କାରାଗାର ସୁରକ୍ଷାରେ ହେବ ବଡ଼ ପରିବର୍ତ୍ତନ । ଜେଲରେ ଏଆଇ ସିସିଟିଭି ନଜର ରଖିବ
ଭୁବନେଶ୍ୱର (ରାଜ୍ୟ କାହାଣୀ )କାରାଗାର ସୁରକ୍ଷାରେ ହେବ ବଡ଼ ପରିବର୍ତ୍ତନ । ଜେଲରେ ଏଆଇ ସିସିଟିଭି ନଜର ରଖିବ । ଭୁବନେଶ୍ୱରରେ ହେବ ମଡେଲ ଜେଲ ପ୍ରତିଷ୍ଠା । ଜେଲରେ ଯୋଗ, ଦକ୍ଷତା ଓ ପୁନର୍ବାସକୁ ଗୁରୁତ୍ବ । କଏଦୀଙ୍କ କଲ୍ୟାଣକୁ ଗୁରୁତ୍ୱ ରହିବ । ଓଡ଼ିଶା କାରାଗାର ବ୍ୟବସ୍ଥାକୁ ଅଧିକ!-->…