ବହି ବିଭ୍ରାଟ ମାମଲା, SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ବହୁ ଚର୍ଚ୍ଚିତ ବହି ବିଭ୍ରାଟ ମାମଲାରେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ। DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ମନୋଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ SCERT ନିର୍ଦ୍ଦେଶକ ଥିବା ବେଳେ ବହି!-->…