Browsing Category
ଆଜିର ଖବର
ସାମ୍ୱାଦିକ ସୁଧାଂଶୁ ପାତ୍ରଙ୍କ ଓଡ଼ିଶା ସ୍ୱାଭିମାନ ମଞ୍ଚ
ଭୁବନେଶ୍ଵର: ( ରାଜ୍ୟ କାହାଣୀ)ଭାରତୀୟ ରାଜନୀତିକ ମୈଦାନରୁ ଆଞ୍ଚଳିକ ଦଳସବୁ ପ୍ରଭାବ ଶୂନ୍ୟ ହେଉଥିବା ବେଳେ ଓଡ଼ିଶାରେ ଗୋଟିଏ ନୂଆ ସଂଗଠନ ଗଢ଼ା ଯାଇଛି I ଆଗାମୀ ସାତ ତାରିଖରେ ଅନୁଷ୍ଠାନିକ ଭାବେ ଉକ୍ତ ସଂଗଠନର ଜନ୍ମ ଜାତକ ବିଷୟରେ ଅବଗତ କରାଯିବ I ଲୋକଙ୍କ ସମର୍ଥନ ଆଧାରରେ ଆଗକୁ ନୂଆ!-->…
ଜବଲପୁର ବୋଟ ବୁଡିବା ଘଟଣା ପରେ ଚିଲିକାରେ ଲାଗିଲା କଟକଣା
ରାଜ୍ୟ କାହାଣୀ (ଭୁବନେଶ୍ଵର)ଚିଲିକାରେ ନୌକା ଯାତ୍ରା ପାଇଁ କଡାକଡ଼ି ହେଲା ନିୟମ। ଏଣିକି ସବୁ ଯାତ୍ରୀଙ୍କୁ ଲାଇଫ୍ ଜାକେଟ୍, ସବୁ ବୋଟରେ ଲାଇଫ୍ ବୁଏ ବାଧ୍ୟତାମୂଳକ, ନିୟମ ଭାଙ୍ଗିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଚିଲିକା ହ୍ରଦରେ ନୌକା ଚାଳନା ସମୟରେ ଯାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ!-->…
ଦହିବରା ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୭ ଦିନ ପାଇଁ ସମସ୍ତ ଫାଷ୍ଟପୁଡ୍ ଦୋକାନ ବନ୍ଦ
ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ।ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୌରାଅଞ୍ଚଳରେ ସମସ୍ତ ଦହିବରା ଦୋକାନୀ, ବୁଲା ବିକାଳି, ଫାଷ୍ଟଫୁଡ ସେଣ୍ଟର ଉପରେ ଚଢାଉ କରିଛି ପ୍ରଶାସନ । ଏହାସହ ଆଗାମୀ ୭ ଦିନ ଯାଏଁ ଏହି ସବୁ!-->…
ଆକ୍ରମଣ କଲେ ମାନଚିତ୍ରରୁ ହଜିଯିବ ଇରାନ: ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରି ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରେ, ତେବେ ଇରାନକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦିଆଯିବ।!-->…
ଜଗନ୍ନାଥଙ୍କୁ ଅପମାନ କରି ହାରିଗଲେ କି ମମତା ଦିଦି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ଆଇନ!-->…
ପଶ୍ଚିମବଙ୍ଗରେ ଫଳାଫଳ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଉତ୍ତେଜନା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମ୍ୟାଜିକ୍ ସଂଖ୍ୟା ୧୪୮ ହୋଇଥିବାବେଳେ ଗୈରିକ ଦଳ ୨୦୦ରୁ!-->…
ଓଡ଼ିଶା ସମେତ ୧୪ଟି ରାଜ୍ୟକୁ ବଜ୍ରପାତ ନେଇ ସତର୍କତା ଜାରି
ଦେଶରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି।ତେବେ ଆଜି ପାଣିପାଗ ବିଭାଗ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ,!-->…
ଆସନ୍ତାକାଲି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ
ଆସନ୍ତାକାଲି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ । ଜନ ଗଣନା କୁ ତ୍ୱରାନ୍ୱିତ ଓ ସମୀକ୍ଷା ପାଇଁ କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ । କୋଟିଆ ରେ ନିର୍ମାଣ ଚାଲିଛି ଜଗନ୍ନାଥ ମନ୍ଦିର । ଏହି କାମ ଶେଷ ପର୍ଯାୟ ଅଛି । ଚଳିତ ବର୍ଷ କୋଟିଆ ରେ ବ୍ୟାପକ ଭାବରେ ହେବ ରଥଯାତ୍ରା | ଏଥିପାଇଁ ଜିଲ୍ଲାପାଳ ଙ୍କୁ!-->…
ଜଟିଳ ଅସ୍ତ୍ରୋପଚାର – ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ଅଭୂତପୂର୍ବ ସଫଳତା
ଭୁୁବନେଶ୍ୱର, (ରାଜ୍ୟ କାହାଣୀ): ଅତ୍ୟାଧୁନିକ ଅସ୍ତ୍ରୋପଚାର ପାରଦର୍ଶିତା ଓ ବିଭିନ୍ନ ବିଭାଗର ସମନ୍ୱୟ ଫଳରେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ ହସ୍ପିଟାଲ୍ରେ ଦୁଇଟି ବିରଳ ଓ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର ସଂପାଦନ କରାଯିବା ଦ୍ୱାରା ହସ୍ପିଟାଲ ଅଭୂତପୂର୍ବ ସଫଳତା ହାସଲ କରିଛି ।!-->…
ସାବିତ୍ରୀ ଉପଲକ୍ଷେ ଚାନ୍ଦି ଭଣ୍ଡାରର ‘ସଙ୍ଗମ’ କଲେକ୍ସନ।ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦ଧ ରିହାତି
ଭୁବନେଶ୍ୱର,( ରାଜ୍ୟ କାହାଣୀ)ପ୍ରେମ, ଭକ୍ତି ଏବଂ ବୈବାହିକ ସମ୍ପର୍କ ସହ ଗଭୀର ଭାବେ ଜଡ଼ିତ ପର୍ବ ହେଉଛି ‘ସାବିତ୍ରୀ’ ।ଏହା ହେଉଛି ଏଭଳି ବ୍ରତ ଯେଉଁଥିରେ ବିବାହିତ ମହିଳାମାନେ ପୂଜା ମାଧ୍ୟମରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରନ୍ତି। ସାବିତ୍ରୀର ଗଭୀର ସାଂସ୍କୃତିକ ମହତ୍ୱକୁ ନଜର!-->…