ଇନ୍ଦୋର ଡାଇରିଆରେ ମଲେଣି ୯ଜଣ ଲୋକ, ଲ୍ୟାବ୍ ରିପୋର୍ଟରେ ଜଣାପଡିଲା କାରଣ

ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଥିବା ଡାଇରିଆ ବା ଝାଡାବାନ୍ତି ପାଇଁ ଏବେ ସବୁଠି ଚର୍ଚ୍ଚା । ତେବେ ପାନୀୟ ଜଳରେ ଡ୍ରେନ୍ ପାଣି ମିଶିଯିବାରୁ ଏତେ ବଡ ଘଟଣା ଘଟିଥିବା ଲ୍ୟାବ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।ରିପୋର୍ଟ ଅନୁସାରେ, ସହରରେ ହଠାତ ଶତାଧିକ ଲୋକ ଡାଇରିଆରେ ପୀଡିତ ହୋଇଥିଲେ । ଧିରେ…

ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‌,୧୫ ତାରିଖ ଯାଏ ଚାଲିବ ପରୀକ୍ଷା

 ରାଜ୍ୟ କାହାଣୀ ( ଭୁବନେଶ୍ଵର)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଜାନୁଆରୀ ୧୫ ତାରିଖ ଯାଏ ପରୀକ୍ଷା ଚାଲିବ ।ଆସନ୍ତା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯାଏ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା ହେବ । ତେବେ ବିଜ୍ଞାନ, କଳା,…

ଚିଲିକାରେ ଭସାପୋଲ ଅଘଟଣ : ଚିଲିକାରେ ଦିନ ୧୧ଟା ଯାଏଁ ଡଙ୍ଗା ଚଳାଚଳ ବନ୍ଦ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଚିଲିକାରେ ଦିନ ୧୧ଟା ଯାଏ ଡଙ୍ଗା ଚଳାଚଳ ବନ୍ଦ । ପ୍ରବଳ କୁହୁଡ଼ି ଯୋଗୁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି ।ଗତକାଲି ଘନ କୁହୁଡ଼ି…

ଅସହ୍ୟ ଶୀତରେ ଥରୁଛି ଓଡ଼ିଶା, ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ,

ରାଜ୍ୟ କାହାଣୀ (ଭୁବନେଶ୍ଵର)ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ । ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

ଭୁବନେଶ୍ୱର, ( ରାଜ୍ୟ କାହାଣୀ)ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ଗୁରୁବାର ହସ୍ପିଟାଲ ପରିସରରେ ନୂଆବର୍ଷ ପାଳନ କରାଯାଇଛି । ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପରିବାର ପକ୍ଷରୁ ଆୟୋଜିତ ଏହି…

ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ମହାସମର ପାଇଁ କାଉଣ୍ଟଡାଉନ୍ ଆରମ୍ଭ

ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରସିଦ୍ଧ ଖଣ୍ଡଗିରି ମେଳା ଆସୁଛି । ମାଘ ସପ୍ତମୀରୁ ଆରମ୍ଭ ହେବ ମାଘମେଳା । ଏଥିସହ ଆରମ୍ଭ ହୋଇଯିବ ଖଣ୍ଡଗିରି ଯାତ୍ରା ମହସମର ।ଚଳିତ ଖଣ୍ଡଗିରି ଯାତ୍ରା ମହାସମରରେ ଭାଗ୍ୟ ପରୀକ୍ଷା କରିବେ ମୋଟ ୧୨ଟି ଅପେରା ପାର୍ଟି । ସେଥିମଧ୍ୟରେ ଅଶୋକ ସମ୍ରାଟ, ତୁଳସୀ…

ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କର ଆଜି ୫୧ତମ ଜନ୍ମଦିନ

ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଆଜି ୫୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅଭିନେତ୍ରୀଙ୍କ ଜନ୍ମ ୧ ଜାନୁଆରୀ ୧୯୭୫ ମସିହାରେ ମୁମ୍ବାଇରେ ହୋଇଥିଲା। ୧୯୯୦ ଦଶକରେ ବଲିଉଡରେ ଡେବ୍ୟୁ କରିଥିବା ସୋନାଲି ବେନ୍ଦ୍ରେ ତିନି ଖାନ, ଗୋବିନ୍ଦା, ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ଅନ୍ୟାନ୍ୟ ପ୍ରମୁଖ…

ପରସ୍ପରକୁ ପରମାଣୁ ସ୍ଥାନ ତାଲିକା ହସ୍ତାନ୍ତର କଲେ ଭାରତ-ପାକିସ୍ତାନ

ଭାରତ ଏବଂ ପାକିସ୍ତାନ ଗୁରୁବାର ଦିନ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ପରମାଣୁ ପ୍ରତିଷ୍ଠାନର ଏକ ତାଲିକା ଆଦାନପ୍ରଦାନ କରିଛନ୍ତି ଯାହା ଉଭୟ ପକ୍ଷଙ୍କୁ ପରସ୍ପରର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ବାରଣ କରିଥାଏ। ନୂତନ ବର୍ଷ ଆରମ୍ଭରେ ଏହି ଅଭ୍ୟାସ ତିନି…

ଜାନୁଆରୀ ମାସରେ ଜାଣନ୍ତୁ କେବେ କେବେ ଛୁଟି ରହିବ ବ୍ୟାଙ୍କ ?

ଜାନୁଆରୀ ୨୦୨୬ରେ କେତେ ଦିନ ବନ୍ଦ ରହିବ ଓ ବ୍ୟାଙ୍କ ଖୋଲିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏନେଇ ଛୁଟି କ୍ୟାଲେଣ୍ଡର ଜାରି କରିଛି ।ଜାନୁଆରୀ ମାସରେ ମୋଟ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ । ସ୍ଥାନୀୟ ଓ ଜାତୀୟ ପର୍ବ ସହ ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ବ୍ୟାଙ୍କ ପୂର୍ବଭଳି…

ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଗୌହାଟି ରୁ କୋଲକାତା ରୁଟ୍‌ରେ ଚାଲିବ

ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଗୌହାଟି ରୁ କୋଲକାତା ରୁଟ୍‌ରେ ଚାଲିବ।ଟ୍ରେନ୍ର ଏକାଧିକ ଥର ସଫଳ ପରୀକ୍ଷଣ ପରେ ରେଳମନ୍ତ୍ରୀ ଏହି ଘୋଷଣା କରିଛନ୍ତି।…