୯୪ ଟି ରାଫେଲ ଜେଟ୍ ତିଆରି କରିବ ଭାରତ, ଚୁକ୍ତି ପାଇଁ ଫ୍ରାନ୍ସକୁ ଚିଠି ପଠାଇଛନ୍ତି ସରକାର
ଭାରତୀୟ ବାୟୁସେନାର ସାମରିକ ଶକ୍ତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଦେଶ ଏକ ଐତିହାସିକ ସଫଳତା ଆଡ଼କୁ ଅଗ୍ରସର ହେଉଛି । ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ ଚୁକ୍ତି ମଧ୍ୟରୁ ଏକ ପ୍ରସ୍ତାବକୁ ଭାରତ ସରକାର ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ କରିଛନ୍ତି ।ଆଲୋଚନା ପରେ ଭାରତ ସରକାର!-->…