ମକର ସଂକ୍ରାନ୍ତିରେ ନୂଆ ଅଫିସ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦୀ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହ ଜାନୁଆରି ୧୪ ତାରିଖ ମକର ସଂକ୍ରାନ୍ତି ଦିନ ତାଙ୍କ ନୂଆ ଅଫିସ୍‌କୁ ସ୍ଥାନାନ୍ତର ହେବେ। ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ (ପିଏମ୍‌ଓ)ର ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ହୋଇସାରିଛି। ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ମସିହାରୁ…

ଦିନକ ପରେ ପୁଣି ଲେଉଟିଛି ଶୀତ। ଏହିସବୁ ଜିଲାକୁ ଆଲର୍ଟ ଜାରି

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଦିନକ ପରେ ପୁଣି ଲେଉଟିଛି ଶୀତ। ରାଜ୍ୟର ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହେବ। ମଙ୍ଗଳବାର ଓ ବୁଧବାର ଝାରସୁଗୁଡା, ଅନୁଗୋଳ ଏବଂ ବୌଦ୍ଧ ଜିଲାକୁ ଥଣ୍ଡା ପାଇଁ ୟେଲୋ…

ବିଶିଷ୍ଟ ଶିକ୍ଷାବିତ୍ ତଥା ସୋଆର ପ୍ରଫେସର ଏମିରିଟସ ଆର୍‌.ଏନ୍‌.ପି ଚୌଧରୀଙ୍କ ପରଲୋକ

ଭୁବନେଶ୍ୱର, (ରାଜ୍ୟ କାହାଣୀ)ବିଶିଷ୍ଟ ଶିକ୍ଷାବିତ୍‌, ଗବେଷକ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଏମିରିଟସ୍ ଆର୍‌. ଏନ୍‌. ପି. ଚୌଧରୀଙ୍କ ରବିବାର ପରଲୋକ ହୋଇଯାଇଛି…

ମକରରେ ଗୁଡ଼ି ଉଡିବା ପରମ୍ପରା; ବାଧକ ସାଜିଛି ମାଞ୍ଜା ସୂତା

ଭୁବନେଶ୍ୱର (ରାଜ୍ୟକାହାଣୀ )ମକର ସଂକ୍ରାନ୍ତି ଆସିଲେ ମନରେ ଯେତିକି ଉତ୍ସାହ ଆସେ, ସେତିକି ଡ଼ର ବି ଲାଗେ । ମକରରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି । ଲୋକମାନେ ଗୁଡ଼ି ଉଡାଇ ମଜ୍ଜା ନେଇଥାଆନ୍ତି । ହେଲେ ଏହି ମଜ୍ଜା କିଛି ଲୋକଙ୍କ ପାଇଁ ସଜ୍ଜାରେ ପରିଣତ ହୋଇଯାଏ । ଆଉ ଏହି ସଜ୍ଜା…

ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ

ରାଜ୍ୟ କାହାଣୀ (ଭୁବନେଶ୍ଵର)ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ । ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।ପୋଷ୍ଟରେ ଲେଖିଛନ୍ତି “ପ୍ଲାଟଫର୍ମରେ ମୋର ଉପସ୍ଥିତି ସବୁବେଳେ ସରଳ ନୀତି ଉପରେ ଆଧାରିତ…

ଟ୍ରେନରୁ ହଟିବ ଭିଆଇପି କଲଚର। କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ ମିଳିବ ସିଟ୍

ଭାରତୀୟ ରେଳବାଇ ଅନଲାଇନ୍ ଟିକେଟ ବୁକିଂ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଯାହା ସାଧାରଣ ଯାତ୍ରୀମାନଙ୍କୁ ସିଧାସଳଖ ଲାଭ ଦେବ । ଇ-ଟିକେଟିଂ ପ୍ରକ୍ରିୟାରେ ଲାଗିରହିଥିବା ଅସୁବିଧା, ଧିର ସର୍ଭର ଏବଂ ଦଲାଲଙ୍କ ହସ୍ତକ୍ଷେପକୁ କମ୍ କରିବା ପାଇଁ, ରେଳବାଇ ବୁକିଂ ସମୟରେ…

ପୋଲିସ ଏସ୍‌ଆଇ ପରୀକ୍ଷା ସ୍କାମ୍‌: ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସିବିଆଇ ସମନ

ଭୁବନେଶ୍ୱର (ରାଜ୍ୟକାହାଣୀ )ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ତନାଘନା କରୁଛି ସିବିଆଇ। ଖୁବଶୀଘ୍ର ଖୋଲିବ ସିଲିକନ୍ ଟେକ୍ ସହ OPRBର କାରନାମା। ପୁଣି ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ କଲା ସିବିଆଇ ।। ଖୁବଶୀଘ୍ର ସିବିଆଇ ଅଫିସରେ ହାଜର ହୋଇ ପରୀକ୍ଷାର୍ଥୀମାନେ ପକ୍ଷ ରଖିବେ ।…

ପୁଣି ରେକର୍ଡ କଲା ସୁନା-ରୂପା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୨,୧୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୦,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୨,୧୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୦,୩୦୦…

ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା ! ଲଗାଯିବ ରାଜ୍ୟର ୨୧୧ ପରୀକ୍ଷା ହବରେ

ରାଜ୍ୟ କାହାଣୀ (ଭୁବନେଶ୍ଵର)ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ AI କ୍ୟାମେରା । 211 ହବରେ ନିଜ ଆଡୁ ଏହି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।ଏଥିପାଇଁ କଲେଜ ଇଣ୍ଟରନେଟ ଉପରେ ନିର୍ଭର କରିବାକୁ ପଡିବ…

ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୪-ଇ ଉପରେ ଗୁରୁତ୍ୱାରୋପ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪-ଇ ଉପରେ ଗୁରୁତ୍ୱାରୋପ କରିଛନ୍ତି ।ପ୍ରଥମ ‘ଇ’ ହେଉଛି ଏଡୁକେସନ୍ ବା ସଠିକ୍ ସୂଚନା ଓ ସଚେତନତା ସୃଷ୍ଟି କବିବା । ଦ୍ୱିତୀୟ ‘ଇ’ ହେଉଛି ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ…