ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର (ରାଜ୍ୟକାହାଣୀ )ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସୁଜାତା । ସମସ୍ତ ବିଧାୟକ, ସାଂସଦ ଓ ନେତାମନ୍ତ୍ରୀ ଥିଲେ ଉପସ୍ଥିତ । ଆନୁଷ୍ଠାନିକ ଭାବେ ସୁଜାତାଙ୍କ ନାଁ ଘୋଷଣା କରିଛନ୍ତି ନବୀନ…

ଋଣ ଖିଲାପ ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କ ଘର ପ୍ରଶାସନ ଦ୍ୱାରା ସିଲ୍

ଭୁବନେଶ୍ୱର (ରାଜ୍ୟକାହାଣୀ )ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରୁ ଆସିଛି ବ୍ୟବସ୍ଥାର ବିକଳ ଚିତ୍ର । ଋଣ ନନେଇ ବି ଜଣଙ୍କ ଘର ସିଲ୍ କରି ଦେଇଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ । ଜମନକିରା ବ୍ଲକ ଗୌଡ଼ପାଲି ରାଜସ୍ବ ସର୍କଲ ଅନ୍ତର୍ଗତ ଗୌତମପାଲି ଗାଁରୁ ଆସିଛି ଏହି ଅଭିଯୋଗ ।ଫଳରେ ଗୋଟିଏ କୋଠରୀରେ…

ରଥଯାତ୍ରା ପାଇଁ ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଯାତ୍ରୀ ସୁବିଧା କେନ୍ଦ୍ର ଓ ବ୍ରେକଡାଉନ୍ ସେବା ମାଗଣା…

ଭୁବନେଶ୍ୱର (ରାଜ୍ୟକାହାଣୀ )ରଥଯାତ୍ରା ପାଇଁ ପରିବହନ ବିଭାଗର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ସୁଗମ ଯାତାୟାତ ପାଇଁ ଏବର୍ଷ ପୁରୀକୁ ପ୍ରାୟ ଏକ ହଜାର ବସ୍ ଚଳାଚଳ କରିବ । ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଯାତ୍ରୀ ସୁବିଧା କେନ୍ଦ୍ର ଓ ବ୍ରେକଡାଉନ୍…

ସେଲଫି ନେବା ହେଲା କାଳ, କାବେରୀ ନଦୀରେ ବୁଡ଼ି ୫ ମୃତ

ସେଲଫି ନେବାର ନିଶା ଛଡ଼ାଇ ନେଇଛି ୫ଟି ଅମୂଲ୍ୟ ଜୀବନ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଏଠାକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'ମୁଥାଠୀ'ରେ କାବେରୀ ନଦୀ କୂଳରେ ଛିଡ଼ା ହୋଇ ଫଟୋ ଓ ସେଲଫି ଉଠାଇବା ସମୟରେ ଘଟିଛି ବଡ଼ ଅଘଟଣ । ନଦୀର ପ୍ରଖର…

ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ଵର(ରାଜ୍ୟ କାହାଣୀ)ପଛକୁ ପଛ ଆସୁଛି ଘୂର୍ଣ୍ଣିବଳୟ। ୨୫ରେ ଗୋଟିଏ, ଅନ୍ୟଟି ଜୁଲାଇ ୨ରେ। ତେଣୁ ଚାଷୀଙ୍କ ପାଇଁ ଖୁସି ଖବର। ମୌସୁମୀ ପ୍ରଭାବରେ ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ । ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରି…

ଶ୍ରୀମନ୍ଦିରରେ ରୁକ୍ମଣୀ–କୃଷ୍ଣ ବିବାହ ନୀତି ଉତ୍ସବ ଆରମ୍ଭ। ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ

ପୁରୀର ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ପବିତ୍ର ରୁକ୍ମଣୀ–ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ବିବାହ ନୀତି ଉତ୍ସବ । ଦେବଦେବୀଙ୍କ ଏହି ଦିବ୍ୟ ମିଳନ ଅବସରରେ ଶ୍ରୀମନ୍ଦିର ପରିବେଶ ଭକ୍ତି ଓ ଉତ୍ସାହରେ ଉଜ୍ଜ୍ୱଳ ହୋଇଉଠିଛି ।ନୀତିକାନ୍ତି ସମୟରେ ସୁରକ୍ଷା ଓ ପରମ୍ପରା ରକ୍ଷା ପାଇଁ ପ୍ରାୟ ୫ ଘଣ୍ଟା…

ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ

ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖେମିନିଙ୍କର ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ୩୬ ବର୍ଷ ଧରି ଇରାନର ସର୍ବୋଚ୍ଚ ନେତା ଥିବା ଖେମିନିଙ୍କ ମୃତ୍ୟୁକୁ ପାଖାପାଖି ଚାରି ମାସ ହୋଇଯାଇଥିବାବେଳେ ଇରାନ ତାଙ୍କ ଅନ୍ତିମ ସଂସ୍କାର…

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ୨୮ ରଥ ଦଉଡ଼ି, ଲମ୍ବ ୨୨୦ ଫୁଟ

ଭୁବନେଶ୍ଵର (ରାଜ୍ୟ କାହାଣୀ ) ଆଉ କିଛି ଦିନ ରହିଲା ରଥଯାତ୍ରା।  ଆଜି ପୁରୀରେ ପହଞ୍ଚିଲା ରଥ ଦଉଡ଼ି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୮ ଇଞ୍ଚ ଗୋଲେଇର ଆସିଲା ୨୮ଟି ଦଉଡ଼ି । ଗୋଟିଏ ଦଉଡ଼ିର ଲମ୍ବ ୨୨୦ ଫୁଟ ବା ୬୭ ମିଟର । ଓଡ଼ିଶା କତା ନିଗମ ପକ୍ଷରୁ ଆସିଲା ଏହି ଦଉଡ଼ି ।ତେବେ ଚଳିତ…

ଥାନା ଏସଆଇଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ମହିଳା IIC

ଭୁବନେଶ୍ଵର (ରାଜ୍ୟ କାହାଣୀ) ବାଲେଶ୍ୱର ଜିଲ୍ଲା ବରହମପୁର ଥାନା IIC ଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗ କଲେ ବରହମପୁର ସବ ଇନ୍ସପେକ୍ଟର ମନୋରଞ୍ଜନ ପୁହାଣ। ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ତାଙ୍କ ଅଭିଯୋଗ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ।ଏହି ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱଲେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ…