ରାଜ୍ୟସଭା କ୍ରସ ଭୋଟିଂକୁ ନେଇ ବର୍ଷିଲେ ବିଜେଡି ନେତା ସମ୍ବିତ ରାଉତରାୟ
ଭୁବନେଶ୍ୱର (ରାଜ୍ୟକାହାଣୀ )୨୦୨୪ ନିର୍ବାଚରେ ମନଇଚ୍ଛା ଟିକେଟ୍ ବାଣ୍ଟିଥିଲା ବିଜେଡି। ନବୀନଙ୍କ ପ୍ରତି ନିଷ୍ଠାବାନ ଥିବା ବ୍ୟକ୍ତିଙ୍କୁ ଦିଆଯାଇନଥିଲା ଟିକେଟ୍ । କଂଗ୍ରେସ ନୀତି ଆଦର୍ଶ ରଖିଥିବା ପ୍ରାର୍ଥୀଙ୍କୁ ଟିକେଟ ବଣ୍ଟାଯାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଲେ ବିଜେଡି ନେତା ସମ୍ବିତ!-->…