ହେଡଫୋନ ଲଗେଇ ଟ୍ରାକ୍‌ରେ ବସିଥିଲେ ଛାତ୍ର ଆଉ ପରେ….

ମୋବାଇଲ ମାନିଆ ହେଲା କାଳ। ଅକାଳରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ହେଡଫୋନ୍‌ ଦେଇ ଯୁବକଜଣକ ରେଲୱେ ଟ୍ରାକ୍‌ରେ ମୋବାଇଲ ଦେଖୁଥିବା ବେଳେ ମାଡ଼ିଗଲା ଟ୍ରେନ୍‌ । ଏପରି ଏକ ଅଘଟଣ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି|ମୃତକ ୨୦ ବର୍ଷୀୟ ମାନରାଜ ତୋମାର ବୋଲି ଜଣାଯାଇଛି। ସେ ଜଣେ ବିବିଏ

୮୨ ବର୍ଷରେ ଓଡ଼ିଆରେ ଏମ୍‌ଏ ପାସ୍‌ କଲେ ଗୋପୀନାଥ

ଭୁବନେଶ୍ୱର(ରାଜ୍ୟକାହାଣୀ) ପାଠ ପଢ଼ିବାର ବୟସସୀମା ନ ଥାଏ। ସେଥିପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳର ଆବଶ୍ୟକତା ଅଛି। ବୟସ ଯେତେ ବି ହେଉ କୌଣସି ପ୍ରତିବନ୍ଧକ ସୃଷ୍ଟି କରି ପାରେନାହିଁ ବୋଲି ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ମେଘପୁର ଗାଁର ୮୨ ବର୍ଷୀୟ ଗୋପୀନାଥ

ନଭେମ୍ବର ୧ରୁ  ୭ ମାସ ଧରି ଅଲିଭ୍‌ରିଡ୍‌ଲେ କଇଁଛ ପାଇଁ କଟକଣା 

ଭୁବନେଶ୍ୱର(ରାଜ୍ୟକାହାଣୀ) ନଭେମ୍ବର ୧ରୁ ଆରମ୍ଭ ହେଉଛି ଅଲିଭ ରିଡ୍‌ଲେ କଇଁଛ ଲାଗି କଟକଣା ଆରମ୍ଭ ହେବ। ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଭାବେ ୧୪୩୭ ବର୍ଗ କି.ମି. ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏ ୧୬୦ କି.ମି. ପର୍ଯ୍ୟନ୍ତ ଲାଗିବ

ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ମାନୁନାହାନ୍ତି,ଆଜି ଦୀପାବଳି ପାଳିଲେ ଅଶୁଭ! 

କୁମାର ପୂର୍ଣ୍ଣିମା ପରେ ପୁଣିଥରେ କାଳୀପୂଜା ଓ ଦୀପାବଳି ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି। ଚଳିତବର୍ଷ ପାଞ୍ଜି ଓ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ୱନ୍ଦ୍ୱ ରହିଛି। ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା

୨୮ ଲକ୍ଷ ଦୀପରେ ଆଲୋକିତ ହେଲା ରାମ ନଗରୀ; ଦୁଇଟି ଗିନିଜ୍ ୱାର୍ଲଡ ରେକର୍ଡ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ବୁଧବାର ଭବ୍ୟ ଏବଂ ଦିବ୍ୟ ଦୀପୋତ୍ସବ ଆୟୋଜନ କରାଯାଇଛି । ଏହି ଅବସରରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ପ୍ରଜ୍ୱଳନ କରି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରାଯାଇଛି । ଏହାସହ ବ୍ୟତୀତ ୧୧୨୧ ଜଣ ଏକାସଙ୍ଗରେ ସରଯୂ ନଦୀ କୂଳରେ ଆଳତୀ କରି ଦ୍ୱିତୀୟ ରେକର୍ଡ କରିଛନ୍ତି

ପୁରୀ ଷ୍ଟେସନରୁ ୧୫୦ ଅଫୁଟା ଗୁଳି ଜବତ

ଭୁବନେଶ୍ୱର(ରାଜ୍ୟକାହାଣୀ) ଟ୍ରେନରୁ ମିଳିଲା ଗୁଳି। ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫ ପ୍ୟାକେଟ୍ ଜୀବନ୍ତ ଗୁଳି ଜବତ । ପୁରୀ ରେଳ ଷ୍ଟେସନରୁ ଜବତ ହୋଇଛି ଏହି ଗୁଳି । ସୂଚନା ଅନୁସାରେ ଦୀପାବଳି ପାଇଁ ଷ୍ଟେସନରେ ଜୋରଦାର ଯାଞ୍ଚ ଚାଲିଥିଲା । ଆଉ ଯାଞ୍ଚରୁ ଏହା ଭିତରୁ ୧୫୦ଟି ୮ ଏମଏମ ଗୁଳି

ଦୀପାବଳି ପୂର୍ବରୁ ଆଲର୍ଟ,ସବୁଜ ବାଣ ବ୍ୟବହାର କରନ୍ତୁ |

ଭୁବନେଶ୍ୱର(ରାଜ୍ୟକାହାଣୀ)ଦୀପାବଳିରେ ଫୁଟିବନି କେମିକାଲଯୁକ୍ତ ବାଣ । କାରଣ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାରେ ଲାଗିଛି ରୋକ୍‌ । କେବଳ ଗ୍ରୀନ୍ କ୍ରାକର ବା ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏଠି ପ୍ରଶ୍ନ ଉଠୁଛି, ଗ୍ରୀନ୍‌ କ୍ରାକର କ’ଣ ?

ଆଜି ଆଲୋକର ପର୍ବ ଦୀପାବଳି । 

ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ। ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ ।ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ

୨ ଲକ୍ଷ ଟଙ୍କାର ଲେଦର ବ୍ୟାଗକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ଜୟା

ଦୁଇ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଗ ଧରି ସମାଜିକ ଗଣମାଧ୍ୟମରେ ସମାଲୋଚନାର ଶିକାର ହୋଇଥିବା ଆଧ୍ୟାତ୍ମିକ ପ୍ରବଚକ ଜୟା କିଶୋରୀ ମୁହଁ ଖୋଲିଛନ୍ତି। ସେ ବିବାଦ ଉପରେ ପ୍ରତିକ୍ରିୟା ରଖି ବଡ଼ କଥା କହିଛନ୍ତି।ସେ କହିଛନ୍ତି, ସବୁବେଳେ ସନାତନ ଧର୍ମକୁ ଟାର୍ଗେଟ କରାଯାଇଥାଏ। ଏଥର ମଧ୍ୟ ଠିକ୍‌

ରାଷ୍ଟ୍ରପତି ଭବନରେ ୪ କୋଣାର୍କ ଚକ ପ୍ରତିକୃତି ସ୍ଥାପିତ କରାଯାଇଛି 

ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ନୂଆଦିଲ୍ଲୀର ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକ୍ରର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିବା ଏବଂ ପ୍ରୋତ୍ସାହିତ କରିବା ଏହି ପ୍ରତିଷ୍ଠାର ଉଦ୍ଦେଶ୍ୟ।ଓଡ଼ିଶାର