Browsing Category
ଦେଶ ବିଦେଶ
ଆମେରିକାରେ ତୈଳ ବିଶୋଧନାଗାର ଖୋଲିବ ରିଲାଏନ୍ସ !
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେକ୍ସାସରେ ୩୦୦ ବିଲିୟନ ଡଲାରର ତୈଳ ବିଶୋଧନାଗାର ଚୁକ୍ତି ଘୋଷଣା କରିଛନ୍ତି। ଏଥିପାଇଁ ସେ ଭାରତୀୟ କମ୍ପାନି ରିଲାଏନ୍ସକୁ ଧନ୍ୟବାଦ ଦେଇଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରି ଟ୍ରମ୍ପ କହିଛନ୍ତି, ଏହି ବିଶୋଧନାଗାର!-->…
ଅଧା ଦିଲ୍ଲୀର ସ୍ଥିତି ଭୟାନକ,ଦିଲ୍ଲୀର ୪୪% ଜଳ ନମୁନା ସୁରକ୍ଷା ପରୀକ୍ଷାରେ ଫେଲ୍
ବାୟୁ ପରେ ଏବେ ଦିଲ୍ଲୀରେ ଜଳ ଚିନ୍ତା। ରାଜଧାନୀବାସୀ ପିଉଛନ୍ତି ବିଷାକ୍ତ ଜଳ।ଦିଲ୍ଲୀର ୧୮ଟି ସ୍ଥାନରେ ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ସାତ ଦିନିଆ ଜଳ ନମୁନା ପରୀକ୍ଷା କରାଯାଇଥିଲା। ଶ୍ରୀରାମ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ସହିତ କରାଯାଇଥିବା ଏହି ଅଧ୍ୟୟନରୁ ପ୍ରଦୂଷଣର!-->…
ସଂଘର୍ଷ ଭାରତ ପାଇଁ ବିଶେଷ ଚିନ୍ତାର ବିଷୟ: ମଧ୍ୟପ୍ରାଚ୍ୟ ସଙ୍କଟ ନେଇ କହିଲେ ଜୟଶଙ୍କର
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ରାଜ୍ୟ ସଭାରେ କହିଛନ୍ତି, ସରକାର ଏହି ଅଞ୍ଚଳରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି। ଭାରତ ଚାହେଁ ଯେ, ଏହି ସଙ୍କଟର ସମାଧାନ କୂଟନୀତି ଓ ଆଲୋଚନା!-->…
ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ମୋଦିଙ୍କ ପ୍ରତିକ୍ରିୟା, ଶାନ୍ତି ରଖିବା ପାଇଁ କଲେ ଅପିଲ୍
ମଧ୍ୟପ୍ରାଚ୍ୟରେ ବଢୁଥିବା ଆକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ସାମ୍ନାକୁ ଆସିଛି । ମୋଦି କହିଛନ୍ତି,ବିଶ୍ବରେ ଚାଲିଥିବା ବିଭିନ୍ନ ବିବାଦ ନେଇ ଭାରତର ଚିନ୍ତାଧାରା ସମ୍ପୂଣ ସ୍ପଷ୍ଟ। ଆମେ ଶାନ୍ତି ବଜାୟ ରଖିବାକୁ ସମର୍ଥନ କରିଆସିଛୁ। ପଶ୍ଚିମ ଏସିଆର ବର୍ତ୍ତମାନର!-->…
ଏବେ ଥମିବନି ମହାଯୁଦ୍ଧ, ୪ ସପ୍ତାହ ଯାଏ ଜାରି ରହିବ ଲଢ଼େଇ: ଟ୍ରମ୍ପ
ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଆମେରିକା ଏବେ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି। ଏକ ବଡ଼ ଆକ୍ରମଣରେ, ଆମେରିକୀୟ ସେନା ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ(ଆଇ୍ଆର୍ଜିସି)ର!-->…
ଦଶମ ବୋର୍ଡ ପରୀକ୍ଷା ବେଳେ ଶୌଚାଳୟରେ ଛାତ୍ରୀ କଲେ ପ୍ରସବ
ସାରା ଦେଶରେ ଚାଲିଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ମଧ୍ୟପ୍ରଦେଶରେ ବି ପରୀକ୍ଷା ଦେଉଛନ୍ତି ହଜାର ହଜାର ଛାତ୍ରୀ । ତେବେ ଧାର ଜିଲ୍ଲାର ପରୀକ୍ଷା ହଲ୍ରୁ ନଜର ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ।। ସେକ୍ଟର-୧ ଥାନା ଅଞ୍ଚଳର ବୋର୍ଡ ପରୀକ୍ଷା କେନ୍ଦ୍ରକୁ ଗଣିତ ପରୀକ୍ଷା ଦେବାକୁ ଆସିଥିବା ଜଣେ!-->…
ବଡ଼ ବିସ୍ଫୋରଣ କରିବାକୁ ଲସ୍କର-ଏ-ତୋଏବାର ଯୋଜନା: ପୁଣି ଲାଲକିଲ୍ଲା ଉପରେ ଆତଙ୍କୀ ଆଖି!
ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ରାଜଧାନୀ ଦିଲ୍ଲୀ । ବଡ଼ ଧରଣର ବିସ୍ଫୋରଣ କରିବାକୁ ଲସ୍କର-ଏ-ତୋଏବାର ଯୋଜନା । ବିଭିନ୍ନ ବଡ଼ ବଡ଼ ମନ୍ଦିରକୁ ଟାର୍ଗେଟ୍ କରିଛି ଆତଙ୍କୀ ସଂଗଠନ । ଗୁଇନ୍ଦା ସୂଚନା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଛି । ଦିଲ୍ଲୀର ଚାନ୍ଦନୀଚୌକରେ ଥିବା ଏକ!-->…
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଲେଡି ଡନ୍ ମାଡାମ୍ ଜହର ଗିରଫ
ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଡ୍ରଗ୍ସ ସିଣ୍ଡିକେଟ୍ରେ ଜଡିତ ଥିବା ଅଭିଯୋଗରେ ପୁଲିସ ଜଣେ ମହିଳା ଡନ୍ ଖୁସନୁମା ଅନସାରୀ ଓରଫ ନେହାଙ୍କୁ ଗିରଫ କରିଛି । ନେହା ଗ୍ୟାଙ୍ଗ ମଧ୍ୟରେ "ମାଡାମ୍ ଜେହେର" ନାମରେ ଜଣାଶୁଣା। ତଦନ୍ତରୁ ଜଣାପଡିଛି ଯେ ନେହା ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ବ୍ୟୁଟି ପାର୍ଲର!-->…
ପତ୍ନୀଙ୍କୁ ହତ୍ୟା କରି ପୂର୍ବତନ ଇସ୍ରୋ କର୍ମଚାରୀ ଗିରଫ
ପୂର୍ବତନ ଇସ୍ରୋ କର୍ମଚାରୀ ପତ୍ନୀଙ୍କୁ ହତ୍ୟା କରି ଏବେ ପୋଲିସ ହେପାଜତରେ | ବେଙ୍ଗାଲୁରୁରେ ଇସ୍ରୋର ଜଣେ ପୂର୍ବତନ କର୍ମଚାରୀ ନାଗେଶ ରାଓଙ୍କୁ ନିଜ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଗତ କିଛି ଦିନ ହେବ ସେ ଚାପଗ୍ରସ୍ତ ରହୁଥିଲେ ଏବଂ ତାଙ୍କ ଚିକିତ୍ସା ଚାଲିଥିଲା। ତାଙ୍କ!-->…
ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଲେ ବିରାଟ-ଅନୁଷ୍କା
ଭାରତୀୟ କ୍ରିକେଟ୍ ଟିମର ସୁପରଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ବୃନ୍ଦାବନର ଲୋକପ୍ରିୟ ସନ୍ଥ ଶ୍ରୀ ପ୍ରେମାନନ୍ଦ ଜୀ ମହାରାଜଙ୍କ ମନ୍ଦିରରେ ପହଞ୍ଚିଛନ୍ତି । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଲଗାତାର ୩ ରୁ ୪ ବର୍ଷ ଧରି ଧର୍ମ, ବିଶ୍ୱାସ ଏବଂ!-->…