ସାରା ଦେଶରେ ପିଏମ୍-ସ୍ଵନିଧି (PM-SVANidhi) ଋଣ ପ୍ରଦାନ କାର୍ଯ୍ୟକ୍ରମ: ସାମିଲ ହେଲା ଓଡ଼ିଶା
ଭୁବନେଶ୍ୱର, ( ରାଜ୍ୟ କାହାଣୀ)ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆଜି କେରଳର ତିରୁବନନ୍ତପୁରମଠାରେ ଏକ ଲକ୍ଷ 'ପିଏମ୍-ସ୍ଵନିଧି' ଋଣ ପ୍ରଦାନ ଏବଂ ହିତାଧିକାରୀଙ୍କ ପାଇଁ କ୍ରେଡିଟ୍ କାର୍ଡ ଶୁଭାରମ୍ଭ ନିମନ୍ତେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ!-->…