୭୮ ବର୍ଷରେ ରାଜଧାନୀ ଭୁବନେଶ୍ବର

ଭୁବନେଶ୍ୱର (ରାଜ୍ୟକାହାଣୀ )୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଚଳିତବର୍ଷ ୧୩ ଓ ୧୪ ତାରିଖ…

ଆଗାମୀ ପାଞ୍ଚ ଦିନ ଯାଏଁ କବବଲ୍ କରିବ ଗରମ ଓ ଗୁଳୁଗୁଳି

ରାଜ୍ୟ କାହାଣୀ (ଭୁବନେଶ୍ଵର)ଆସନ୍ତା 17 ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର । ଉପକୂଳ ଓଡ଼ିଶାରୁ ଆଭ୍ୟନ୍ତରୀଣ ସବୁଠି କବବଲ୍ କରିବ ଗରମ ଓ ଗୁଳୁଗୁଳି । ଆଜିଠାରୁ ଅସହ୍ୟ ଖରା, ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆହୁରି 5 ଦିନ ତାତିରୁ ନିସ୍ତାର ନଥିବା କହିଛନ୍ତି ପାଣିପାଗ…

ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ

ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ । ୯୨ ବର୍ଷ ବୟସରେ ଆଖି ବୁଜିଲେ ଆଶା ଭୋସଲେ । ଗତକାଲି ଏପ୍ରିଲ ୧୧ ଶନିବାର ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସଙ୍ଗୀତ ଜଗତରେ ୭୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି ।ସେ ବିଭିନ୍ନ ଭାଷା ଏବଂ ଧାରାରେ…

ଓଡ଼ିଆ ପକ୍ଷ : ଅମୃତ ପିଢ଼ି ସାରସ୍ୱତ ସମାରୋହରେ ୬୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଏକାଦଶ ଦିବସରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ "ଅମୃତ ପିଢ଼ି ସାରସ୍ୱତ ସମାରୋହ" ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର…

ପୁଷ୍ପା ପରେ ଚର୍ଚ୍ଚାରେ ‘ରାକା’ ଫିଲ୍ମ, ସାମ୍ନାକୁ ଆସିଲା ଅଲ୍ଲୁଙ୍କ କ୍ରାଇମ୍‌ ଲୁକ୍‌

ଅଲ୍ଲୁ ଅର୍ଜୁନଙ୍କ ୪୪ତମ ଜନ୍ମଦିନ ଅବସରରେ ଫିଲ୍ମ ‘ରାକା’ର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କୁ ଭୟଙ୍କର ଏବଂ ଇଣ୍ଟ୍ରେଷ୍ଟିଂ ଲୁକରେ ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଦୀପିକାଙ୍କ ସହିତ ଦେଖିବାକୁ ମିଳିଛି । ଯାହା ଫିଲ୍ମଟିକୁ ଆହୁରି ଖାସ୍ ବନାଇଛି…

ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ ଯୁବତୀ ଘରେ କେହି ନ ଥିବା ସମୟରେ ଘରର ଶିଡ଼ି ତଳେ ନିଜ ଉପରେ କେରୋସିନି ଢାଳି ଆତ୍ମହତ୍ୟା କରିଛନ୍ତି ।ଘରେ କେହି…

ହଜିଥିଲେ କିମ୍ବା ନଷ୍ଟ ହୋଇଥିଲେ ଦିଆଯିବ ସ୍କୁଲ ଲିଭିଂ ସାର୍ଟିଫିକେଟ ନକଲ

ଭୁବନେଶ୍ୱର (ରାଜ୍ୟକାହାଣୀ )ନକଲ ସ୍କୁଲ ଲିଭିଂ ସାର୍ଟିଫିକେଟ୍ (ଏସ୍ଏଲ୍ସି) ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଓରିଜିନାଲ ଏସ୍ଏଲ୍‌ସି ହଜିଯାଇଥିଲେ କିମ୍ବା ନଷ୍ଟ ହୋଇଥିଲେ ଏହାର ନକଲ କପି ପାଇବା ପାଇଁ ଅନେକ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି ।…

ରାଧେ ରାଧେ କହୁକହୁ ବୁଡ଼ିବାକୁ ଲାଗିଲେ ଭକ୍ତ, ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇଛି

ଉତ୍ତରପ୍ରଦେଶ ମଥୁରା ଜିଲ୍ଲା ବୃନ୍ଦାବନ ଯମୁନା ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି ।ତେବେ ଅଘଟଣ ଘଟିବା ପୂର୍ବର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭକ୍ତମାନେ ଖୁସିର ସହ ରାଧେ ରାଧେ ଗାଉଥିଲେ । ହଠାତ ଡଙ୍ଗା ବୁଡ଼ିବାକୁ ଲାଗିଥିଲା । ଏହି ହୃଦୟସ୍ପର୍ଶୀ…

ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ । ଗ୍ରାମଞ୍ଚଳରେ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ରହିବ ବଡ଼ ଭୂମିକା। ଖୁବଶୀଘ୍ର ମଧ୍ୟପ୍ରଦେଶ ଓ କର୍ଣ୍ଣାଟକକୁ ଓଡିଶା ଟିମ ଯିବ । ନିଗମର ରୂପରେଖ କେମିତି ହେବ ସେ ବାବଦରେ…

ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ

ରାଜ୍ୟ କାହାଣୀ (ଭୁବନେଶ୍ଵର)ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ ହେବ । ଗତ ମାସରେ ହୋଇଥିବା କ୍ଷେତ୍ରୀୟ ପରିଦର୍ଶନର ରିପୋର୍ଟକୁ ଶୁଣାଣିରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ ।ମହାନଦୀ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ଅଗ୍ରଗତି…