ଅକ୍ଟୋବର ୨୯ ତାରିଖରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଅକ୍ଟୋବର ୨୯ ତାରିଖରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏଥିରେ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ମିଳିବ । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ

ଖୁବ୍ ଶୀଘ୍ର ମିଳିବ ସୁଭଦ୍ରା ଟଙ୍କା : ଉପ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା 

ଭୁବନେଶ୍ୱର(ରାଜ୍ୟକାହାଣୀ) ସରକାରଙ୍କ ‘ସୁଭଦ୍ରା’ ଯୋଜନାର କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାକି ରହିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍‌ଶୀଘ୍ର ସୁଭଦ୍ରା ଟଙ୍କା ମିଳିବ|ଏଯାଏଁ ୧ କୋଟି ୬୦

ଯନ୍ତାରୁ କାଢି ଶିମିଳିପାଳରେ ଛଡାଗଲା ନୂଆ ମହାବଳ ବାଘୁଣୀ।।

ଭୁବନେଶ୍ୱର(ରାଜ୍ୟକାହାଣୀ) ମହାରାଷ୍ଟରୁ ଆସିଥିବା ବାଘୁଣୀକୁ ସିମିଳିପାଳ କୋର୍ ଅଞ୍ଚଳରେ ଛଡ଼ାଗଲା । ସଠିକ୍ ଭାବେ କୋର୍ ଅଞ୍ଚଳରେ ଏନକ୍ଲୋଜରରେ ଛଡ଼ାଯାଇଛି । ବାଘୁଣୀ ସଂପୂର୍ଣ୍ଣ ଭାବେ ସୁସ୍ଥ ସବଳ ଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ । ବାଘୁଣୀକୁ ଆଜି

ମଙ୍ଗଳବାର ଜନପଥରେ ପଥୋତ୍ସବ ଆରମ୍ଭ 

ଭୁବନେଶ୍ୱର(ରାଜ୍ୟକାହାଣୀ) ମୌସୁମୀ ଫେରିବା ପରେ ରାଜଧାନୀ ଭୁବନେଶ୍ୱରକୁ ସଅଳ ଶୀତ ଋତୁକୁ ଟାଣି ଆଣିଛି ବାତ୍ୟା ଦାନା। ସକାଳୁ ସକାଳୁ କୁହୁଡି ଦେଖିବାକୁ ମିଳୁଥିବା ବେଳେ ରାତିରେ ଥଣ୍ଡା ମଧ୍ୟ ଅନୁଭୂତ ହେଉଛି। ଏଭଳି ଶୀତୁଆ ପାଗକୁ ଆହୁରି ମଜାଦାର କରିବାକୁ ଖୁବଶୀଘ୍ର ରାଜଧାନୀକୁ ଫେରୁଛି

ଖାଇବା ତେଲର ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଖାଉଟି

ପାର୍ବଣ ଋତୁରେ ଖାଇବା ତେଲ ଦର ଆକାଶଛୁଆଁ । ନିରନ୍ତର ଭାବେ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି । ଗତ ମାସ ତୁଳନାରେ ଚଳିତ ମାସରେ ପାମ୍‌ ଅଏଲ୍ ଦର ୩୭% ବଢ଼ିଗଲାଣି । ଫଳରେ ଏହା ହାଣ୍ଡିଶାଳ ବଜେଟକୁ ପ୍ରଭାବିତ କରିଛି । ପନିପରିବା, ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ

ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ଚଳଚଞ୍ଚଳ ଶୈବପୀଠ । 

ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ‌ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ୱର ଙ୍କ ପୀଠ । ଧାର୍ମିକ ବିଶ୍ବାସ ରହିଛି ଏହି ଦିନରେ ଦେବ ଦେବ ମହାଦବେଙ୍କୁ ର୍ଦଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ । କାହାର ସନ୍ତାନ ହେଉନାହିଁ, କାହା

ଆନ୍ଧ୍ରପ୍ରଦେଶର ତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ। 

ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ, ପଶ୍ଚିମବଙ୍ଗ, ଆନ୍ଧ୍ର ପରେ ଏବେ ଉତ୍ତରପ୍ରଦେଶ ରହିଛି ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ। ଏଥିରୁ ବାଦ୍‌ ପଡ଼ିନି ଫାଇଭ୍‌ ଷ୍ଟାର ହୋଟେଲ୍‌। ଦୀପାବଳି

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତାବର୍ଷରୁ ଆରମ୍ଭ ହେବ ଜନଗଣନା

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆସନ୍ତାବର୍ଷଠାରୁ ଦେଶରେ ଜନଗଣନା ଆରମ୍ଭ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ। ଜନଗଣନା ଆସନ୍ତାବର୍ଷ ୨୦୨୫ରୁ ୨୦୨୬ ପର୍ଯ୍ୟନ୍ତ ହେବ।ସୂଚନାନୁଯାୟୀ, ବର୍ତ୍ତମାନ ଜନଗଣନା ଚକ୍ର ମଧ୍ୟ ବଦଳିଯିବ। ଅଦ୍ୟାବଧି ଦଶନ୍ଧି

ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ପୁଅ ବଦଳରେ ଥିଲା ଗୋଟେ ଝିଅ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ସରକାରୀ ମେଡିକାଲରେ ଆଜି ଏକ ଅଜବ ଘଟଣା ଘଟିଛି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଆଉ ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରିଲେ ଓ ବଦଳ ହୋଇଥିବା ପୁଅକୁ ନିଜ ବାପା ମାଆଙ୍କୁ ଫେରାଇଲେ। ଏଭଳି ଅଜବ ଚିତ୍ର କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ

ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୧୦ ବଖରା ଘର

ଭୁବନେଶ୍ୱର(ରାଜ୍ୟକାହାଣୀ) ଖଲ୍ଲିକୋଟ ଥାନା କମଳାପଦରରେ ଘଟିଲା ଅଘଟଣ । ନିଆଁ ଲାଗି ୩ ପରିବାରର ୧୨ ବଖରା ଘର ଭସ୍ମିଭୂତ । ଅଳ୍ପକେ ବର୍ତ୍ତିଲେ ଲୋକେ । ଆଜି ଭୋର ସମୟରେ ହଠାତ୍‌ ଜଣଙ୍କ ଘରେ ଏକ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ଫଳରେ ହୁତୁହୁତୁ ହୋଇ ନିଆଁ ଜଳିବା ସହ ଆଖି