Browsing Category

ଆଜିର ଖବର

ରଥଯାତ୍ରା ସମୟରେ ଯାଞ୍ଚ ହେବ ଖାଦ୍ୟର ମାନ

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଉ କାମ ଦିନ ରହିଲା ରଥ ଯାତ୍ରା | ତେବେ ଏହି ରଥଯାତ୍ରା ସମୟରେ ଯାଞ୍ଚ ହେବ ଖାଦ୍ୟର ମାନ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା । ବାହୁଡାରେ ଫୁଡ ଇନ୍ସପେକ୍ଟରଙ୍କ ଦ୍ୱାରା ଖାଦ୍ୟର ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟର ଖାଦ୍ୟ ବଣ୍ଟନ

ବନ୍ଦ ହେବନି ଯାତ୍ରୀ ପରିବହନ ଓ ଟ୍ରକ ଚଳାଚଳ, ପ୍ରତ୍ୟେକ ଜିଲ୍ଲାରେ ୨ଟି ପେଟ୍ରୋଲ ପମ୍ପ୍‌ ରିଜର୍ଭ ରଖିବାକୁ ନିଷ୍ପତ୍ତି

ଭୁବନେଶ୍ୱର (ରାଜ୍ୟକାହାଣୀ )ସରିଲା ପରିବହନ ଆୟୁକ୍ତଙ୍କ ବୈଠକ । ବନ୍ଦ ହେବନାହିଁ ଯାତ୍ରୀ ପରିବହନ ଏବଂ ଟ୍ରକ ଚଳାଚଳ। ତେବେ ଏଭଳି ସ୍ଥିତିରେ ରାଜ୍ୟରେ ଯେପରି ଯାତ୍ରୀ ପରିବହନ ପ୍ରଭାବିତ ହେବନାହିଁ, ସେ ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲାରେ ୨ଟି ଲେଖାଏଁ ପେଟ୍ରୋଲ ପମ୍ପ ରିଜର୍ଭ ରଖିବାକୁ

ରାଜ୍ୟ ସରକାରୀ କର୍ମଚାରୀଙ୍କ DAରେ ୨ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ପିଛଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ । ପେନସନ୍‌ଭୋଗୀଙ୍କ ଟି.ଆଇ.ରେ ମଧ୍ୟ ବୃଦ୍ଧି ।ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା

ଆରଜି କର ଘଟଣାରେ ସରକାରଙ୍କ ବଡ଼ ଆକ୍ସନ : ୩ ପୁଲିସ ନିଲମ୍ବିତ

ବଙ୍ଗଳାରେ ନୂଆ ସରକାର ଗଠନ ହେବା ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ହାଇପ୍ରୋଫାଇଲ ଆର.ଜି. କର ମାମଲା ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।ପଶ୍ଚିମବଙ୍ଗର କଳଙ୍କିତ ଅଧ୍ୟାୟ ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର

ସରକାରଙ୍କୁ ଘେରିଲେ ବିରୋଧୀ,ଡବଲ ଇଞ୍ଜିନ ସରକାରଙ୍କ ଏ କଣ ଅମୃତକାଳ ?

ଭୁବନେଶ୍ୱର (ରାଜ୍ୟକାହାଣୀ )ଦେଶ ତଥା ରାଜ୍ୟରେ ଲାଗି ରହିଥିବା ତୈଳ ଓ ରନ୍ଧନ ଗ୍ୟାସର ସଂକଟକୁ ନେଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାଶବର୍ମା ଆଜି ବିଜେପି ଉପରେ ବର୍ଷିଛନ୍ତି । ସରକାର ୨ ବର୍ଷ ପୂର୍ତ୍ତି ପାଇଁ ବୈଠକ ପରେ ବୈଠକ କରୁଛନ୍ତି। ହେଲେ ଲୋକ ହନ୍ତସନ୍ତ ହେଉଛନ୍ତି।ସେ

ଆସନ୍ତା ମେ ୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଆସନ୍ତା ମେ ୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଘୋଷଣା କରିଛି ଭାରତୀୟ ପାଣିପାଗ ବିଭାଗ । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ଆସୁଛି ମୌସୁମୀ । ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିଥାଏ, ଯାହା ଭାରତରେ ଜୁନ୍ ରୁ

ଗୋଟିଏ ଅଫିସରେ ୩ ବର୍ଷରୁ ଉର୍ଦ୍ଧ୍ୱ ରହିଲେ ବଦଳି

ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ପ୍ରକ୍ରିୟାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି l ବିଭାଗ

ଆସନ୍ତା ବର୍ଷରୁ ନିଟ୍‌ ପରୀକ୍ଷା ଓଏମ୍‌ଆର ସିଟ୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ: ଧର୍ମେନ୍ଦ୍ର ପ୍ରଧାନ

ଏଣିକି ଅନଲାଇନରେ ହେବ ନିଟ୍ ପରୀକ୍ଷା । ଆସନ୍ତା ବର୍ଷରୁ ଅନଲାଇନରେ ହେବ ପରୀକ୍ଷା ଏନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି – ଓଏମଆର ଅପେକ୍ଷା ସିବିଟି ଭଲା ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ଭୋଟର ଲିଷ୍ଟରୁ ୯ ଲକ୍ଷରୁ ଉର୍ଦ୍ଧ୍ୱ ବାଦ: ସିଇଓ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଓଡିଶାରେ ମେ ୩୦ ତାରିଖରୁ ଆରମ୍ଭ ହେବ ଏସଆଇଆର । ଏନେଇ ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରସ୍ତୁତି , ପ୍ରଶିକ୍ଷଣ ମୁଦ୍ରଣ କାର୍ଯ୍ୟ ମେ ୨୦ରୁ ୨୯ ଯାଏଁ ଚାଲିବ । ମେ ୩୦ ତାରିଖରୁ ଘରକୁ ଘର ବୁଲିବେ ବିଏଲଓ । ରାଜ୍ୟରେ

ରାଜ୍ୟରେ ତେଲର ଅଭାବ ନାହିଁ, ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ : ମନ୍ତ୍ରୀ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ରାଜ୍ୟରେ ତେଲର ଅଭାବ ନାହିଁ । ଆହୁରି ୧୩ ଦିନ ତେଲ ମହଜୁଦ ଅଛି। ପେଟ୍ରୋଲ ସଙ୍କଟ ନେଇ ପ୍ରିତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ।ସାଧାରଣ ଲୋକ ଆତଙ୍କିତ ହୋଇ ପେଟ୍ରୋଲ ଡିଜେଲ କରୁଛନ୍ତି। ବୋତଲ, ଡବା ତେଲ ସଂରକ୍ଷଣ କରି ରଖୁଛନ୍ତି। ଆବଶ୍ୟକତାଠୁ ଅଧିକ ତେଲ