁ ମିଳିବନି ନିସ୍ତାର

ରାଜ୍ୟ କାହାଣୀ ( ଭୁବନେଶ୍ଵର)ସାରା ରାଜ୍ୟରେ ଆକାଶରୁ ବର୍ଷୁଛି ନିଆଁ ।ତେବେ ଦୁଇ ଦିନ ଯାଏ ତାତିରୁ ନାହିଁ ନିସ୍ତାର । କାଲି ଯାଏ ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଦୁଇଦିନ ପରେ ବିଭିନ୍ନ ଜିଲ୍ଲାରେ ୨ରୁ ୪ଡିଗ୍ରି ସେଲସିୟସ ଯାଏ ତାପମାତ୍ରା କମିପାରେ ବୋଲି

ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ

ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ । ମେ ଶେଷ ସପ୍ତାହ ଆଡକୁ ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ । ଏହା ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ୟୁରୋପିଆନ ସେଣ୍ଟର ଫର୍ ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ (ECMWF) ।ମୌସୁମୀର ପ୍ରାରମ୍ଭ ସାଧାରଣତଃ

ଅନୈତିକ କାର୍ଯ୍ୟକଳାପ; ଯୁବ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା

ଶ୍ରୀମନ୍ଦିରର ଶୁଦ୍ଧ ସୁଆର ତଥା ଯୁବ ଦଇତାପତି ସେବାୟତ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତଥିବାରୁ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.

ବ୍ରହ୍ମପୁର ସର୍କଲ ଜେଲକୁ ଗଲା ରାଜା ସାହାଣୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର। ସୁରକ୍ଷା ଦୃଷ୍ଟିରୁ ରାଜାକୁ ଚୌଦ୍ଵାର ଜେଲ୍‌ରୁ କରାଗଲା ସ୍ଥାନାନ୍ତର। ପୂର୍ବରୁ ମଧୁକାନ୍ତ ରାଣାକୁ ଚୌଦ୍ବାରରୁ ଝାରପଡ଼ା ଜେଲକୁ ପଠାଯାଇଥିଲା।ରାଜାକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର

ସ୍ୱାମୀଙ୍କ ମୃତ୍ୟୁକୁ ସହିପାରିଲେନି ସ୍ତ୍ରୀ, ହସ୍ପିଟାଲ ଛାତ ଉପରୁ ଡେଇଁପଡ଼ିଲେ

ଭୁବନେଶ୍ୱର (ରାଜ୍ୟକାହାଣୀ )ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଘଟଣ ଘଟଣା ଘଟିଯାଇଛି। ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ଜଣେ ମହିଳା ଜୀବନ ହାରିଛନ୍ତି। ମୃତ ମହିଳାଙ୍କ ନାଁ ପଦ୍ମିନୀ ବାଗ । ତାଙ୍କ ଘର ପୁଇନ୍ତଲା ଥାନା ଅନ୍ତର୍ଗତ ଡୁମେୱରବାହାଲ ଗ୍ରାମର ବୋଲି ଜଣାପଡିଛି

ଆପ୍ ଛାଡ଼ି ବିଜେପିରେ ସାମିଲ ହେଲେ ରାଘବ ଚଢ଼ା

ଆପ୍ ଛାଡିଲେ ରାଘବ ଚଢା । କେବଳ ରାଘବ ଚଢା ନୁହେଁ ସାଂସଦ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ୩ ଜଣ ରାଜ୍ୟସଭାରେ ସାଂସଦ ଥିଲେ । ଏବେ ଏମାନେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି ।ଆଗକୁ ଆଉ ୪ଜଣ ଇସ୍ତଫା ଦେବେ ସୂଚନା। ଶ୍ରୀ ଚଢା କହିଛନ୍ତି ଯେଉଁ ଆପ ଦଳ