ସିକ୍ରେଟ କ୍ୟାମେରା ଓ ୫୮ ମହିଳାଙ୍କ ଭିଡିଓ କ୍ଲିପ: ଖୋଲିଲା ରସିକିଆ ଜ୍ୟୋତିଷଙ୍କ କଳାକାରନାମା
ମହାରାଷ୍ଟ୍ରର ନାସିକରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ ସହ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଖ୍ୟାତନାମା ଜ୍ୟୋତିଷଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନାମ ଅଶୋକ ଖରାତ (୬୭) ବୋଲି ଜଣାପଡିଛି। ପୋଲିସ କହିଛି ଯେ ପୀଡିତା ପ୍ରଥମେ ୨୦୧୯ ମସିହାରେ ଜଣେ ସମ୍ପର୍କୀୟଙ୍କ ସହିତ!-->…