ନିଜ ଦେହରେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ କନେଷ୍ଟବଳ
ଭୁବନେଶ୍ୱର (ରାଜ୍ୟକାହାଣୀ )ନିଜ ଦେହରେ ପେଟ୍ରୋଲ ଢାଳି ଜଳିଗଲେ କନେଷ୍ଟବଳ। ବ୍ରହ୍ମପୁର ବିଜିପୁର ପୁଲିସ କାର୍ଟର୍ସରେ ଘଟିଛି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଟାଉନ୍ ଥାନା!-->…