ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଙ୍କ ଜନ ଅଭିଯୋଗ ଶୁଣାଣି । 

ଭୁବନେଶ୍ୱର(ରାଜ୍ୟକାହାଣୀ)ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ବାତ୍ୟାର ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଅଭିଯୋଗ ଶୁଣାଣି ବନ୍ଦ ରଖାଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ

ଏଣିକି ଥାନାରେ ପୋଲିସଙ୍କ ଦେହରେ ଲାଗିଲା କ୍ୟାମେରା

ଭୁବନେଶ୍ୱର(ରାଜ୍ୟକାହାଣୀ)ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୁଲିସ। ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସର ନୂଆ ଯୋଜନା। ଥାନା ରିସେପସନ୍‌ ଦାୟିତ୍ୱରେ ଥିବା ଅଧିକାରୀ ବଡିରେ କ୍ୟାମେରା ଲାଗିଲା।ସବୁ ଥାନାକୁ ଦିଆଯିବ ବଡ଼ି କ୍ୟାମେରା । ଥାନାରେ

ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର(ରାଜ୍ୟକାହାଣୀ) ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ନେଇଛି। ରାଜଧାନୀର ସବୁ ଆପାର୍ଟମେଣ୍ଟରେ ଆଇପି ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି।ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ଏହା ନିଶ୍ଚିତ କରିବେ । କ୍ୟାମେରାରେ କଏଦ

ଯିଏ ସରକାରୀ ମେଡ଼ିକାଲ୍‌ରେ ପ୍ରସବ କରାଇବ, ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡ଼ିବ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଅନୁଗୋଳ ଜିଲ୍ଲାରେ।ପରାଚାଟ ଗାଁର ପ୍ରତାପ ସାହୁଙ୍କ ପତ୍ନୀ ରୀତା ଗର୍ଭବତୀ ଥିଲେ। ଗତ ୨୫ ତାରିଖରେ ସିଏ ଗର୍ଭ ଯନ୍ତ୍ରଣା ପାଇଥିଲେ। ତେଣୁ ପ୍ରତାପ ତାଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ମେଡ଼ିକାଲ୍‌ରେ ପ୍ରସବ

ସାହସୀ ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ମିଳିଲା ପିଏମ୍‌ ଆବାସ ଘର

ଭୁବନେଶ୍ୱର(ରାଜ୍ୟକାହାଣୀ) ସାହସୀ ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ମିଳିଲା ପିଏମ୍‌ ଆବାସ ଘର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିବାନୀଙ୍କ ଘର କାର୍ଯ୍ୟାଦେଶ ଦେଇଛି ଜିଲ୍ଲା ପ୍ରଶାସନ |ବାତ୍ୟା ‘ଦାନା’ ଆସିବା ପୂର୍ବରୁ ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ

ରବିବାରରୁ ପାଗ ଶୁଖିଲା ରହିବ 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଓ୍ବେଲ୍ ମାର୍କଡ୍ ଲୋ ପ୍ରେସରରେ ରହିଛି । ଏହାର ଆଉ ବିଶେଷ ପ୍ରଭାବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।ରବିବାର ଠାରୁ ପାଗ ଶୁଖିଲା ରହିବ । କାଁ ଭାଁ ଜଳୀୟବାଷ୍ପ

ଭୁବନେଶ୍ୱର ଏୟାରପୋର୍ଟରେ ବାଘ ନୁହେଁ ବିଲୁଆ ବୁଲୁଛି 

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜଧାନୀ ଭୁବନେଶ୍ୱରରେ କଲରାପତରିଆ ବାଘ ଆତଙ୍କ । ବିମାନବନ୍ଦର ଅଞ୍ଚଳରେ ଗୋଟିଏ କଲରାପତରିଆ ବାଘକୁ ଦେଖିଥିବା, ସେଠାରେ କାମ କରୁଥିବା ଦୁଇ ଜଣ ମହିଳା ଦାବି କରିଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।ବେ ବାଘକୁ ଠାବ କରିବା ପାଇଁ ବନ ବିଭାଗର

ୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ । ୟୁଜିସିର ଲୋଗେୁ କିମ୍ବା ନାମକୁ ଅନାଧିକୃତ ଭାବେ ବ୍ୟବହାର କରୁଥିଲେ ଏବେଠୁ ସାବଧାନ ହୁଅନ୍ତୁ । ଏପରି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନେବେ ୟୁଜିସି । ଏପରି କଡା ଚେତାବନୀ ୟୁଜିସି ପକ୍ଷରୁ

ଜଙ୍ଗଲୀ ଜନ୍ତୁ ମାଂସ ଓ ଚମଡା ସହ ଧରା ହେଲେ ବାବା

ଭୁବନେଶ୍ୱର(ରାଜ୍ୟକାହାଣୀ)ଧରାପଡିଲେ ପୁଣି ଜଣେ ବିବାଦୀୟ ବାବା । ଏଥର ବି ସେହି କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରୁ ଆସିଛି ଖବର । ବାରହା ମାଂସ ରୋଷେଇ କରୁଥିବା ସମୟରେ ବନ ବିଭାଗ ଚଢାଉ କରିଥିଲା । ନରସିଂହପୁର ପୂର୍ବ ବନବିଭାଗ ଚଢ଼ାଉ କରି ଆତଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ଦାସଙ୍କୁ ନିଜ

ବାତ୍ୟା କ୍ଷୟକ୍ଷତିରେ କେଉଁ ଚାଷୀଙ୍କୁ କେତେ ସହାୟତା ରାଶି ମିଳିବ

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ଛଡାଇନେଲା ବର୍ଷକର ଦାନା ପାଣି । ବାତ୍ୟା ପରେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ୧ ଲକ୍ଷ ୭୫ହଜାର ଏକର ଫସଲ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର, ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର, ବାଲେଶ୍ବରରେ ୩୧୪୦ ହେକ୍ଟର , ମୟୂରଭଞ୍ଜରେ ୨୩୮୧ ,