ବଙ୍ଗୋପସାଗର ଉପକୂଳରେ ମିସାଇଲ ଟେଷ୍ଟ! ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ନୋଟାମ ଜାରି

ବଙ୍ଗୋପସାଗର ଉପକୂଳରେ ହୋଇପାରେ ମିସାଇଲ ପରୀକ୍ଷଣ। ଦୂରଗାମୀ ମିସାଇଲ ପରୀକ୍ଷଣ ନେଇ ନୋଟାମ ଜାରି କରାଯାଇଛି। ବଙ୍ଗୋପସାଗର ତଟବର୍ତ୍ତୀ ଧାମରାର ଅବଦୁଲ କଲାମ ଦ୍ବୀପରୁ ଭାରତୀୟ ମହାସାଗର ମଧ୍ୟରେ ୩ ହଜାର ୫୬୦ କିଲୋମିଟର ପର୍ଯ୍ୟନ୍ତ ନୋଟାମ୍ ଜାରି କରାଯାଇଛି। ଏହି ସମୟରେ କୌଣସି ବିମାନ ଚଳାଚଳ…

୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି

ରାଜ୍ୟ କାହାଣୀ (ଭୁବନେଶ୍ଵର)ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଲା ବିଜେଡି । ଏନେଇ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ , ୫ ଜଣଙ୍କୁ ବରିଷ୍ଠ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ନେଇ ମୋହନ ମାଝୀଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ…

ଭିଜିଲାନ୍ସ ଜାଲରେ ଅମିନ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ । ୧୫ ହଜାର ଟଙ୍କା ନେବା ବେଳେ  ଧରାପଡିଲେ ବଙ୍ଗୋମୁଣ୍ଡା ତହସିଲ ଅମିନ ନିର୍ମଳେନ୍ଦୁ କବି। ପାର୍ଟିସନ ସୁଟ୍ କେସ ବାବଦକୁ ୧୫ ହଜାର ଟଙ୍କା  ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଭାଲୁମୁଣ୍ଡାର…

ସାମ୍ୱାଦିକ ସୁଧାଂଶୁ ପାତ୍ରଙ୍କ ଓଡ଼ିଶା ସ୍ୱାଭିମାନ ମଞ୍ଚ

ଭୁବନେଶ୍ଵର: ( ରାଜ୍ୟ କାହାଣୀ)ଭାରତୀୟ ରାଜନୀତିକ ମୈଦାନରୁ ଆଞ୍ଚଳିକ ଦଳସବୁ ପ୍ରଭାବ ଶୂନ୍ୟ ହେଉଥିବା ବେଳେ ଓଡ଼ିଶାରେ ଗୋଟିଏ ନୂଆ ସଂଗଠନ ଗଢ଼ା ଯାଇଛି I ଆଗାମୀ ସାତ ତାରିଖରେ ଅନୁଷ୍ଠାନିକ ଭାବେ ଉକ୍ତ ସଂଗଠନର ଜନ୍ମ ଜାତକ ବିଷୟରେ ଅବଗତ କରାଯିବ I ଲୋକଙ୍କ ସମର୍ଥନ ଆଧାରରେ ଆଗକୁ ନୂଆ…

ଜବଲପୁର ବୋଟ ବୁଡିବା ଘଟଣା ପରେ ଚିଲିକାରେ ଲାଗିଲା କଟକଣା

ରାଜ୍ୟ କାହାଣୀ (ଭୁବନେଶ୍ଵର)ଚିଲିକାରେ ନୌକା ଯାତ୍ରା ପାଇଁ କଡାକଡ଼ି ହେଲା ନିୟମ। ଏଣିକି ସବୁ ଯାତ୍ରୀଙ୍କୁ ଲାଇଫ୍ ଜାକେଟ୍, ସବୁ ବୋଟରେ ଲାଇଫ୍ ବୁଏ ବାଧ୍ୟତାମୂଳକ, ନିୟମ ଭାଙ୍ଗିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଚିଲିକା ହ୍ରଦରେ ନୌକା ଚାଳନା ସମୟରେ ଯାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ…

ଦହିବରା ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୭ ଦିନ ପାଇଁ ସମସ୍ତ ଫାଷ୍ଟପୁଡ୍ ଦୋକାନ ବନ୍ଦ

ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ।ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୌରାଅଞ୍ଚଳରେ ସମସ୍ତ ଦହିବରା ଦୋକାନୀ, ବୁଲା ବିକାଳି, ଫାଷ୍ଟଫୁଡ ସେଣ୍ଟର ଉପରେ ଚଢାଉ କରିଛି ପ୍ରଶାସନ । ଏହାସହ ଆଗାମୀ ୭ ଦିନ ଯାଏଁ ଏହି ସବୁ…

ଆକ୍ରମଣ କଲେ ମାନଚିତ୍ରରୁ ହଜିଯିବ ଇରାନ: ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରି ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରେ, ତେବେ ଇରାନକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦିଆଯିବ।…

ଜଗନ୍ନାଥଙ୍କୁ ଅପମାନ କରି ହାରିଗଲେ କି ମମତା ଦିଦି 

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ନିକଟରେ କିଛି ଲୋକ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ଆଇନ…

ପଶ୍ଚିମବଙ୍ଗରେ ଫଳାଫଳ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଉତ୍ତେଜନା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମ୍ୟାଜିକ୍‌ ସଂଖ୍ୟା ୧୪୮ ହୋଇଥିବାବେଳେ ଗୈରିକ ଦଳ ୨୦୦ରୁ…