ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା କଟ୍-ଅଫ୍ , ଶୀର୍ଷରେ ରେଭେନ୍ସା

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନାମଲେଖା ପାଇଁ ପ୍ରଥମ କଟ୍-ଅଫ୍ ମାର୍କ ପ୍ରକାଶ କରାଯାଇଛି । ଚଳିତବର୍ଷ ମଧ୍ୟ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସର୍ବାଧିକ କଟ୍-ଅଫ୍ ସହ ରାଜ୍ୟରେ ପ୍ରଥମ ସ୍ଥାନରେ…

ଆସନ୍ତା କାଲି ଖୋଲିବ ହୀରାକୁଦର ୪ ଗେଟ୍

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଆସନ୍ତା କାଲି ନିଷ୍କାସିତ ହେବ ହୀରାକୁଦରୁ ପ୍ରଥମ ବନ୍ୟା ଜଳ । ଏ ନେଇ ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।ତାଙ୍କ ସୂଚନା ଅନୁଯାୟୀ, ଦିନ ୧୧ଟାରେ ହୀରାକୁଦର ୪ଟି ଗେଟ୍ ଖୋଲାଯିବ ।ବର୍ତ୍ତମାନ ବନ୍ଧର ଜଳସ୍ତର ୬୧୧.୨୩ ଫୁଟ ଥିବାବେଳେ…

ଭୁବନେଶ୍ବର ଆଜାଦ ନଗର ବିସ୍ଫୋରଣ ମାମଲା : ୟୁପିରୁ ଆଉ ଜଣକୁ ଗିରଫ କଲା NIA

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଭୁବନେଶ୍ବର ଏୟାରଫିଲ୍ଡ ଥାନା ଆଜାଦ ନଗର ବୋମା ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ । ରୋହନ ରଞ୍ଜନ ରାଉତରାୟକୁ ଗିରଫ କଲା NIA । ରୋହନକୁ ୟୁପିରୁ ଗିରଫ କରାଯାଇଛି । ବୋମା ବିସ୍ଫୋରଣ ଲିଙ୍କରେ ଏନଆଇଏ ଟିମ୍ ଜାରି ରଖିଛି ଛାନଭିନ । ବୋମା ପାଇଁ ପ୍ରସ୍ତୁତ…

କାର୍ ନମ୍ବରରେ ବାଇକର ଫାଇନ୍ ।ଆରଟିଓ କାର୍ଯ୍ୟ ଉପରେ ପ୍ରଶ୍ନ

ଭଦ୍ରକରେ ଗାଡ଼ି, ନୟାଗଡ଼ରେ କଟିଲା ଚାଲାଣ । ଭଦ୍ରକ ଆରଡି ଛକ ନିକଟରେ ଥିବା କ୍ଷୀତିଶ ସାମନ୍ତ ବେହେରାଙ୍କ ନିକଟକୁ ଚାଲାଣ ଆସିଛି । କାର୍ ନମ୍ବରରେ ବାଇକର ଫାଇନ୍ ଆସିଛି । ବାଇକ୍ ଚଲାଇବାବେଳେ ଫୋନରେ କଥା ହେବା ପାଇଁ ୫ ହଜାର ଟଙ୍କାର ଫାଇନ୍ କଟିଛି ।ଅନଲାଇନ୍ ରେ ନୋଟିସ ମଧ୍ୟ…

ଝଡ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର(ରାଜ୍ୟ କାହାଣୀ)ଆଜି ଝଡ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର,…

କରାଚୀ ନିକଟରେ ମଝି ଆକାଶରେ ନିଖୋଜ ହୋଇଗଲା ପାକିସ୍ତାନୀ ବିମାନ

ଏକ ପାକିସ୍ତାନୀ ମାଲବାହୀ ବିମାନ ମଙ୍ଗଳବାର (୭ ଜୁଲାଇ) ଦିନ ମଧ୍ୟ ଆକାଶରେ ନିଖୋଜ ହୋଇଗଲା। ମାଲବାହୀ କମ୍ପାନୀ K2 ଏୟାରୱେଜ ଦ୍ୱାରା ପରିଚାଳିତ ଏହି ବିମାନଟି ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କ ସହିତ ୟୁଏଇର ସାରଜାହଜରୁ ପାକିସ୍ତାନର କରାଚୀ ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ଆରବ ସାଗରରେ…

୫ କେଜି ସିଲିଣ୍ଡର ରିଫିଲ କଲେ ଦେବାକୁ ହେବ ଏତିକି ଟଙ୍କା ଅଧିକ

୫ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡର ଏବେ ଘରକୁ ମଗାଇଲେ ଗ୍ରାହକଙ୍କୁ ଅଧିକ ଶୁଳ୍କ ଦେବାକୁ ହେବ। ହୋମ ଡେଲିଭେରୀ ପାଇଁ ଆପଣଙ୍କୁ ପ୍ରତି ରିଫିଲ ପିଛା ୨୫ ଟଙ୍କାର ଅତିରିକ୍ତ ଡେଲିଭରି ଶୁଳ୍କ ଦେବାକୁ ପଡ଼ିବ। ରିପୋର୍ଟ ଅନୁଯାୟୀ, ଛୋଟ ସିଲିଣ୍ଡରଗୁଡ଼ିକର ହୋମ ଡେଲିଭରିରେ ହେଉଥିବା…

ପଶ୍ଚିମବଙ୍ଗରେ ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର କରି ମାରିଦେଲା ପୁଲିସ

ପଶ୍ଚିମବଙ୍ଗରେ ଦୁଷ୍କର୍ମ ଅଭିଯୁକ୍ତକୁ କଡ଼ା ଶାସ୍ତି । ଏନକାଉଣ୍ଟର କରି ମାରିଦେଲା ପୁଲିସ । ଗତକାଲି ରାତିରେ କୋଲକାତାର ବାରୁଇପୁର ଉପକଣ୍ଠରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ମଧ୍ୟରାତ୍ରିରେ, ସିନ୍…

ଭିଜିଲାନ୍ସ ହାତରେ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ମାଇନ୍ସ ଡେପୁଟି ଡିରେକ୍ଟର

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଜୟପୁର ସମେତ କଟକର ୨ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।ରିପୋର୍ଟ ଅନୁସାରେ, ଖଣି ଉପ ନିର୍ଦ୍ଦେଶକ…

ଅସ୍ତ୍ରବିରତି ପରେ ପୁଣି ଇରାନ ଉପରେ ଟ୍ରମ୍ପସେନାର ମିସାଇଲ ମାଡ଼!

ପଶ୍ଚିମ ଏସିଆରେ ପୁଣି ଥରେ ଯୁଦ୍ଧର କଳାବାଦଲ । ଆମେରିକା ଏବଂ ଇରାନ ମଧ୍ୟରେ ଗତ ମାସରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଏବେ ବିପଦରେ । ଇରାନ ବିରୋଧରେ ଆମେରିକା ପକ୍ଷରୁ ପୁଣି ଥରେ ସାମରିକ ଆକ୍ରମଣ ଆରମ୍ଭ ହୋଇଯାଇଛି ।ଇରାନର ଚେତାବନୀ ମଧ୍ୟରେ ଓମାନ ଉପକୂଳ ନିକଟରେ ୩ଟି ବୃହତ ବାଣିଜ୍ୟିକ…