ରେଭେନ୍ସା ପରେ ରମାଦେବୀ ବି BCJDର ବାଜିମାତ୍
ରାଜ୍ୟର ପ୍ରମୁଖ ତଥା ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (BCJD) ଜବରଦସ୍ତ ବାଜିମାତ୍ କରିଛି । କଡ଼ା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବିସିଜେଡି ପ୍ରାର୍ଥୀ ବିଶ୍ୱଜିତ୍ ସାହୁ ବିଶ୍ୱବିଦ୍ୟାଳୟର ସଭାପତି ଭାବେ ବିପୁଳ ସମର୍ଥନ!-->…