ରଥଯାତ୍ରା ଲାଗି ପୁରୀ ସହରରେ ୪ ଦିନ ମଦ, ଭାଙ୍ଗ ଦୋକାନ ବନ୍ଦ

ଭୁବନେଶ୍ୱର (ରାଜ୍ୟ କାହାଣୀ )ରଥଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ରଥଯାତ୍ରା ଗହଳିକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ମଦ ଦୋକାନ ବନ୍ଦ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ରଥଯାତ୍ରା ଅବସରରେ ସହରର ସମେତ ସଦର ଉପକଣ୍ଠରେ ସମସ୍ତ ବିଦେଶୀ, ଦେଶୀ…

‘ଲଭ୍ ଜିହାଦ’ ଅଭିଯୋଗ ! ଆମିର କହିଲେ -ଧର୍ମ ପରିବର୍ତ୍ତନ କରିନାହାଁନ୍ତି ଗୌରୀ

ବଲିଉଡର 'ମିଷ୍ଟର ପରଫେକ୍ସନିଷ୍ଟ' ଆମିର ଖାନ ନିକଟରେ ଗୌରୀ ସ୍ପ୍ରାଟଙ୍କୁ ତୃତୀୟ ବିବାହ କରିଛନ୍ତି। ଯାହା ପରେ ତାଙ୍କୁ 'ଲଭ୍ ଜିହାଦ' ଅଭିଯୋଗର ସାମ୍ନା କରିବାକୁ ପଡିଛି। ତାଙ୍କ ବିରୋଧରେ ଏକ ଫତୱା ମଧ୍ୟ ଜାରି ହୋଇଛି। ଆମିର ଖାନ ଏବେ ତାଙ୍କୁ "ଲଭ୍ ଜିହାଦର ବ୍ରାଣ୍ଡ ଆମ୍ବାସାଡର" ବୋଲି…

ସ୍ୱାମୀଙ୍କ ଦରମାର ୨୫% ଭରଣପୋଷଣ ଭାବରେ ଦିଆଯିବ ନାହିଁ: ଆଲ୍ଲାହାବାଦ ହାଇକୋର୍ଟ

ଭତ୍ତା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍ୱାମୀଙ୍କ ଦରମାର ୨୫% ଦେବା ବାଧ୍ୟତାମୂଳକ ନୁହେଁ, ପରିସ୍ଥିତି ଅନୁସାରେ ବଦଳିପାରେ ରାଶି | ଜଷ୍ଟିସ୍ ଅଚଲ ସଚଦେବ କହିଛନ୍ତି ଯେ, ଏହା କେବଳ ଏକ ସାଧାରଣ ଅଭ୍ୟାସ, ଏବଂ କୋର୍ଟ ସ୍ତ୍ରୀଙ୍କ ଆବଶ୍ୟକତା ଆଧାରରେ ଏହି ଭତ୍ତା ଦେବେ।…

୨ ଯୁବକଙ୍କୁ ପ୍ରେମ କରୁଥିଲେ ନର୍ସ: ଧରାପଡ଼ିବା ପରେ ଝୁଲି ପଡ଼ିଲେ ଯୁବତୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ତ୍ରିକୋଣୀୟ ପ୍ରେମ ପାଇଁ ଝୁଲି ପଡ଼ିଲେ ଯୁବତୀ। ଏଭଳି ଅଭାବନୀୟ ଘଟଣା ବୁଧବାର ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଯୁବତୀ ଜଣକ ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ। ଏକା ସାଙ୍ଗରେ ୨ ଯୁବକଙ୍କୁ ପ୍ରେମ କରି ଧରାପଡ଼ିବା ପରେ ଜୀବନ…

ରୁଷ ତେଲ ଉପରୁ ପ୍ରତିବନ୍ଧକ କୋହଳ କଲା ଆମେରିକା ! ଏବେ ଲାଗିବ ୧୦୦% ଶୁଳ୍କ

ଆମେରିକୀୟ ସିନେଟରମାନେ ରୁଷ ଉପରେ ଏକ ପ୍ରତିବନ୍ଧକ ବିଲ୍‌ର ଏକ ସଂଶୋଧିତ ସଂସ୍କରଣ ଆଗତ କରିଛନ୍ତି । ଏଥିରେ ଭାରତ ଏବଂ ଚୀନ୍ ଭଳି ଦେଶଗୁଡ଼ିକ ଉପରେ ରୁଷରୁ ତୈଳ ଏବଂ ଗ୍ୟାସ୍ ଆମଦାନି ପାଇଁ ଶୁଳ୍କ ୫୦୦% ବଦଳରେ ସର୍ବାଧିକ ୧୦୦% କୁ ହ୍ରାସ କରାଯାଇଛି। ଏହି ନୂତନ ପରିବର୍ତ୍ତନ ପରେ ଭାରତ ଓ…

କିରୋସିନ ଢାଳି ହୋଇ ନିଜକୁ ଜାଳିଦେଲେ ଯୁବତୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ବ୍ରହ୍ମପୁରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବତୀ ଜଣକ ବଡବଜାର ଥାନା ଅନ୍ତର୍ଗତ ଶାନ୍ତିନଗର ଅଞ୍ଚଳର ରାଜେଶ୍ୱରୀ ବୋଲି ଜଣାପଡ଼ିଛି…

ଜୋର୍ଡାନ-ବାହାରିନ-କୁଏତରେ ଇରାନର ଡ୍ରୋନ୍ ଆଟାକ୍

ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । କେହି କାହାରିକୁ ଛାଡିବାକୁ ନାରାଜ୍ । ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ମିସାଇଲ ଏବଂ ବୋମା ବର୍ଷା କରୁଛନ୍ତି । ଆମେରିକା ଲଗାତାର ଚାରି ଦିନ ହେଲା ଇରାନର ଅନେକ ସାମରିକ ଘାଟିକୁ ଟାର୍ଗେଟ୍ କରୁଛି । ଇରାନ ମଧ୍ୟ ଏହାର ପାଲଟା…

ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା, ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ଵର: ରାଜ୍ୟ କାହାଣୀ,ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ଶ୍ରୀମନ୍ଦିରରେ ପ୍ରତିପଦା ତିଥିରେ ହେବ ଉଭାଯାତ୍ରା । ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ରଥଯାତ୍ରା ପ୍ରସ୍ତୁତି ଏବଂ ନୀତି…

ସୃଷ୍ଟି ହେଲା ଲଘୁଚାପ: ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର (ରାଜ୍ୟ କାହାଣୀ )ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବାରୁ ଆଗାମୀ କିଛି ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି…

୭ ବର୍ଷ ପରେ ପରଦାକୁ କମବ୍ୟାକ୍ କରୁଛନ୍ତି ସୁପର ଷ୍ଟାର ଗୋବିନ୍ଦା

ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣି ଥରେ ବଡ଼ ପରଦାରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ପ୍ରେସ୍‌ କନଫରେନ୍ସରେ ସେ ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ରୂପା’ ଏବଂ ‘ଦୁନିଆଦାରୀ’ ବିଷୟରେ ଘୋଷଣା କରିବା ସହ ନିଜ କ୍ୟାରିୟରର ସଂଘର୍ଷ ବିଷୟରେ କହିଛନ୍ତି । ତେବେ ଏହି…