ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଦେଶବ୍ୟାପୀ ଲାଗୁ ହେଲା ESMA
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପ୍ରଭାବ ସାରା ବିଶ୍ୱରେ ପଡ଼ିଛି । ଭାରତରେ LPG ସିଲିଣ୍ଡର ସଙ୍କଟର ରିପୋର୍ଟ ଆସୁଛି । ଏହାରି ଭିତରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଦେଶବ୍ୟାପୀ ESMA ବା ପ୍ରାଥମିକ ସେବା ରକ୍ଷଣାବେକ୍ଷଣ ଆଇନ ଲାଗୁ କରାଯାଇଛି। କେନ୍ଦ୍ର ସରକାର ଏ!-->…