କେରଳମ୍ରେ ‘ରାଟ୍ ଫିଭର୍’ ଆତଙ୍କ! ୫୮ ମୃତ, ୧୩୫୨ ସଂକ୍ରମିତ
ବର୍ଷା ଋତୁରେ କେରଳମ୍ରେ ‘ଲେପ୍ଟୋସ୍ପାଇରୋସିସ୍’ ବା ‘ରାଟ୍ ଫିଭର୍’ ଆତଙ୍କ ଦେଖାଯାଇଛି । ସାଧାରଣତଃ ଘରର ବଗିଚା କାମ, କ୍ଷେତ କିମ୍ୱା ବାହାର ଜାଗାରେ ଦୈନନ୍ଦିନ କାମ କରିବା ସମୟରେ ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଥାଏ । ସରକାରୀ ତଥ୍ୟ ଅନୁସାରେ, ୨୦୨୬ ଜୁଲାଇ ୨୯ ତାରିଖ!-->…