Browsing Category

ଦେଶ ବିଦେଶ

ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା

ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ 

ନିଜ ତବଲାର ଧ୍ୱନୀରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିବା ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ ଘଟିଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ

ମାଗଣାରେ ଅଧାର ଅପଡେଟ୍ କରିବା ତାରିଖ ବୃଦ୍ଧି ହେଲା  

ମାଗଣାରେ ଅଧାର ଅପଡେଟ୍ କରିବା ତାରିଖକୁ ବାରମ୍ବାର ବାରମ୍ବାର ବୃଦ୍ଧି କରାଯାଉଛି। ଏହା ପୂର୍ବରୁ ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ତା’ପରେ ଏହା ଡିସେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ଆଜି ଏହି ତାରିଖକୁ ପୁଣି ୧୪ ଜୁନ୍ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି

ସମ୍ଭଲର ଏକ ଶିବ-ହନୁମାନ ମନ୍ଦିରର କବାଟ ୪୬ ବର୍ଷ ପରେ ଖୋଲାଯାଇଛି ।

୪୬ ବର୍ଷ ପରେ ଖୋଲିଲା ମନ୍ଦିର । ଉତ୍ତରପ୍ରଦେଶ ସମ୍ଭଲର ଏକ ଶିବ-ହନୁମାନ ମନ୍ଦିରର କବାଟ ୪୬ ବର୍ଷ ପରେ ଖୋଲାଯାଇଛି । ଏହି ମନ୍ଦିରରେ ବର୍ଷ ବର୍ଷ ଧରି ପୂଜାର୍ଚ୍ଚନା କରାଯାଇନି । କୁହାଯାଏ ଯେ, ସାମ୍ପ୍ରଦାୟିକ କାରଣ ଯୋଗୁଁ ଶିବ-ହନୁମାନ ମନ୍ଦିରର କବାଟ ବନ୍ଦ କରି ଦିଆଯାଇଥିଲା

ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ୩ ଭାରତୀୟ

ବିଶ୍ବର ପ୍ରଭାବଶାଳୀ ମହିଳାଙ୍କ ଭିତରେ ଭାରତର ଦବଦବା । ୩ ମହିଳା ଲେଖିଲେ ସ୍ବର୍ଣ୍ଣିମ ଅକ୍ଷରରେ ନାଁ । ଫୋର୍ବସ୍ ୨୦୨୪ ବର୍ଷ ପାଇଁ ଦୁନିଆର ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଶିଳ୍ପ, ମନୋରଞ୍ଜନ, ରାଜନୈତିକ, ସାମାଜିକ ସେବା ଏବଂ ନୀତି

ଅମ୍ବାନୀ ପରିବାର ୯୯.୬ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ସହ ବିଶ୍ୱର ୮ମ ଧନୀ ପରିବାର

ୱାଲ୍‌ମାର୍ଟର ପ୍ରତିଷ୍ଠାତା ୱାଲ୍‌ମାର୍ଟ ୱାଲଟନ୍‌ଙ୍କ ପରିବାର ହେଉଛି ବିଶ୍ବର ସବୁଠୁ ବଡ଼ ଧନୀ ପରିବାର। ସେମାନଙ୍କ ପାଖରେ ୪୩୨.୪ ବିଲିଅନ୍ ଡଲାର ସମ୍ପତ୍ତି ରହିଛି। ୱାଲ୍‌ଟନ୍ ପରିବାରର ସମ୍ପତ୍ତି ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ସମ୍ପତ୍ତିଠାରୁ ବି ଅଧିକ ବୋଲି ବ୍ଲୁମ୍‌ବର୍ଗ ଜାରି

ବୋମାରେ ଉଡାଇଦେବାକୁ ଆରବିଆଇ ଗଭର୍ଣ୍ଣରଙ୍କୁ ଧମକପୂର୍ଣ୍ଣ ଇମେଲ

ମୁମ୍ବାଇ ସ୍ଥିତ ‍ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୁଖ୍ୟ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଆସିଛି ଧମକ। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା‌‌ଙ୍କ ଅଫିସିଆଲ ଇମେଲ ଆଇଡିକୁ ଏହି ଧମକ ଆସିଛି। ଗତକାଲି ଆସିଥିବା ଏହି ଇମେଲଟି ରୁଷୀୟ ଭାଷାରେ ଲେଖାଯାଇଛି। ଗତ ମାସରେ ମଧ୍ୟ ଏକ ସମାନ

ଆସନ୍ତା ମାସରୁ ଏଟିଏମରୁ ଉଠାଇ ପାରିବେ ପ୍ରୋଭିଡେଣ୍ଟ୍ ଫଣ୍ଡ୍

EPFO ସବସ୍କ୍ରାଇବର୍ସଙ୍କ ପାଇଁ ଖୁସି ଖବର । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ଦେଶର ୭ କୋଟି PF ଗ୍ରାହକଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛି । ଆସନ୍ତା ବର୍ଷ ୨୦୨୫ ମସିହାରେ PF ଆକାଉଣ୍ଟଧାରୀମାନେ ଏକ ବିଶେଷ ସୁବିଧା ପାଇ ପାରିବେ।ଇପିଏଫ୍‌ଓ ସଦସ୍ୟ ୨୦୨୫

ୱାନ ନେସନ, ୱାନ ଇଲେକ୍ସନ ବିଲ୍‌ କୁ ଅନୁମୋଦନ ।

‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ଏହା ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।କ୍ୟାବିନେଟ୍‌ ମଞ୍ଜୁରୀ ନେଇ ଜାତୀୟ ଗଣମାଧ୍ୟମରେ ହେଉଛି ଚର୍ଚ୍ଚା । ସୂଚନାମୁତାକ, ୱାନ ନେସନ, ୱାନ

ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଶୁଣାଣି, ଛାଡ଼ପତ୍ର ଓ ଭରଣପୋଷଣ ପାଇଁ ୮ ସୂତ୍ରୀ ଫର୍ମୁଲା

ବେଙ୍ଗାଲୁରୁରେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଚର୍ଚ୍ଚା ଚାଲିଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଛାଡ଼ପତ୍ର ଓ ଭରଣ ପୋଷଣ ପାଇଁ ୮ ସୂତ୍ରୀ ଫର୍ମୁଲା ନର୍ଦ୍ଧାରିତ କରିଛନ୍ତି ସୁପ୍ରିମକୋର୍ଟ । ଶାଶୂଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯାତନାରୁ