ବାହୁଡା଼ ଯାତ୍ରାରେ ଦଳାଚକଟା । ଜଣେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଓ ଅନେକ ଆହତଙ୍କୁ ନେଇ ଶୋକ ପ୍ରକାଶ କଲେ ନବିନ
ଭୁବନେଶ୍ଵର (ରାଜ୍ୟ କାହାଣୀ )ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ଦଳାଚକଟା ଘଟଣା । ଜଣେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଓ ଅନେକ ଆହତ ହୋଇଥିବା ନେ଼ଇ ବିରୋଧୀ ଦଳର ମୁଖ୍ୟ ନବିନଙ୍କ ଶୋକ। ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ , ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ଦଳାଚକଟା ଘଟଣା ବିଷୟ!-->…