ରାଷ୍ଟ୍ରପତି ଭବନରେ ୪ କୋଣାର୍କ ଚକ ପ୍ରତିକୃତି ସ୍ଥାପିତ କରାଯାଇଛି 

ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ନୂଆଦିଲ୍ଲୀର ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକ୍ରର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିବା ଏବଂ ପ୍ରୋତ୍ସାହିତ କରିବା ଏହି ପ୍ରତିଷ୍ଠାର ଉଦ୍ଦେଶ୍ୟ।ଓଡ଼ିଶାର

ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି  ବାଲିଯାତ୍ରା । ତେବେ ଉପର ପଡିଆରେ ହେବନି ବାଲି ଯାତ୍ରା 

ଭୁବନେଶ୍ୱର(ରାଜ୍ୟକାହାଣୀ) ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ବାଲିଯାତ୍ରା । ବାଲିଯାତ୍ରା ଉପର ପଡିଆକୁ ମନା । କଟକ ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ପରାମର୍ଶ ରହିଛି ।ଏହାସହ ହାଇକୋର୍ଟ କହିଛନ୍ତି, ଜିଲ୍ଲାପାଳ ବିଭିନ୍ନ ବିଭାଗ ସହ ଆଲୋଚନା

ନଭେମ୍ବର ୨୬ରୁ ଡିସେମ୍ବର ୩୧ ବିଧାନସଭା ଶୀତ ଅଧିବେଶନ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ନଭେମ୍ବର ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ନଭେମ୍ବର ୨୬ରେ ଅତିରିକ୍ତ ବଜେଟ ଉପସ୍ଥାପନା କରାଯିବ । ଏନେଇ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ଜାରି କରାଯାଇଛି । ଡିସେମ୍ବର ୩୧ ଯାଏଁ ଚାଲିବ ଏହି ଶୀତ କାଳୀନ ଅଧିବେଶନ

ଗ୍ରାହକଙ୍କ ପାଇଁ ଖୁସି ଖବର: ପୂର୍ବପରି କମିପାରେ ମୋବାଇଲ୍ ରିଚାର୍ଜ

ଜୁଲାଇ ମାସରେ ଘରୋଇ ଟେଲିକମ କମ୍ପାନୀଗୁ଼ଡ଼ିକ ଟାରିଫ ମହଙ୍ଗା କରିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। କିଛି ଗ୍ରାହକ ବ୍ୟବହାର କରୁଥିବା ସର୍ଭିସ୍ ଛାଡ଼ି ବିଏସଏନଏଲକୁ ଚାଲିଯାଇଥିଲେ। ଆଉ ଘରୋଇ ଟେଲିକମ୍‌ କମ୍ପାନୀଗୁଡ଼ିକ ଗ୍ରାହକ ହରାଇବା ପରେ ଏବେ ରିଚାର୍ଜ

ଏହି ଦିନ ଅଙ୍ଗନବାଡି କର୍ମୀ ପାଇବେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର(ରାଜ୍ୟକାହାଣୀ)ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ମଧ୍ୟ ‘ସୁଭଦ୍ରା’ ଯୋଜନାରେ ସାମିଲ କରିଛନ୍ତି। ଏହା ଦ୍ବାରା ଏହି ଯୋଜନାରୁ ବାଦ୍‌ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀମାନେ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବେ। ବାଦ୍‌ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ସୁଭଦ୍ରା

ରାଜଧାନୀରେ ଆନାସ୍ତେସିଆ ଦେଇ ସ୍ତ୍ରୀକୁ ହତ୍ୟା କଲା  ସ୍ୱାମୀ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜଧାନୀରେ ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଗତ ୨୮ ତାରିଖରେ ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମର ଓ ତାଙ୍କର ଦୁଇ ଜଣ ସହଯୋଗୀ ଯୁବତୀଙ୍କୁ ଗିରଫ କରିଛି ଭରତପୁର

କୋଲକାତାରେ ପୁଣି ଲଜ୍ୟା; ରୋଗୀଙ୍କୁ ଦୁଷ୍କର୍ମ କରି ଡାକ୍ତର ଗିରଫ

କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାରେ ମୃତା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦାବିରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଥିଲା। ଏବେ

ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପାଇଁ ସରକାର ଆଣିବେ ନିୟମ : ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର(ରାଜ୍ୟକାହାଣୀ) ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଯାତ୍ରାରେ ଅଶ୍ଲୀଳ ନୃତ୍ୟ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ ଅଟେ ।

ହାଇକୋର୍ଟଙ୍କ ନିଷ୍ପତ୍ତି : ୨୦ରୁ କମ ପିଲା ଥିଲେ ସ୍କୁଲ ବନ୍ଦ 

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟ ସରକାରଙ୍କ ସ୍କୁଲ ନିଷ୍ପତ୍ତି କାଏମ ରଖିଥିଲେ ହାଇକୋର୍ଟ । ୨୦ରୁ କମ ପିଲା ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ କାଏମ ରଖିଛନ୍ତି ।

ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର(ରାଜ୍ୟକାହାଣୀ) ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଜେଲ୍ ଯିବେ । ବୁଧବାର ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ନିମ୍ନ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ରାମମୂର୍ତ୍ତି ।